ଆଜିଠୁ ନୂଆ ନିୟମ: ମହଙ୍ଗା ହେବ ରେଳଭଡ଼ା
ଆଜିଠୁ ବିଭିନ୍ନ କ୍ଷେତ୍ରରେ ଅନେକ କିଛି ନୂଆ ନିୟମ ଆସିବ । ଯାହା ଜାଣିବା ପ୍ରତିଟି ବ୍ୟକ୍ତିଙ୍କ ପାଇଁ ଜରୁରୀ । ଜୁଲାଇ ମାସ ପହିଲାରୁ ଗ୍ୟାସ୍ ଦର ଠାରୁ ଆରମ୍ଭ କରି ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ କିଛିଟା ପରିବର୍ତ୍ତନ ଆସିବ । ସେହିଭଳି ଆପଣ ଯଦି ଟ୍ରେନରେ ଯାତାୟତ କରୁଥିବେ ତେବେ!-->…
