ବାପାଙ୍କ ମୁତ୍ୟୁକୁ ବରଦାସ୍ତ କରିପାରିଲାନି ଝିଅ; ବଞ୍ଚିବାକୁ ନଚାହିଁ କୂଅକୁ ଡେଇଁଲା
ବାପା ଓ ଝିଅ ମଧ୍ୟରେ ରକ୍ତ ସମ୍ପର୍କର ନିବିଡତା ଯେ କେତେ ଥାଏ, ଏହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି କଟକ ଜିଲ୍ଲା ବାରଙ୍ଗ ଥାନା ଦାଢାପାଟଣା ଗ୍ରାମରେ। ଯକୃତଜନିତ ସମସ୍ୟାର ସାମ୍ନା କରିଥିବା ଏବଂ ଚିକିତ୍ସାଧିନ ଥିବା ବାପାଙ୍କ ମୃତ୍ୟୁ ପରେ କଲେଜ ପଢୁଆ ଜୀବନ ହାରିବାକୁ ନିଷ୍ପତ୍ତି ନେଇଛି।!-->…
