ଆନ୍ଧ୍ରପ୍ରଦେଶ ବିଜିୟାନଗରମ୍ରେ ଅଘଟଣ, କାର୍ ଭିତରେ ଶ୍ବାସରୁଦ୍ଧ ହୋଇ ୪ ଶିଶୁ ମୃତ
ଆନ୍ଧ୍ରପ୍ରଦେଶ ବିଜିୟାନଗରମ୍ରେ ଅଘଟଣ । ବିଜିୟାନଗରମ୍ ଜିଲ୍ଲା ଦ୍ୱାରପୁଡି ଗାଁ ପାର୍କିଂ ହୋଇଥିବା ଏକ କାର୍ ଭିତରେ ଶ୍ୱାସରୁଦ୍ଧ ହୋଇ ୪ ପିଲାଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ପୁଅ ଓ ୩ ଝିଅ ଥିବା ଜଣା ପଡିଛି । ମୃତକ ପିଲା ହେଲେ ଆଠ ବର୍ଷର ବି.ଉଦୟ, ଆଠ ବର୍ଷର ଚାରୁମତି, ଛ!-->…
