Odia News Portal
Yearly Archives

2025

ଚିଟ୍‌ଫଣ୍ଡକୁ ନେଇ ମନମୋହନ ସାମଲଙ୍କ ବିସ୍ଫୋରଣ

ଚିଟ୍‌ଫଣ୍ଡକୁ ନେଇ ମନମୋହନ ସାମଲଙ୍କ ବିସ୍ଫୋରକ ବୟାନ । ଚିଟ୍‌ଫଣ୍ଡ କାଗଜ ପତ୍ର ମିଳୁନାହିଁ । ସଂକଳ୍ପ ପତ୍ର ଅନୁଯାୟୀ ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତ ହେବ ବୋଲି କହିଛନ୍ତି ରାଜ୍ୟ ସଭାପତି । ପୂର୍ବ ସରକାର କଣ କରିଛନ୍ତି କଣ ନ କରିଛନ୍ତି, ସେ ସବୁ ଧୀରେ ଧୀରେ ସାମ୍ନାକୁ ଆସୁଛି । ଚିଟ୍‌ଫଣ୍ଡ

ବର୍ଷେ ବଢିଲା ଆଇବି ମୁଖ୍ୟଙ୍କ କାର୍ଯ୍ୟକାଳ

ଆଇବି ମୁଖ୍ୟ ତପନ କୁମାର ଡେକାଙ୍କ କାର୍ଯ୍ୟକାଳ ବଢିଲା । ଆଇବି ମୁଖ୍ୟଙ୍କ କାର୍ଯ୍ୟକାଳ ୧ ବର୍ଷ ବୃଦ୍ଧିକୁ କ୍ୟାବିନେଟର ମଞ୍ଜୁରୀ । ଜୁନ ୩୦ରେ ଅବସର ନେବେନି, ଆଉ ବର୍ଷେ କାର୍ଯ୍ୟ କରିବେ ଆଇବି ମୁଖ୍ୟ ତପନ କୁମାର । ବରିଷ୍ଠ ଆଇପିଏସ୍ ଅଧିକାରୀ ତପନ କୁମାର ଡେକା ଇଣ୍ଟେଲିଜେନ୍ସ ବ୍ୟୁରୋ

କାହିଁକି ପୁରୀକୁ ବାଛିଥିଲେ ଗିରଫ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା

ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ ପାକିସ୍ତାନ ଲିଙ୍କର ଖୋଳତାଡ଼ବେଳେ ସାମ୍ନାକୁ ଆସୁଛି ଅନେକ ତଥ୍ୟ । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଜ୍ୟୋତି ଯେତେବେଳେ ପୁରୀ ଆସିଥିଲେ, ସେତେବେଳେ ସେ କେଉଁଠି ରହୁଥିଲେ ଓ କାହିଁକି ଏହି ଧାମକୁ ବାଛିଥିଲେ, ତାକୁ ନେଇ ଉଠୁଛି ପ୍ରଶ୍ନ । ପୁରୀରେ

 ଆତଙ୍କ ଖେଳାଇଲେ ଲୁଟେରା: ବ୍ଲେଡ୍ ମାରି ଲୁଟିଲେ, ବାଇକ ପୋଡିଲେ

ଦଶପଲ୍ଲା ଭଞ୍ଜନଗର ରାସ୍ତାରେ ଆତଙ୍କ ଖେଳାଇଛନ୍ତି ଲୁଟେରା। ବାଇକ ଆରୋହୀଙ୍କୁ ଟାର୍ଗେଟ କରି ଆକ୍ରମଣ କରିବା ସହ ଲୁଟପାଟ କରିବା ‍ଭଳି ଘଟଣା ସାମନାକୁ ଆସିଛି। ବ୍ଲେଡରେ ଆକ୍ରମଣ କରିବା ସହ ଟଙ୍କା ଲୁଟ୍ କରି ବାଇକ୍ ମଧ୍ୟ ପୋଡ଼ିଦେଇଛନ୍ତି ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ଦଶପଲ୍ଲା-ଭଞ୍ଜନଗର

ଝାରସୁଗୁଡ଼ାରେ ଜି୨୦ ସେର୍ପାଙ୍କ ସମୀକ୍ଷା: ଦେଶର ୧ ନମ୍ବର ଜିଲ୍ଲା କରିବାକୁ ରୋଡ୍‌ମ୍ୟାପ୍‌

ଦେଶର ପ୍ରଗତିରେ ଝାରସୁଗୁଡ଼ାର ଅବଦାନ ଗୁରୁତ୍ବପୂର୍ଣ୍ଣ। ଖଣି ଖାଦାନଭରା ଏହି ଜିଲ୍ଲାରେ ଅନେକ ଉନ୍ନତି ହୋଇଥିବାବେଳେ ଆଗକୁ କିଭଳି ଏହି ଧାରା ଜାରି ରହିବ ଓ ଝାରସୁଗୁଡ଼ାକୁ ଦେଶର ୧ ନମ୍ବର ଜିଲ୍ଲାରେ ପରିଣତ କରାଯିବ, ସେଥିପାଇଁ ବିସ୍ତୃତ ଆଲୋଚନା ହୋଇଛି। ସୋମବାର ୩ ଦିନିଆ ଓଡ଼ିଶା ଗସ୍ତରେ

ପାକିସ୍ତାନ ଗୁପ୍ତଚର ଜ୍ୟୋତି ମଲହୋତ୍ରାଙ୍କ କୋଲକାତା ଲିଙ୍କ୍‌

ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା ପାକିସ୍ତାନ ଲିଙ୍କ୍‌ର ଖୋଳତାଡ଼ବେଳେ ସାମ୍ନାକୁ ଆସିଛି କୋଲକାତା ଲିଙ୍କ୍‌ । ଗୋଟିଏ ଭିଡିଓରେ ଜ୍ୟୋତି ଓଡ଼ିଶାର ପ୍ରିୟଙ୍କା ସେନାପତି ଏବଂ କୋଲକାତାର ବ୍ଲଗର ସୌମିତ୍ ଭଟ୍ଟାଚାର୍ଯ୍ୟଙ୍କୁ ଦେଖିବାକୁ ମିଳିଛି । ତିନି ଜଣ ଯାକ ମିଶି କାଶ୍ମୀରରେ ବୁଲୁଥିବାର ଭିଡିଓ

କରୋନାର କମବ୍ୟାକ୍ । ଦେଶରେ ୨୫୭ ଆକ୍ରାନ୍ତ ଚିହ୍ନଟ, ମୁମ୍ବାଇରେ ୨ ଜଣଙ୍କର ମୃତ୍ୟୁ

ସାରା ବିଶ୍ୱକୁ ପୁଣି ଭୟଭୀତ କରିଛି କରୋନା ଭୂତାଣୁ । କିଛି ବର୍ଷର ବିରତି ପରେ ପୁଣି ସାରା ବିଶ୍ୱକୁ କବଳିତ କରିବାକୁ ଯାଉଛି ଏହି ଘାତକ ଭୁତାଣୁ । ସିଙ୍ଗାପୁର, ମାଲେସିଆ ଓ କିଛି ଦକ୍ଷିଣ ଦେଶରେ ଏବେ ତାଣ୍ଡବ ରଚୁଛି ଏହି ମୃତ୍ୟୁର ଭୂତାଣୁ । ଏହାସହ ଆଜି ଆମ ଦେଶର ସ୍ୱାସ୍ଥ୍ୟ ଓ ପରିବାର

ଏକତରଫା ପ୍ରେମର ସାଇଡ୍‌ ଇଫେକ୍ଟ, ଏସିଡ୍‌ ମାଡ଼ରୁ ଅଳ୍ପକେ ବର୍ତ୍ତିଲେ ଯୁବତୀ

ରାଜଧାନୀରେ ଚାଞ୍ଚଲ୍ୟ। ଏକତରଫା ପ୍ରେମକୁ ନେଇ ଯୁବତୀଙ୍କ ଉପରକୁ ଏସିଡ୍‌ ଫିଙ୍ଗିଲା ଯୁବକ। ଅବଶ୍ୟ ସୌଭାଗ୍ୟବଶତଃ ବର୍ତ୍ତଗଲେ ଯୁବତୀ। ଅଭିଯୁକ୍ତ ଯୁବକଙ୍କୁ କାବୁ କରି ପୋଲିସର ଜିମା ଦେଲେ ଲୋକେ। ସୂଚନା ଅନୁଯାୟୀ, ସହିଦନଗର ସାଇ ମନ୍ଦିର ନିକଟରେ ଜଣେ ଯୁବତୀଙ୍କ ଉପରକୁ ଏସିଡ୍

ବାଂଲାଦେଶୀଙ୍କ ହଟ୍‌ସ୍ପଟ୍‌ ପାଲଟିଛି ତଟବର୍ତ୍ତୀ ୬ ଜିଲ୍ଲା; ଓଡ଼ିଶାରୁ ବିଦା କରିବାକୁ ଆରମ୍ଭ ହୋଇଛି ଚିହ୍ନଟ…

ବାଂଲାଦେଶୀଙ୍କ ହଟ୍‌ସ୍ପଟ୍‌ ପାଲଟିଛି ତଟବର୍ତ୍ତୀ ଜିଲ୍ଲା । ବାଲେଶ୍ଵର, ଭଦ୍ରକ, କେନ୍ଦ୍ରପଡ଼ା, ଜଗତସିଂହପୁର, ପୁରୀ ଓ ଗଞ୍ଜାମ ଏହି ୬ ଜିଲ୍ଲାରେ ଚାଲିଛି ବେଆଇନ୍ ବାଙ୍ଗଲାଦେଶୀ ଚିହ୍ନଟ ପ୍ରକ୍ରିୟା । ରାଜ୍ୟରୁ ଖୁବ୍ ଶୀଘ୍ର ବିଦା ହେବେ ବେଆଇନ୍ ବାଂଲାଦେଶ ନାଗରିକ I ଏନେଇ ଚିହ୍ନଟ

ରାଜ୍ୟରେ ହେବ ପଟ୍ଟା କରେକ୍ସନ, ୪ ଡିସିମିଲ୍‌ରୁ କମ୍ ଥିବା ମାଲିକଙ୍କୁ ସରକାର ଦେବେ ଜାଗା

ରାଜ୍ୟରେ ହେବ ପଟ୍ଟା କରେକ୍ସନ । ଯାହାର ୪ ଡିସମିଲ ଜାଗାରୁ କମ ଥିବ, ତାକୁ ମଧ୍ୟ ଭୂମିହୀନ ଭାବରେ ଗଣନା କରାଯିବ । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ । ସେ କହିଛନ୍ତି, ଘର ଘର ଯାଇ ତଥ୍ୟ ସଂଗ୍ରହ କରିବ ରାଜସ୍ବ ବିଭାଗ । ଅଜା ବାପାଙ୍କ ଦେହାନ୍ତ ପରେ ପୁଅ