ଏଆଇ ଛାଉଣୀରେ ରହିବ ପୁରୀ: ଏସପି
ସ୍ନାନଯାତ୍ରା ପୂର୍ବରୁ ସମୀକ୍ଷା କଲେ ପୁରୀ ଏସପି । ସ୍ନାନଯାତ୍ରାରେ ଶୃଙ୍ଖଳିତ ଦର୍ଶନ ପାଇଁ ତତ୍ପର ପୋଲିସ । ଏଆଇ ଛାଉଣୀରେ ରହିବ ପୁରୀ । ଏଆଇ କ୍ୟାମେରା ଦ୍ୱାରା ହେବ ସର୍ଭେଲାନ୍ସ ବ୍ୟବସ୍ଥା । ୧୦୦ରୁ ଅଧିକ କ୍ୟାମେରା ଲାଗିବ । ୨୪ ଘଣ୍ଟିଆ ନଜର ରହିବ । ଶୃଙ୍ଖଳିତ ଦର୍ଶନ ପାଇଁ!-->…
