ଅପହରଣ କରି ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ
ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିରେ ଜୁନ୍ ୧୫ ତାରିଖରେ ଘଟିଥିବା ଗଣଦୁଷ୍କର୍ମର ଦୁଃଖ ଲୋକଙ୍କ ମନରୁ ନ ଲିଭୁଣୁ ଏହି ଘଟଣାର ଚାରି ଦିନ ପରେ, ମୟୂରଭଞ୍ଜ ଜିଲ୍ଲାରେ ବୁଧବାର ରାତିରେ ଆଉ ଏକ ଏଭଳି ଘଟଣା ରାଜ୍ୟରେ ଘଟିଛି। ଏଭଳି ଅପରାଧ ଲଗାତାର ଘଟୁଥିବାରୁ ରାଜ୍ୟର ଆଇନ ଶୃଙ୍ଖଳା!-->…
