ଭିଜିଲାନ୍ସ ଜାଲରେ IAS ଅଧିକାରୀ
ଭିଜିଲାନ୍ସ ଜାଲରେ IAS ଅଧିକାରୀ । ଲାଞ୍ଚ ନେବା ବେଳେ ଧର୍ମଗଡ଼ ଉପ ଜିଲ୍ଲାପାଳ ଧିମାନ ଚକମାଙ୍କୁ ଧରିଛି ଭିଜିଲାନ୍ସ । ଜୟପାଟଣାର ଜଣେ କ୍ରସର ମାଲିକଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ ଉପ ଜିଲ୍ଲାପାଳ । ଏହା ପରେ ଭିଜିଲାନ୍ସ ପକ୍ଷରୁ ଉପ ଜିଲ୍ଲାପାଳଙ୍କ ଘରେ ଚଢ଼ାଉ ହୋଇଥିଲା ।!-->…
