Odia News Portal
Yearly Archives

2025

ବିସ୍ଫୋରକ ଲୁଟ୍‌ ଘଟଣାରେ ଗୋଦାମ ମାଲିକ ଗିରଫ

ସୁନ୍ଦରଗଡ଼ ବଡ଼ ଗାଁ ଇତମା ବିସ୍ଫୋରକ ଖଣି ମାଲିକ ଶ୍ରବଣ ଅଗ୍ରୱାଲ ଗିରଫ ହୋଇଛନ୍ତି । ବିସ୍ଫୋରକ ଚାଲାଣ ବେଳେ କୌଣସି ସୁରକ୍ଷା SOP ପାଳନ କରି ନଥିଲେ ଶ୍ରବଣ ଅଗ୍ରୱାଲ । କେବଠୁ ଏମିତି ଚାଲି ଆସିଥିଲା , କେବଳ ଏହି ଜଣେ ବିସ୍ଫୋରକ ମାଲିକ ଏଭଳି କରିଛନ୍ତି ନା ଅନ୍ୟ କୌଣସି ଗୋଦାମ ମାଲିକ

ଶ୍ବାସରୁଦ୍ଧ ହୋଇ ଚାଲିଗଲା ୪ ଜୀବନ ; ପାଇଖାନା ଟାଙ୍କି ଫଲ୍ସ ଖସି ଅଘଟଣ

ନବରଙ୍ଗପୁର ନନ୍ଦାହାଣ୍ଡି ପଡ଼ାଲଗୁଡ଼ା ଗାଁରେ ଅଭାବନୀୟ ଘଟଣା । ଶ୍ବାସରୁଦ୍ଧ ହୋଇ ୪ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ପାଇଖାନା ଟାଙ୍କିରେ କାମ କରିବାବେଳେ ଏଭଳି ଅଘଟଣ ଘଟିଛି । ଏକ ନିର୍ମାଣାଧୀନ ପାଇଖାନାରେ କାମ କରୁଥିବାବେଳେ ପାଇଖାନାର ଫଲ୍ସ ଖସିଯାଇଥିଲା । ଫଳରେ ଶ୍ବାସରୁଦ୍ଧ ହୋଇ ୨ ଜଣ

ସୁନ୍ଦରଗଡ଼ରେ ବିସ୍ଫୋରକ ଗୋଦାମ ଯାଞ୍ଚ: ବିଭିନ୍ନ କାରଖାନାରେ ପୁଲିସ ଟିମ୍

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବାଙ୍କୋ ପଥର ଖଣିରୁ ମାଓବାଦୀ ୫ ଟନ୍ ବିସ୍ଫୋରକ ଲୁଟି ନେବା ଓ ପୁଲିସ ଅପରେସନରେ ଅଢ଼େଇ ଟନ୍ ଉଦ୍ଧାର ହେବା ଘଟଣା ଜିଲ୍ଲା ତଥା ରାଜ୍ୟରେ ହଇଚଇ ଖେଳାଇଦେଇଛି। ବିସ୍ଫୋରକ ବଡ଼ଗାଁ ଥାନା ଇତମା ଖଡ଼ିଆପଡ଼ାସ୍ଥ ଶ୍ରବଣ ଅଗ୍ରୱାଲଙ୍କ ଗୋଦାମରୁ ଯାଇଥିଲା। ଏହା ଭିତରେ

ଐତିହାସିକ ବିଜୟ: ଗୁକେଶଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଷ୍ଟାଭାଙ୍ଗରରେ ଚାଲିଥିବା ନରୱେ ଚେସ୍ ୨୦୨୫ ଟୁର୍ଣ୍ଣାମେଣ୍ଟରେ ବିଶ୍ୱ ନମ୍ବର ୧ ମ୍ୟାଗନସ୍ କାର୍ଲସେନଙ୍କ ବିପକ୍ଷରେ ଐତିହାସିକ ବିଜୟ ପାଇଁ ସୋମବାର ଦିନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭାରତୀୟ ଚେସ୍ ଖେଳାଳି ଡି. ଗୁକେଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୋସିଆଲ ମିଡିଆ

ପକ୍ଷୀ ଧକ୍କା ଦେବା ପରେ ବିମାନର ଜରୁରୀକାଳୀନ ଅବତରଣ

ସୋମବାର ଦିନ ଅଧିକାରୀମାନେ କହିଛନ୍ତି ଯେ ରାଞ୍ଚି ବିମାନବନ୍ଦରରେ ପ୍ରାୟ ୪,୦୦୦ ଫୁଟ ଉଚ୍ଚତାରେ ଗୟଳ ଆକ୍ରମଣର ଶିକାର ହେବା ପରେ ରାଞ୍ଚି ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନଟି ଜରୁରୀକାଳୀନ ଅବତରଣ କରିଥିଲା। ବିମାନବନ୍ଦର ଅଧିକାରୀମାନେ କହିଛନ୍ତି ଯେ ଘଟଣା ସମୟରେ ବିମାନରେ ୧୭୫ ଜଣ ଯାତ୍ରୀ

ଗାଁ ଦାଣ୍ଡରେ ବୁଲୁଛି ହାତୀ, ଲୋକେ ଆତଙ୍କିତ

ଗାଁଦାଣ୍ଡରେ ବୁଲୁଛି ଦନ୍ତା । ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ପ୍ରତିମାଦେଇ ଶାସନ ଗାଁ ଦାଣ୍ଡରେ ସୋମବାର ସକାଳୁ ସକାଳୁ ଏକ ବଣୁଆ ଦନ୍ତା ହାତୀ ବୁଲୁଥିବାର ଦେଖିବାକୁ ମିଳିଛି । ଏ ବାବଦରେ ପ୍ରଚାର ହୋଇଯିବା ପରେ ଲୋକେ ଆତଙ୍କିତ ହୋଇପଡ଼ିବା ସହ ଆଖପାଖ ଗାଁ ଗୁଡ଼ିକରେ କୋକୁଆ ଭୟ

ସସ୍ମିତ ବିଶ୍ୱାଳ ହତ୍ୟାକାଣ୍ଡ ଘଟଣା : ସିନ୍ ରିକ୍ରିଏସନ୍ କଲା ହତ୍ୟାକାରୀ

ରାଜଧାନୀରେ ଜମି ବ୍ୟବସାୟୀ ସସ୍ମିତ ବିଶ୍ୱାଳ ହତ୍ୟାକାଣ୍ଡ ଘଟଣାରେ ସିନ୍ ରିକ୍ରିଏସନ୍ କଲା ହତ୍ୟାକାରୀ । ଏୟାର୍‌ଫିଲ୍‌ଡ ଥାନା ଅନ୍ତର୍ଗତ ଜାମୁକୋଳି କାଜୁ ଜଙ୍ଗଲରେ ବିଲ୍ଡର ସସ୍ମିତ ବିଶ୍ୱାଳଙ୍କୁ ହତ୍ୟା କରାଯାଇଥିଲା । ମୁଖ୍ୟ ଅଭିଯୁକ୍ତକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି

ଆତ୍ମସମର୍ପଣ କଲେ ୧୬ ନକ୍ସଲ: ୬ଜଣଙ୍କ ନାମରେ ଥିଲା ୨୫ ଲକ୍ଷ ଟଙ୍କାର ପୁରସ୍କାର

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସ ନିକଟରେ ୧୬ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ପିଏଲଜିଏ ବାଟାଲିୟନର ୨ ହାର୍ଡକୋର ନକ୍ସଲ ମଧ୍ୟ ରହିଛନ୍ତି। ସୁକମା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏସପି କିରଣ ଚୌହାନଙ୍କ ସମ୍ମୁଖରେ ଏହି ୧୬ ନକ୍ସଲ

ରାଜ୍ୟରେ ଲାଗୁ ହେବ ନୂଆ ଅବକାରୀ ନିୟମ

ଓଡ଼ିଶାରେ ନୂତନ ମଦ ନୀତି ଆରମ୍ଭ ହେବା ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ରାଜ୍ୟ ଅବକାରୀ ବିଭାଗ ଅନ୍ୟ ଚାରୋଟି ରାଜ୍ୟର ଅବକାରୀ ନୀତି ଅନୁଧ୍ୟାନ କରିବା ପାଇଁ ବରିଷ୍ଠ ଅଧିକାରୀଙ୍କ ତିନିଟି ଦଳ ୪ ରାଜ୍ୟକୁ ପଠାଯାଇଛି। ଓଡ଼ିଶାରେ ମଦ ନୀତି ନିୟନ୍ତ୍ରଣକୁ ପୁନଃନିର୍ମାଣ

‘କୃଷି ଭବନ’ କୃଷି କ୍ଷେତ୍ରକୁ ନୂଆ ପରିଚୟ ଦେବ: ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ‘ଶୀତଳ ଷଷ୍ଠୀ’ର ପବିତ୍ର ଅବସରରେ ସମ୍ବଲପୁରରେ କୃଷି ଭବନର ଉଦଘାଟନ କରିବା ସହ ମୂର୍ତ୍ତିକା ଭବନ ପରିଦର୍ଶନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ