ମୋ ‘ସିନ୍ଦୂର’କୁ ଫେରାଇ ଆଣିଲେ ମୋଦୀ
ଶତ୍ରୁ ଦେଶରୁ ଫେରିଛନ୍ତି ସ୍ବାମୀ, ଫେରିଛି ପୁଅ । ପାକିସ୍ତାନ ମାଟିରେ ଦୀର୍ଘ ୨୧ ଦିନ ବିତାଇ ଶେଷରେ ସ୍ବଦେଶ ଫେରିଛନ୍ତି ବିଏସଏଫ ଯବାନ ପୂର୍ଣ୍ଣମ୍ କୁମାର ସ’ । ଯାହା ପରେ ଖୁସିରେ ଆତ୍ମହରା ହୋଇଛି ପରିବାର, ଆଉ ଆତ୍ମହରା ହୋଇଛନ୍ତି ତାଙ୍କ ପତ୍ନୀ ରଜନୀ ସ’ । ପାକିସ୍ତାନ ମାଟିରୁ ଭାରତ!-->…
