ଏନକାଉଣ୍ଟରରେ ନିପାତ ହେଲେ ମାଓବାଦୀ ; ଖୁସିରେ ନାଚିଲେ ଯବାନ
ନକ୍ସଲଙ୍କୁ ନିପାତ କରି ନାଚିଲେ ଯବାନ । ଗତକାଲି ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ଏକନାଉଣ୍ଟରରେ ମାଓନେତା ବାସବ ରାଜୁଙ୍କ ସମେତ ୨୭ ମାଓବାଦୀଙ୍କୁ ନିପାତ କରିଛି ସେନା । ମାଓବାଦୀଙ୍କ ମୃତ ଶରୀର ଏକାଠି ରଖି ଖୁସି ମନାଇଛନ୍ତି ଯବାନ । ଯବାନଙ୍କ ଏନକାଉଣ୍ଟରରେ ପ୍ରଥମ ଥର ପାଇଁ ଗତ ଗୋଟିଏ ଦଶନ୍ଧି!-->…
