Odia News Portal
Yearly Archives

2025

ବିଦ୍ୟୁତ ନେଲା ୩ ଜୀବନ

ବିଦ୍ୟୁତ ଆଘାତରେ ୩ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ସିମୁଳିଆ ଥାନା ଝିଙ୍କିରିଆ ପଞ୍ଚାୟତ ଗଗନଧୂଳି ଗାଁରେ ଅଘଟଣ ଘଟିଛି । ଘଟଣାସ୍ଥଳରେ ଜଣେ, ଭଦ୍ରକ ମେଡିକାଲରେ ୨ ଜଣ ମୃତ୍ୟୁବରଣ କରିଛନ୍ତି । ପ୍ଲାଷ୍ଟର କାମ କଲା ବେଳେ ବିଦ୍ୟୁତ ତାର ଛିଣ୍ଡି ପଡିବାରୁ ଅଘଟଣ ଘଟିଥିଲା ।

ଅବକାରୀ ମନ୍ତ୍ରୀଙ୍କ ବଡ଼ ସୂଚନା, ଏହି ସ୍ଥାନରେ ସବୁଦିନ ପାଇଁ ମଦ ଓ ଆମିଷ ବ୍ୟାନ୍

ପୁରୀ ବଡ଼ଦାଣ୍ଡରେ ସବୁଦିନ ପାଇଁ ମଦ ଓ ଆମିଷ ବିକ୍ରି ମନା । ଶ୍ରୀମନ୍ଦିର ଓ ବଡ଼ଦାଣ୍ଡର ୨ କିଲୋମିଟର ପରିଧିରେ ମଦ ବାର୍‌ ନିଷେଧ କରାଗଲା । ବଡ଼ଦାଣ୍ଡର ଆଖପାଖ ଅଞ୍ଚଳରେ ମଧ୍ୟ ମଦ କି ଆମିଷ ବିକ୍ରି ହୋଇପାରିବ ନାହିଁ । ଏନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ

ଦିଲ୍ଲୀରେ ଲଜ୍ଜା, ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା

ନାବାଳିକାକୁ ଦୁଷ୍କର୍ମ କରି ତାକୁ ହତ୍ୟା କରି ଏକ ସୁଟକେସରେ ପୁରାଇ ଫୋପାଡ଼ିଦେଲେ ଦୁର୍ବୁତ୍ତ। ଏଭଳି ଏକ ଜଘନ୍ୟ କାଣ୍ଡ ଦେଖିବାକୁ ମିଳିଛି ଉତ୍ତର-ପୂର୍ବ ଦିଲ୍ଲୀ ଦୟାଲପୁର ଅଞ୍ଚଳରେ। ଦୁଷ୍କର୍ମ କରିବା, ହତ୍ୟା କରିବା ଲାଗୁଛି ଯେମିତି ଏକ ନିତିଦିନିଆ ଘଟଣା ହୋଇଗଲାଣି। ଏହାର କୌଣସି

ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ

ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ। ଜୀବନରୁ ମାରି ଦେବା ପରେ ଜାଳି ଦେଲେ ଦୁର୍ବୃତ୍ତ। ଏହି ଜଘନ୍ୟକାଣ୍ଡ ଘଟିଛି ଗଜପତି ଜିଲ୍ଲା ମୋହନା ଥାନା କୁଇହୁରୁ ଗାଁରେ। ମୃତକ ହେଲେ ୬୦ ବର୍ଷୀୟ କାମ୍ବି ମଳିକ। ଗତ ମଙ୍ଗଳବାର ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ପୋଲିସ ଆଜି ଘଟଣାସ୍ଥଳକୁ ଯାଇ

ବଡ଼ବାପାଙ୍କ ସହ ଗାଧୋଇବାକୁ ଯାଇ ମହାନଦୀରେ ଭାସିଗଲେ ୪

ମହାନଦୀରେ ଗାଧୋଉଥିବା ବେଳେ ରବିବାର ୪ ଜଣ ପିଲା ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଏବେ ବି ଜଣେ ନାବାଳିକା ନିଖୋଜ ଅଛନ୍ତି। ବଡ଼ବାପାଙ୍କ ସହ ୩ ପୁତୁରା ଏବଂ ଝିଆରୀ ଗାଧୋଇବାକୁ ଯାଇଥିବାବେଳେ ଏହି ଅଘଟଣ ଘଟିଛି। ତେବେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ

୪୫କୁ ପହଞ୍ଚିଲା ମୋଟ କରୋନା ପଜିଟିଭ ସଂଖ୍ୟା

ରାଜ୍ୟରେ ଆଉ ନୂଆ ୭ କରୋନା ଆକ୍ରାନ୍ତ ଚିହ୍ନଟ । ୪୫କୁ ପହଞ୍ଚିଲା ମୋଟ କରୋନା ପଜିଟିଭ ସଂଖ୍ୟା । ରାଜ୍ୟରେ ସକ୍ରିୟ କରୋନା ଆକ୍ରାନ୍ତ ସଂଖ୍ୟା ୩୩ । ବର୍ତ୍ତମାନ ସୁଦ୍ଧା ୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ରଙ୍କ ସୂଚନା । ସମ୍ପ୍ରତି

ରାଜ୍ୟରେ ବଢୁଛି ଦୁଷ୍କର୍ମ ଘଟଣା : ଓଡ଼ିଶାରେ ଅସୁରକ୍ଷିତ ନାବାଳିକା

ଗତ ୪୮ ଘଣ୍ଟା ଭିତରେ ନାବାଳିକାଙ୍କୁ ଗଣଦୁଷ୍କର୍ମ, ହତ୍ୟା ଓ ଅପହରଣ ଖବର ସାରା ରାଜ୍ୟରେ ହଇଚଇ ଖେଳାଇ ଦେଇଛି । ଆଜି ବ୍ରହ୍ମପୁରରେ ଦୁଇ ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଗୋଳନ୍ଥରା ଥାନା ଅଞ୍ଚଳର ଦୁଇ ନାବାଳିକାଙ୍କୁ ବନ୍ଧୁତା ଆଳରେ ଡାକି ୪ ଜଣ ନରପିଶାଚ

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଧଳା ରଙ୍ଗର ବାଘୁଣୀ ମୌସୁମୀର ୨ ଶାବକ ଜନ୍ମ

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଧଳା ରଙ୍ଗର ବାଘୁଣୀ ମୌସୁମୀର ୨ ଶାବକ ଜନ୍ମ ନେଇଛନ୍ତି। ଗତ ରାତିରେ ଜନ୍ମ ନେଇଥିବା ସୂଚ଼ନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ | ଶାବକ ୨ଟି ୨୮ ନମ୍ବର ବି ଖୁଆଡ ମଧ୍ୟରେ ରାତି ୯ଟା ୧୫ ମିନିଟ ଓ ୧୧ଟା ୩ ମିନିଟରେ ଯଥାକ୍ରମ ଜନ୍ମ ନେଇଥିବା ଉପନିର୍ଦ୍ଦେଶକ

ପେଟ୍ରୋଲ ପକାଇ ପୁତୁରା ଘର ଜାଳିଦେଲେ

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ମହୁଲପାଳ ଗ୍ରାମରେ ଘରୋଇ କଳିରୁ ପେଟ୍ରୋଲ ପକାଇ ପୁତୁରା ଘର ବଡ଼ବାପା ଜାଳିଦେଇଥିବା ଜଣାଯାଇଛି। ଏହି ଘଟଣାରେ ପୁତୁରା ଗୁରୁତର ହୋଇ କଟକ ରେଫର୍ ହୋଇଥିବା ବେଳେ ପୁଲିସ ଭୟରେ ବିଷ ପିଇ ବଡ଼ବାପା ଗୁରୁତର ହୋଇ ଢେଙ୍କାନାଳ ସ୍ଥାନାନ୍ତର ହୋଇଥିବା

ଡାକ୍ତରଙ୍କ ସାଙ୍ଘାତିକ ତ୍ରୁଟି ; ମହିଳାଙ୍କ ମଳ ନଳୀ କାଟିଦେଲେ ଡାକ୍ତର

’ମୋତେ ବହୁତ କଷ୍ଟ ହଉଛି । ପ୍ରତି ମୁହୂର୍ତ୍ତରେ ମରିଗଲା ପରି ଲାଗୁଛି । ମୋର ଏ ଯନ୍ତ୍ରଣା ପଛରେ ଦ୍ବିତୀୟ ଭଗବାନ ବୋଲାଉଥିବା ସେ ଡାକ୍ତରଙ୍କ ପାଇଁ । ମୋର କିଛି ଶାରୀରିକ ସମସ୍ୟା ଥିବାରୁ ମୁଁ ଗର୍ଭପାତ କରାଇବାକୁ ଡାକ୍ତରଙ୍କ ସହ ପରାମର୍ଶ କରିଥିଲି । କଟକର ଏକ ଘରୋଇ ନର୍ସିଂହୋମର ଦୁଇ