Odia News Portal
Yearly Archives

2025

ଆଇନଶୃଙ୍ଖଳା ସ୍ଥିତି ନେଇ ସରକାରଙ୍କୁ ଅରୁଣ ସାହୁଙ୍କ ଟାର୍ଗେଟ

ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ନେଇ ବିଜେପି ସରକାରକୁ ନୟାଗଡ଼ ବିଧାୟକ ଅରୁଣ ସାହୁ ଟାର୍ଗେଟ କରିଥିବା ବେଳେ ଆଇନ୍‌ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହାର ଜବାବ ଦେଇଛନ୍ତି। ବିଜେଡିର ଅଭିଯୋଗ ଉପରେ କଡ଼ା କାଉଣ୍ଟର ରଖି ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଅତୀତରେ ବି ଅପରାଧ ହେଉଥିଲା। କିନ୍ତୁ

ନବୀନ ନିବାସରେ ପହଞ୍ଚିଲେ ବରିଷ୍ଠ ନେତା

ନବୀନ ନିବାସରେ ନେତାମାନଙ୍କ ବୈଠକ । ସେଠାରେ ପହଞ୍ଚିଲେ ବିଜେଡିର ବରିଷ୍ଠ ନେତା । ବବି ଦାସ,ଦେବି ମିଶ୍ର ,ପ୍ରତାପ ଦେବ,ଅରୁଣ ସାହୁ ,ସଞ୍ଜୟ ଦାସ ବର୍ମାଙ୍କ ସମେତ ଅତନୁ ସବ୍ୟସାଚୀ ମଧ୍ୟ ଉପସ୍ଥିତ ଅଛନ୍ତି । କାର୍ଯ୍ୟକାରିଣୀ ଏବଂ ସାଂଗଠନିକ ଉପରେ ଆଲୋଚନା ହେବା ନେଇ ସୂଚନା ।

ସମ୍ବଲପୁରରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ବିକେନ୍ଦ୍ରୀକରଣ ଶାସନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଦିନ ସମ୍ବଲପୁରରେ ଏକ ସାଧାରଣ ଅଭିଯୋଗ ଶୁଣାଣି କରିଛନ୍ତି । ଏହା ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ରାଜ୍ୟ ରାଜଧାନୀ ଭୁବନେଶ୍ୱର ବାହାରେ ହୋଇଛି ।

୮୬କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ କୋରାପୁଟ ନୂଆ ବସ୍‌ଷ୍ଟାଣ୍ଡ

ବିପଦ ସଂକୁଳ ଅବସ୍ଥାରେ ରହିଛି ୩୦ବର୍ଷର କୋରାପୁଟ ବସ୍‌ଷ୍ଟାଣ୍ଡ। କୋଠା ଉପରୁ କେତେବେଳେ ଇଟା ଖସୁଛି ତ ଆଉକେବେ ସିମେଣ୍ଟ୍ ଖଣ୍ଡ। ଏହାର ପୁନଃରୁଦ୍ଧାର କିମ୍ବା ମରାମତି କି ପ୍ରସ୍ତାବିତ ନୂଆ ବସ୍‌ଷ୍ଟାଣ୍ଡ ଟର୍ମିନାଲ ନିର୍ମାଣ ଦିଗରେ ରାଜ୍ୟ ସରକାର ଗୁରୁତ୍ବ ଦେଉ ନଥିବା ବାରମ୍ବାର ଅଭିଯୋଗ

ଅର୍ଚ୍ଚନା ନାଗଙ୍କୁ ନେଇ ପୁଣି ବଡ଼ ଖବର

ପୁଣି ଚର୍ଚ୍ଚାରେ ଅର୍ଚ୍ଚନା ନାଗ। ନାଗ ଦମ୍ପତିଙ୍କୁ ନେଇ ଆସିଛି ବଡ଼ ଖବର। ନାଗ ଦମ୍ପତି ଏବେ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ଶୁଣିଲେ ଆପଣଙ୍କୁ ତାଜୁବ ଲାଗୁଥାଇପାରେ। ହେଲେ ଏହା ସତ। Archana Nagଙ୍କୁ ଛାଡପତ୍ର ଦେବା ପାଇଁ କୋର୍ଟରେ ଆବେଦନ କରିଛନ୍ତି ସ୍ବାମୀ ଜଗବନ୍ଧୁ

ହିନ୍ଦୋଳରେ ଲଜ୍ଜା: ୭ ବର୍ଷ ବୟସର ଶିଶୁକନ୍ୟାକୁ ଦୁଷ୍କର୍ମ, ଜଣେ ଅଟକ

ଲୋଭ ଦେଖାଇ ନିଷ୍ପାପ ଶିଶୁକନ୍ୟାକୁ ଜଣେ କାମୁକ ପୁରୁଷ ଘୃଣ୍ୟ କାମ କରିଛି। ମିଠାମିଠା କଥା କହି ନିଜର ଜାଲରେ ଫସାଇ ସରଳ ନିଷ୍ପାପ ଶିଶୁକନ୍ୟାକୁ ଦୁଷ୍କର୍ମ କରିଛି। ଦୁଷ୍କର୍ମ ଘଟଣାର ଶିକାର ହେଲା ପରେ ନାବାଳିକା ଚିତ୍କାର କରି କାନ୍ଦୁଥିବା ବେଳେ ଅଭିଯୁକ୍ତ ଯୁବକ ପରିତ୍ୟକ୍ତ ଅବସ୍ଥାରେ

ଓଡ଼ିଶାରେ ଆୟୁଷ୍ମାନ ଭାରତ କାର୍ଯ୍ୟକାରିତା ବେଳେ ସଫ୍ଟୱେର ସମସ୍ୟା

ଓଡ଼ିଶାରେ ଆୟୁଷ୍ମାନ ଭାରତ କାର୍ଯ୍ୟକାରିତା ବେଳେ ସଫ୍ଟୱେର ସମସ୍ୟା । ଅଲଇଣ୍ଡିଆ ହେଲଥ କେୟାର ପ୍ରାଇଭେଟ ହସ୍ପିଟାଲ ପ୍ରୋଭାଇର୍ଡସ ରାଜ୍ୟ ସମ୍ପାଦକ ନୀଲଞ୍ଜନା ମୁଖାର୍ଜୀ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଆୟୁଷ୍ମାନ ଯୋଜନାରେ କିଛି ସଫ୍ଟୱେର ଇସ୍ୟୁ ଅଛି । ପେସେଣ୍ଟ ସହିତ

ବାଲିପାଟଣା ଗୁଳିକାଣ୍ଡ ଘଟଣା: ଆହତ ଯୁବକ ହିଁ ନିଜେ ଅଭିଯୁକ୍ତ

ରାଜଧାନୀ ଉପକଣ୍ଠ କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ନିକଟରେ ଗତକାଲି ରାତିରେ ଜନୈକ ଯୁବକଙ୍କୁ ଗୁଳିମାଡ଼ ଘଟଣାର ପୀଡ଼ିତ ହିଁ ଅଭିଯୁକ୍ତ। ଏଭଳି ସାଂଘାତିକ ତଥ୍ୟ ଏବେ ସାମ୍ନାକୁ ଆସିଛି| ଗୁଳିମାଡ଼ରେ ଆହତ ଯୁବକ ହେଲେ ଗୁଆପୁର ଗ୍ରାମର ଦୀପ୍ତି ରଞ୍ଜନ ମହାପାତ୍ର ଓରଫ କୁନା । ଦୀପ୍ତିଙ୍କ

ଆଇନମନ୍ତ୍ରୀଙ୍କ ବଡ ବୟାନ ରତ୍ନଭଣ୍ତାର ନଥିଲା ସୁରକ୍ଷା : ସ୍ନାନ ଯାତ୍ରା ପୂର୍ବରୁ କାମ ସରିବା ନେଇ ପ୍ରୟାସ ଜାରି

ସ୍ନାନ ପୂର୍ଣ୍ଣିମା ପୂର୍ବରୁ ରତ୍ନ ଭଣ୍ଡାର ମରାମତି ଚୁଡାନ୍ତ ସ୍ଥିତିକୁ ଆସିଲାଣି । ନିତିକାନ୍ତି ବ୍ୟାଘାତ ନ କରି ମରାମତି କାମ ଚାଲିଛି । ଦିନରେ ଦେଢ଼ ଘଣ୍ଟାରୁ ଦୁଇ ଘଣ୍ଟା ମରାମତି କାମ ଚାଲିଛି । ରତ୍ନ ଭଣ୍ଡାରର ଯେତିକି ଡ୍ୟାମେଜ ହୋଇଥିଲା , ଯଦି ମରାମତି

ସାଢ଼େ ଚାରିକୋଟି ଓଡ଼ିଆଙ୍କୁ ଧନ୍ୟବାଦ

ଚଳିତବର୍ଷ ଓଡ଼ିଶାରେ ପ୍ରଥମ ଥର ପାଇଁ ପାଳିତ ହୋଇଛି ଓଡ଼ିଆ ପକ୍ଷ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ୱାନ କ୍ରମେ ଏପ୍ରିଲ ମାସ ୧ ତାରିଖ ଓଡ଼ିଶା ଦିବସଠାରୁ ଆରମ୍ଭ କରି ଏପ୍ରିଲ ୧୪ ତାରିଖ ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ବହୁ ଆଡ଼ମ୍ବର ସହକାରେ