ବଢ଼ିଲା ମନ୍ତ୍ରୀ, ଅଫିସରଙ୍କ ମାସିକ ଗାଡ଼ି ଖର୍ଚ୍ଚ
ବଢ଼ିଲା ମନ୍ତ୍ରୀ, ଅଫିସରଙ୍କ ମାସିକ ଗାଡ଼ି ଭଡ଼ା ଖର୍ଚ୍ଚ । ସରକାରୀ କାମ ପାଇଁ ମନ୍ତ୍ରୀ, ଅଫିସରଙ୍କ ଦ୍ୱାରା ବ୍ୟବହାର ହେଉଥିବା ଘରୋଇ ଯାନ ଭଡ଼ାରେ ରାଜ୍ୟ ସରକାର ସଂଶୋଧନ କରିଛନ୍ତି । ବିଭିନ୍ନ ଶ୍ରେଣୀର ଗାଡି ପାଇଁ ମାସିକ ଭଡ଼ା ଦର ଓ ସର୍ବନିମ୍ନ ମାଇଲେଜ ସ୍ଥିର କରାଯାଇଛି ।!-->…
