Odia News Portal
Yearly Archives

2025

କନ୍ଦମୂଳର ଉପକାରିତା

ଶୀତଋତୁରେ ଅନେକ ପ୍ରକାରର ଫଳମୂଳ, ପନିପରିବା ଇତ୍ୟାଦି ଭରପୂର ପରିମାଣରେ ମିଳିଥାଏ । ଏହା ସହ ଶୀତଋତୁରେ ମଧ୍ୟ ଏହି ସବୁ ଜିନିଷର ଦର କମ ରହିଥାଏ । ଯାହାକୁ ଆପଣ ବହୁତ ସହଜରେ କିଣିପାରିବେ । କିନ୍ତୁ ମାର୍କେଟରୁ ପନିପରିବା କିଣିବା ଅପେକ୍ଷା ନିଜ ବାଡିରେ ଲଗାଯାଇଥିବା ପନିପରିବା ଯଥେଷ୍ଟ ଭଲ…

ଆଜି ଶ୍ରୀମନ୍ଦିରରେ ସ୍ବତନ୍ତ୍ର ପ୍ରଥମାଷ୍ଟମୀ ନୀତି, ଶ୍ରୀଜିଉଙ୍କ ମାମୁଘରୁ ଆସିଥିଲା ପ୍ରଥମାଷ୍ଟମୀ ଭାର

ଆଜି ପ୍ରଥମାଷ୍ଟାମୀ । ଶ୍ରୀମନ୍ଦିରରେ ସ୍ବତନ୍ତ୍ର ପ୍ରଥମାଷ୍ଟମୀ ନୀତି ଅନୁଷ୍ଠିତ ହେଉଛି । ପୋଢୁଆଁ ହେବେ ବଡ଼ଠାକୁର । ଗତକାଲି ଶ୍ରୀଜିଉଙ୍କ ମାମୁଘରୁ ଆସିଥିଲା ପ୍ରଥମାଷ୍ଟମୀ ଭାର । ପ୍ରଥମାଷ୍ଟମୀ ନୀତି ଅନୁସାରେ, ଭୋଗ ମଣ୍ଡପ ସରିବା ପରେ ୩ ବାଡ଼ରେ ମଇଲମ କରାଯାଇ ପୂଜାପଣ୍ଡା ସେବକଙ୍କ ଦ୍ୱାରା…

ପୋଢୁଆଁ ହେବେ ମହାପ୍ରଭୁ, ମାଧବାନନ୍ଦଙ୍କ ମନ୍ଦିରରୁ ବଡ଼ ଠାକୁରଙ୍କ ପାଇଁ ଗଲା ପୋଢୁଆଁ ଭାର

ଚଳଚଞ୍ଚଳ ହୋଇ ଉଠିଛି ନିଆଳୀ ନିକଟସ୍ଥ ମାଧବ ମନ୍ଦିର । ଶଙ୍ଖ, ହୁଳହୁଳି, ହରିବୋଲରେ ପ୍ରକମ୍ପିତ ହୋଇ ଉଠୁଛି ପରିବେଶ । ଆଜି ସକାଳୁ ସକାଳୁ ମନ୍ଦିର ନିକଟସ୍ଥ ୨୫ରୁ ଅଧିକ ଗାଁର ପ୍ରାୟ ୨ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ମହାପ୍ରଭୁ ବଡ଼ ଠାକୁରଙ୍କ ପୋଢୁଆଁ ଭାର ଯିବାବେଳେ ସାମିଲ…

ବିସ୍ଫୋରଣ ପୂର୍ବର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଲା,ଡ୍ରାଇଭିଂ ସିଟ୍‌ରେ ମାସ୍କ ପିନ୍ଧି ବସିଥିବାର ଦେଖାଯାଉଛନ୍ତି…

ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର ବିସ୍ଫୋରଣର ତଦନ୍ତ ସୁରକ୍ଷା ଏଜେନ୍ସି କରୁଛନ୍ତି।  ଏଥିରେ ୯ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ଏବଂ ୨୪ ଜଣ ଆହତ ହୋଇଛନ୍ତି। ଘଟଣା ପୂର୍ବରୁ ନିଆଯାଇଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କ ଏକ ଭିଡିଓ ସମ୍ପ୍ରତି ସାମ୍ନାକୁ ଆସିଛି। ଏଥିରେ ଅଭିଯୁକ୍ତ ଡାକ୍ତର…

ହରିଆନାର ଫରିଦାବାଦରୁ ୩୫୦ କେଜି RDX ଜବତ, ମାମଲାରେ ୨ ଡାକ୍ତର ଗିରଫ  

ହରିଆନାର ଫରିଦାବାଦରୁ ୩୫୦  କେଜି RDX ଜବତ। ଜାମ୍ମୁକାଶ୍ମୀର ପୋଲିସ ଓ ହରିଆନା ପୋଲିସ ମିଳିତ ଭାବେ ଏଠାରେ ଚଢ଼ଉ କରି ୩୫୦  କେଜି RDX ସାଙ୍ଗକୁ ୨ଟି ଏକେ-୪୭ ବନ୍ଧୁକ ଓ ବିପୁଳ ଗୁଳିଗୋଳା ଜବତ କରିଛନ୍ତି। ମାମଲାରେ ଜଣେ କାଶ୍ମୀର ଡାକ୍ତରଙ୍କୁ ଗିରଫ କରାଯାଇଛି। ଗିରଫ ଡାକ୍ତର ଜଣକ ଡାକ୍ତର…

ଗ୍ରାମୀଣ ଓଡ଼ିଶାରେ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରୁଛି ବେଦାନ୍ତ ଆଲୁମିନିୟମ୍ , ୧,୦୦୦ ନାରୀଙ୍କୁ କରିଛି ସଶକ୍ତ

ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଏହାର ସାମୁଦାୟିକ ବିକାଶ ପଦକ୍ଷେପ, ପ୍ରୋଜେକ୍ଟ ସମ୍ପର୍କ ମାଧ୍ୟମରେ ସ୍ୱାସ୍ଥ୍ୟ, ପୁଷ୍ଟି ଏବଂ ସ୍ଥାୟୀତ୍ୱର ସଂସ୍କୃତିକୁ ପ୍ରୋତ୍ସାହିତ କରୁଛି। କାର୍ଯ୍ୟକ୍ରମର ଏକ ଅଂଶ ଭାବରେ, କମ୍ପାନୀ ବଞ୍ଜାରୀ, କୁଡାଲୋଇ ଏବଂ ପିପଲିମାଲ…

ମୋହନ ସରକାରଙ୍କ ବୁଲଡୋଜର ଆକ୍ସନ

ମୋହନ ସରକାରଙ୍କ ବୁଲଡୋଜର ଆକ୍ସନ । ବଡ଼ବିଲରେ ଅପରାଧରେ ସଂପୃକ୍ତ ଅଭିଯୁକ୍ତଙ୍କ ଘରେ ବୁଲିଲା ବୁଲଡୋଜର । ବଡ଼ବିଲ ପୌରାଞ୍ଚଳ ୮ ନଂ ୱାର୍ଡ଼ରେ ପ୍ରଥମ ପର୍ଯ୍ୟାୟର ମାଟିରେ ମିଶିବ ୪ଜଣ ଅଭିଯୁକ୍ତଙ୍କ ଘର । ଏହି ୪ ଅଭିଯୁକ୍ତ ଏକାଧିକ ମାମଲାରେ ଜଡ଼ିତଥିବା ଜଣାପଡ଼ିଛି । ଅଭିଯୁକ୍ତଙ୍କ ପରିବାର,…

କଟକରେ ଆପାର୍ଟମେଣ୍ଟ ଭୁଷୁଡିବା ଘଟଣାରେ ତନାଘନା, ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଲେଖାଏ ସହାୟତା ଘୋଷଣା

କଟକରେ ଆପାର୍ଟମେଣ୍ଟ ଭୁଷୁଡିବା ଘଟଣାରେ ତନାଘନା । ଏତେ ବଡ଼ ଦୁର୍ଘଟଣା ପାଇଁ ଦାୟୀ କିଏ ଚାଲିଛି ତନାଘନା। ସେପଟେ କଟକ ସହରରେ ଥିବା ଅସୁରକ୍ଷିତ କୋଠାର ଯାଂଚ ପାଇଁ ଏକ ସ୍ବତନ୍ତ୍ର ଟିମ୍ ମଧ୍ୟ ଗଠନ ହୋଇଛି । ତଦନ୍ତ ପାଇଁ ତିନି ଜଣିଆ କମିଟି ଗଠିତ ହୋଇଛି। ସଦର ଉପଜିଲ୍ଲାପାଳ, ସିଏମସି ସିଟି…

ଆସିଲା ନବଜାତ ଶାବକ, ଛୁଆହାତୀକୁ ସୁରକ୍ଷା ଦେଉଛନ୍ତି ୨୦ ଟି ହାତୀ

ଦନ୍ତାହାତୀ ଶିକାରର ଦିନକ ପରେ ହାତୀପଲକୁ ମିଳିଲା ଖୁସି ଖବର । ଅତିଥି ଭାବେ ଆସିଲା ନବଜାତ ଶାବକ । ଗଂଜାମ ଜିଲ୍ଲା ଭଂଜନଗର ଉତ୍ତର ଘୁମୁସର ବନଖଣ୍ଡରେ ରହିଥିବା ହାତୀପଲରେ ଏବେ ଗୋଟିଏ ଛୁଆହାତୀ ଜନ୍ମ ନେଇଛି । ଯାହାଫଳରେ ଘୁମୁସର ବନଖଣ୍ଡରେ ରହିଥିବା ହାତୀଙ୍କ ସଂଖ୍ୟା ୭୩ରେ ପହଞ୍ଚିଛି । ଏବେ…

ଦେଓଗାଁ  ଅଶାନ୍ତ ହେବା ଘଟଣା… ମୁହ ଖୋଲିଲେ ନରସିଂହ ମିଶ୍ର

ଦେଓଗାଁ ରେ ଲାଗିରହିଥବା ଅଶାନ୍ତି କୁ ନେଇ ମୁହ ଖୋଲିଲେ ବରିଷ୍ଠ ନେତା ତଥା ପୂର୍ବତନ ଆଇନ୍ ମନ୍ତ୍ରୀ ନରସିଂହ ମିଶ୍ର। ଶ୍ରୀ ମିଶ୍ର ରାଜ୍ୟ ସରକାରଙ୍କୁ ଆକ୍ଷେପ କରିବା ସହ ସ୍ଥାନୀୟ ପ୍ରଶାସନ କୁ ତାଗିଦ୍ କରିଥିଲେ । ଗତ କିଛିଦିନ ତଳେ ଦେଓଗାଁ ଅଞ୍ଚଳରେ ଜଣେ ବାଂଲାଦେଶୀ ଅନୁପ୍ରବେଶକାରୀ ଜାଲ୍…