ଅସନ୍ତୋଷ ଝାଡ଼ିଲେ ମୁଖ୍ୟମନ୍ତ୍ରୀ: ଯନ୍ତ୍ରୀ ବସିଛନ୍ତି, ଆଉଟ୍ସୋର୍ସିଂ କାହିଁକି
ପୂର୍ତ୍ତ ବିଭାଗରୁ ଆରମ୍ଭ କରି ଜଳସମ୍ପଦ ବିଭାଗରେ ମୁଖ୍ୟ ଯନ୍ତ୍ରୀ ଡିଜାଇନ୍, ମୁଖ୍ୟ ଯନ୍ତ୍ରୀ ପ୍ଲାନିଂ ଭଳି ପଦବି ଅଛି। ସେଥିରେ ମୁଖ୍ୟ ଯନ୍ତ୍ରୀମାନେ ଦାୟିତ୍ବରେ ଥିବାବେଳେ ତାଙ୍କ ଅଧୀନରେ ଅଧୀକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଆଦି!-->…
