Odia News Portal
Yearly Archives

2025

ବଢ଼ିଲା ବିଜେଡି କଳି: ଦେବାଶିଷ ସାମନ୍ତରାୟ କହିଲେ, ଦଳରେ ଶୃଙ୍ଖଳା ଭଙ୍ଗ କରୁଛନ୍ତି ସୁଲତା ଦେଓ

ୱାକଫ୍‌ ବିଲ୍‌କୁ ନେଇ ଆହୁରି ବଢିଲା ବିଜେଡି କନ୍ଦଳ । ସୁଲତା ଦେଓଙ୍କ ସୋସିଆଲ ମିଡିଆ ପୋଷ୍ଟ ପରେ ବଢିଲା ବିବାଦ । ସୁଲତା ଦେଓଙ୍କୁ ଟାର୍ଗେଟ୍ କଲେ ଦେବାଶିଷ ସାମନ୍ତରାୟ । କହିଛନ୍ତି, ଦଳକୁ ସୁଲତା କେବେ ଆସିଛନ୍ତି ଏକଥା ସମସ୍ତେ ଜାଣନ୍ତି । ଜଣେ ଜୁନିୟର ସଭ୍ୟ ହୋଇ ପୁଣି ମୁଖିଆ ମନା କଲା

ଆୟୁଷ୍ମାନ ଯୋଜନାରେ ଲାଭ ପାଇବେ କୋଟିରୁ ଊର୍ଦ୍ଧ୍ବ ଲୋକ

ଅପେକ୍ଷାର ହେଲା ଅନ୍ତ, ଶୁଭାରମ୍ଭ ବିଜେପିର ଡ୍ରିମ୍‌ ପ୍ରୋଜେକ୍ଟ ଆୟୁଷ୍ମାନ ଯୋଜନା । କଟକ ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ

ରାଜଧାନୀରେ ପିଲା ଚୋରି

ଭୁବନେଶ୍ୱର ଜନପଥରୁ ଦେଢ ବର୍ଷର ଶିଶୁ ପୁତ୍ର ଚୋରି ଅଭିଯୋଗ । ଜଣେ ଦୃଷ୍ଟିବାଧିତା ମାଆ କୋଳରୁ ଝାମ୍ପି ନେଲେ ଦୁର୍ବୃତ୍ତ । ରାମ ମନ୍ଦିର ପାଖରୁ ରାତି ୩ଟା ବେଳେ ଝାମ୍ପି ନେଲେ । ଖାରବେଳ ନଗର ଥାନାର ଦ୍ୱାରସ୍ଥ ହେଲେ ଦୃଷ୍ଟିବାଧିତ ମାଆ ।

ବିଜେଡି ଜିଲ୍ଲା ସଭାପତି ନିର୍ବାଚନ; ୧୬ ନେତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

୧୬ ଜିଲ୍ଲାରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ବିଜେଡି ଜିଲ୍ଲା ସଭାପତି । ଏନେଇ ବିଜେଡିର ରାଜ୍ୟ ନିର୍ବାଚନ ଅଧିକାରୀ ବିଧାୟକ ପ୍ରତାପ କେଶରୀ ଦେବ ସୂଚନା ଦେଇଛନ୍ତି । ତାଙ୍କ କହିବା ମୁତାବକ, ବିଜେଡିର ସାଙ୍ଗଠନିକ ନିର୍ବାଚନ ପରିଚାଳନା କାର୍ଯ୍ୟକ୍ରମ ଚୂଡ଼ାନ୍ତ ହେବାକୁ ଯାଉଛି । ତେବେ

ଆଜି ରାଜଧାନୀ ପ୍ରତିଷ୍ଠା ଦିବସ, ୭୭ ବର୍ଷରେ ପାଦ ଥାପିଲା ଭୁବନେଶ୍ୱର

ଆଜି ୭୭ ତମ ରାଜଧାନୀ ପ୍ରତିଷ୍ଠା ଦିବସ । ରାଜଧାନୀ ନାମ ଫଳକରେ ମାଲ୍ୟାର୍ପଣ ପରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଚିତ୍ତାକର୍ଷକ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି ବାଚସ୍ପତି ସୁରମା ପାଢୀ। ରବୀନ୍ଦ୍ର ମଣ୍ଡପଠାରୁ ଜୟଦେବ ଭବନ ପର୍ଯ୍ୟନ୍ତ ପରେଡ୍ କରାଯାଇଛି । ସାରା ଭୁବନେଶ୍ବରରେ ବିଭିନ୍ନ

ଅପରାଜିତାଙ୍କୁ ସୁଲୋଚନାଙ୍କ ଟାର୍ଗେଟେ : ତାଙ୍କ ପାଇଁ ଦଳ ବଡ଼, ସହର

ରାଜଧାନୀ ପ୍ରତିଷ୍ଠା ଦିବସରେ ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କ ଅନୁପସ୍ଥିତିକୁ ନେଇ ଭୁବନେଶ୍ବର ମେୟର ସୁଲୋଚନା ଦାସ ବର୍ଷିଛନ୍ତି। ସୁଲୋଚନା କହିଛନ୍ତି, ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ଡକାଗଲା, ସେ ଆସିଲେନି।ଦଳର ପ୍ରଶିକ୍ଷଣ ଶିବିରରେ ଯୋଗ ଦେବାକୁ ଏଠାକୁ ଆସିଲେନ। ଏଠାରେ ଯୋଗ ଦେଇ ପୁରୀ

କୁଚିଣ୍ଡାରେ ଭୟାବହ ଅଗ୍ନିକାଣ୍ଡ: କୋଟି କୋଟି ଟଙ୍କାର‌ କପଡା ପୋଡ଼ି ପାଉଁଶ ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟି କୋଟି ଟଙ୍କାର‌ କପଡା ପୋଡ଼ି ପାଉଁଶ ହୋଇଯାଇଛି। କୁଚିଣ୍ଡା ବସଷ୍ଟାଣ୍ଡ ନିକଟରେ ଥିବା କ୍ବାଲିଟି ଦୋକାନରେ ସର୍ଟ ସର୍କିଟରୁ ନିଆଁ ଲାଗିଥିବାର

ଚାଲିଛି ପ୍ରୟାସ, ରାଜ୍ୟରେ ସବୁ ଜିଲ୍ଲାରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ ; ମୁଖ୍ୟମନ୍ତ୍ରୀ

ଆଜି ଓଡିଶାରେ ଲାଗୁ ହେଲା 'ଆୟୁଷ୍ମାନ ଭାରତ'। ଆଉ ଆୟୁଷ୍ମାନ କାର୍ଡର ଶୁଭାରମ୍ଭରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବ ସରକାରଙ୍କୁ ନିଶାନା କରି ଅନେକ କଥା କହିଥିବା ବେଳେ, "୨୪ ବର୍ଷର ସରକାରରେ ଯାହା ହୋଇପାରିନଥିଲା, ୨୪ ମିନିଟରେ ତାହା କରି ଦେଖାଇଲେ ଆମ ସରକାର"। ଏହାସହ ଆଗକରୁ

ରାଜ୍ୟରେ ଓଏଏସ ସ୍ତରରେ ଅଦଳବଦଳ

ରାଜ୍ୟରେ ଓଏଏସ ସ୍ତରରେ ବଡଧରଣର ଅଦଳବଦଳ ହୋଇଛି । ୨୯ ଜଣ ଓଏଏସଙ୍କ ଅଦଳବଦଳ ହୋଇଛି । ରୁଦ୍ର ନାରାୟଣ ଦାଶ ପଯ୍ୟଟନ ବିଭାଗର ଯୁଗ୍ମ ସଚିବ । ଶ୍ୱେତ କୁମାର ଦାଶ ହେଲେ ସିଡିଏ ସଚିବ । ମନୋରମା ଭୂୟାଁ  ଫକୀରମୋହନ ମେଡିକାଲ କଲେଜ ରେଜିଷ୍ଟାର ।

ଦୀର୍ଘ ବର୍ଷର ଅପେକ୍ଷାର ଅନ୍ତ ଘଟିଲା; ଓଡ଼ିଶାରେ ଲାଗୁ ହେଲା ଆୟୁଷ୍ମାନ ଯୋଜନା

ପୂରଣ ହେଲା ବିଜେପିର ଡ୍ରିମ୍ ପ୍ରୋଜେକ୍ଟ । ଆଜିଠାରୁ ଓଡ଼ିଶାରେ ଲାଗୁ ହେଲା ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା । କଟକ ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ୟ୍ୟକ୍ରମରେ ଏହାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା । ମଞ୍ଚରେ ଉପସ୍ଥିତ