ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା; ୧୮ ଯାଏଁ ବଢ଼ିଲା ସିଜ୍ ଫାୟାର ଅବଧି
ଭାରତ-ପାକିସ୍ତାନ ମଧ୍ୟରେ ଆସନ୍ତା ୧୮ ଯାଏ ବଢ଼ିଲା ସିଜ୍ ଫାୟାର ଅବଧି । ଖୁବଶୀଘ୍ର ଦୁଇ ଦେଶର DGMO ସ୍ତରୀୟ ବୈଠକ ବସିବ । ପହଲଗାମ ଆତଙ୍କୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଚରମ ସୀମାରେ ରହିଛି ଉତ୍ତେଜନା ।ତୀବ୍ର ଉତ୍ତେଜନା ଭିତରେ ୧୦ ତାରିଖରେ ହୋଇଥିଲା ସିଜଫାୟାର । ପରେ ୧୨ ତାରିଖରେ!-->…
