ସାଙ୍ଗକୁ ବଞ୍ଚାଇବାକୁ ଯାଇ ସାଙ୍ଗ ମୃତ
ଏମିତି ସାଙ୍ଗ ଜଗତେ ନାହିଁ । ସାଙ୍ଗକୁ ବଞ୍ଚାଇବାକୁ ଯାଇ ସାଙ୍ଗ ମୃତ । କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ବଡ଼ପଦନା ଗାଁରେ ଅଘଟଣ ଘଟିଛି । ମୃତକ ହେଲେ ଶୁଭମ ସାହୁ । ପଦନା ଗାଁର ଶୁଭମ ଓ ମାନସ ଅନ୍ଧାରୀ ଗାଁର ଅନ୍ୟଜଣେ ସାଙ୍ଗ ଘରକୁ ଜନ୍ମଦିନ ଭୋଜି ଖାଇବାକୁ ଯାଇଥିଲେ । ଛାତ!-->…
