Odia News Portal
Yearly Archives

2025

ମୋହନ ସରକାରକୁ ପୂରିଲା ବର୍ଷେ; ସାରା ରାଜ୍ୟରେ ବୁଲିବ ବିକାଶ ବାହାନ

ରାଜ୍ୟସ୍ତରୀୟ ବିକାଶ ବାହାନକୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସରକାରଙ୍କ ବିକାଶ କଥା ନେଇ ପଞ୍ଚାୟତରୁ ପଞ୍ଚାୟତ ବୁଲିବ ବିକାଶ ବାହନ । ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ସହ ସଚେତନତା ସୃଷ୍ଟି କରିବ ଏହି ବିକାଶ ବାହନ । ବିକାଶ ବାହନ କାର୍ଯ୍ୟକ୍ରମର

ଭଦ୍ରକ ଗୋଷ୍ଠୀ ସଂଘର୍ଷରେ ମୃତ ସନ୍ତୋଷ ପରିଡାଙ୍କ ପିଲାଙ୍କ ପାଠ ପଢା ଖର୍ଚ୍ଚ ସରକାର ବହନ କରିବେ

ଭଦ୍ରକ ତିହିଡି ଥାନା ଅଞ୍ଚଳରେ ଦୁଇ ସମ୍ପ୍ରଦାୟଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ସନ୍ତୋଷ ପରିଡାଙ୍କ ପିଲାଙ୍କ ପାଠ ପଢା ଖର୍ଚ୍ଚ ସରକାର ବହନ କରିବେ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ଗତକାଲି ଦୋଷୀଙ୍କ

ଭୁବନେଶ୍ବରରୁ ଆବୁଧାବିକୁ ସିଧାସଳଖ ଉଡ଼ିଲା ବିମାନ

ଭୁବନେଶ୍ବରରୁ ସିଧା ଆବୁଧାବିକୁ ଉଡ଼ିବ ବିମାନ । ଓଡ଼ିଶାରୁ ୟୁଏଇ ଯାଉଥିବା ଯାତ୍ରୀଙ୍କ ପାଇଁ ଆରମ୍ଭ ହେଲା ସ୍ୱତନ୍ତ୍ର ବିମାନ ସେବା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବିମାନସେବାର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଆଜି ସକାଳ ୯ଟା ୩୫

ବିମାନରେ ଥିଲେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ

ଗୁଜରାଟର ଅହମ୍ମଦାବାଦରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣା ସମୟର ଏକ ଭିଡିଓ ଏବେ ଖୁବ ଭାଇରାଲ ହେଉଛି, ଯେଉଁଥିରେ ବିମାନଟି ନିଆଁ ପିଣ୍ଡୁଳାରେ ପରିଣତ ହେଉଥିବା ଦେଖାଯାଇଛି। ବିମାନରେ ୨୩୦ଜଣ ଯାତ୍ରୀ ଏବଂ ୧୨ ଜଣ କ୍ରୁ ସଦସ୍ୟ ଥିଲେ ବୋଲି କୁହାଯାଉଛି। ଯାତ୍ରୀଙ୍କ

ଇନ୍ଦୋର ହତ୍ୟା ଘଟଣାର ବଡ଼ ଖୁଲାସା: ହତ୍ୟାକାରୀଙ୍କୁ ଟଙ୍କା ପଠାଇଥିଲେ ସୋନମଙ୍କ ଭାଇ 

ଇନ୍ଦୋରର ରାଜା ରଘୁବଂଶୀଙ୍କ ହତ୍ୟା ମାମଲା ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ରାଜା ରଘୁବଂଶୀଙ୍କ ହତ୍ୟା ପାଇଁ ତାଙ୍କ ପତ୍ନୀ ସୋନମ ରଘୁବଂଶୀଙ୍କୁ ଦାୟୀ କରାଯିବା ପରେ ସେ ନିଜର ଦୋଷ ସ୍ବୀକାର କରିଛନ୍ତି। ଏବେ ସୋନମଙ୍କୁ ତାଙ୍କର ଜଣେ ଭାଇ ସମର୍ଥନ କରିଥିବା ସାମ୍ନାକୁ

ଅହମ୍ମଦବାଦରେ ବଡ଼ ବିମାନ ଦୁର୍ଘଟଣା, ଜଳିଗଲା ବିମାନ, ଭିତରେ ଥିଲେ ୨୪୨ଜଣ ଯାତ୍ରୀ

ଗୁଜରାଟର ରାଜଧାନୀ ଅହମ୍ମଦବାଦରେ ଆଜି ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି। ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଆନ୍ତର୍ଜାତୀୟ ବିମାନବନ୍ଦର ନିକଟସ୍ଥ ମେଘାଣୀ ନଗର ଅଞ୍ଚଳରେ ଏକ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଏହି ବିମାନରେ ୨୪୨ ଜଣ ଯାତ୍ରୀ ଥିବା

ପ୍ରକାଶ ପାଇଲା ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ କଟ୍ ଅଫ ଲିଷ୍ଟ; ରେଭେନ୍ସାରେ ସର୍ବାଧିକ ମାର୍କ

ଚଳିତ ବର୍ଷର ଆଜି ଯୁକ୍ତ ୩ ନାମଲେଖା ପାଇଁ ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ଲିଷ୍ଟ। ଏହି ତାଲିକାରେ ବିଜ୍ଞାନ, ବାଣିଜ୍ୟ ଏବଂ କଳା ସମସ୍ତ ୩ଟି ବର୍ଗରେ ରେଭେନ୍ସା ବିଶ୍ବବଦ୍ୟାଳୟ ଆଗରେ ରହିଛି । ରେଭେନ୍ସା ବିଶ୍ୱବିଦ୍ୟାଳୟର ସର୍ବାଧିକ କଟ୍ ଅଫ୍ ମାର୍କ ରହିଛି। କଳା ବିଭାଗରେ

ଠିକ୍ ସମୟରେ ଅଫିସ ଆସିଲେନି କର୍ମଚାରୀ; ବ୍ଳକ ଗେଟ୍‌ରେ ତାଲା ପକାଇଲେ ଅଧ୍ୟକ୍ଷା

କର୍ମଚାରୀମାନେ ଠିକ୍ ସମୟରେ ଅଫିସ ନଆସିବାରୁ ବ୍ଲକ ମୁଖ୍ୟ ଗେଟ୍‌ରେ ତାଲା ପକାଇଲେ ଅଧ୍ୟକ୍ଷା । ଅଫିସ ସମୟ ସକାଳ ୭ଟା ଥିବା ବେଳେ ବିଡିଓଙ୍କ ସମେତ କୌଣସି କର୍ମଚାରୀ ବ୍ଳକକୁ ଆସିନଥିବା ଅଭିଯୋଗ ହୋଇଛି । ତେଣୁ ୭ଟା ୪୦ ମିନିଟରେ ବ୍ଳକ ଅଧ୍ୟକ୍ଷା ନିଜେ ମୁଖ୍ୟ ଗେଟରେ ତାଲା ପକାଇଛନ୍ତି ।

ଗୋଷ୍ଠୀ ସଂଘର୍ଷ ଘଟଣାରେ ୧୨ ଗିରଫ; ମୃତକଙ୍କ ପରିବାରକୁ ଆର୍ଥକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

୨୪ ଘଣ୍ଟା ପାଇଁ ଭଦ୍ରକର ୫ଟି ସ୍ଥାନରେ ଇଣ୍ଟରନେଟ ସେବା ବନ୍ଦ। ଭଦ୍ରକ ଵ୍ଲକ ଓ ପୌରପାଳିକା, ତିହିଡି ବ୍ଲକ, ଧାମନଗର ଵ୍ଲକ ଓ NAC ଅଞ୍ଚଳରେ ଇଣ୍ଟରନେଟ ସେବା ଵନ୍ଦ ରହିଛି। ୧୨ତାରିଖ ସକାଳ ୬ଟାରୁ ୧୩ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ ଇଣ୍ଟରନେଟ ସେବା। ଗୋଷ୍ଠୀ ସଂଘର୍ଷରୁ ଯୁବକଙ୍କ

ସରସ୍ବତୀ ଶିଶୁ ମନ୍ଦିର ଭିତ୍ତିଭୂମିର ବିକାଶ ପାଇଁ ସରକାର ଉଦ୍ୟମ କରିବେ: ମୁଖ୍ୟମନ୍ତ୍ରୀ

ବିଦ୍ୟା ଭାରତୀ, ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କ ଆନୁକୂଲ୍ୟରେ ସରସ୍ଵତୀ ବିଦ୍ୟା ମନ୍ଦିର କେଶବଧାମ, ଗତିରାଉତପାଟଣା, କଟକଠାରେ ଅନୁଷ୍ଠିତ ପ୍ରାଦେଶିକ ପ୍ରଧାନାଚାର୍ଯ୍ୟ ସମ୍ମିଳନୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗରିମାମୟ ଉପସ୍ଥିତିରେ ସମାବେଶ ବେଶ୍ ମୁଖରିତ ହୋଇଉଠିଥିଲା ।