Odia News Portal
Yearly Archives

2025

ହୋଟେଲ୍‌ରେ ବିଜେଡି ନେତାଙ୍କ ମେଳି, ସାମିଲ ହେଲେ ବରିଷ୍ଠ ଓ ଯୁବ ନେତା

ହୋଟେଲରେ ମେଳି ବାନ୍ଧିଲେ ବିଜେଡି ନେତା । ପଟିଆସ୍ଥିତ ହୋଟେଲ୍ କ୍ରିଷ୍ଟାଲ କ୍ରାଉନ୍‌ରେ ବିଜେଡିର ରୁଦ୍ଧଦ୍ୱାର ବୈଠକ ଚାଲିଛି । ଏହି ବୈଠକରେ ଅନେକ ବରିଷ୍ଠ ନେତା ସାମିଲ ହୋଇଛନ୍ତି । ପ୍ରସନ୍ନ ଆଚାର୍ଯ୍ୟ, ଭୁପିନ୍ଦର ସିଂ, ଶଶିଭୂଷଣ ବେହେରା, ଅଶୋକ ପଣ୍ଡା, ବଦ୍ରୀ ପାତ୍ର, ନୃସିଂହ ସାହୁ,

ଓଇଆରସିର ଅଧ୍ୟକ୍ଷ ଭାବେ ପ୍ରଦୀପ କୁମାର ଜେନାଙ୍କୁ ଶପଥ ପାଠ କରାଇଲେ ରାଜ୍ୟପାଳ

ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓ.ଇ.ଆର.ସି)ର ଅଧ୍ୟକ୍ଷ ଭାବେ ଶ୍ରୀ ପ୍ରଦୀପ କୁମାର ଜେନାଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି। ଆଜି ରାଜଭବନର ନ୍ୟୁ ଅଭିଷେକ ହଲ୍‌ଠାରେ ଆୟୋଜିତ ଶପଥ ପାଠ ଉତ୍ସବରେ ରାଜ୍ୟପାଳ ଡ. କମ୍ଭମ୍‌ପାଟି ଶ୍ରୀ ଜେନାଙ୍କୁ ଓ.ଇ.ଆର.ସି.ର

ଓଡ଼ିଶାରେ ହେବ ବଡ ପୁଞ୍ଜିନିବେଶ : ୯୬ ହଜାର ଯୁବକ ଯୁବତୀ ପାଇବେ ନିଯୁକ୍ତି

ଓଡ଼ିଶାରେ ହେବ ବଡ଼ ପୁଞ୍ଜିନିବେଶ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ ନୂଆଦିଲ୍ଲୀ ଗସ୍ତକାଳରେ ଓଡ଼ିଶା ଇନଭେଷ୍ଟର୍ସ ମିଟରେ ବିଭିନ୍ନ ଶିଳ୍ପସଂସ୍ଥା ସହ ଓଡ଼ିଶା ସରକାରଙ୍କର ୧୩ଟି ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ବୁଝାମଣା ଅନୁସାରେ , ଓଡ଼ିଶାରେ ଶିଳ୍ପ

ନାୟକ ନବୀନ, ଖଳନାୟକ ବି ନବୀନ : ବାବୁ

ୱକ୍‌ ବିଲ ଭୋଟିଂକୁ ନେଇ ରାଜନୀତି ସରଗରମ ହୋଇଛି। ତେବେ ଏହି ଘଟଣାକୁ ନେଇ ଭାଜପା ବିଧାୟକ ବାବୁ ସିଂ ନବୀନଙ୍କୁ ଟାର୍ଗେଟ କରିଛନ୍ତି।ସେ କହିଛନ୍ତି ଓଡ଼ିଶାବାସୀଙ୍କ ସହ ଡ୍ରାମା କରୁଛନ୍ତି ନବୀନ ବାବୁ। ସମସ୍ତ ଏପିସୋଡର ନାୟକ ନବୀନ, ଖଳନାୟକ ବି ନବୀନ ।

ଓଡିଶାରେ ହେବ ଶକ୍ତି କରିଡର: ଉପମୁଖ୍ୟମନ୍ତ୍ରୀ

ଓଡିଶାରେ ହେବ ଶକ୍ତି କରିଡର । ରାଜ୍ୟରେ ଥିବା ସମସ୍ତ ଶକ୍ତିପୀଠକୁ ଯୋଡାଯିବ । ଖୁବଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯିବ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

ସୁନ୍ଦରଗଡରେ କଳାହୀରା ଚୋରି ଘଟଣା ; ଜିଲ୍ଲା ପ୍ରଶାସନକୁ ରିପୋର୍ଟ ତଲବ କଲେ ଖଣି ନିର୍ଦ୍ଦେଶକ

କଳା ହୀରାର କଳା ସାମ୍ରାଜ୍ୟ । ତେଲେନଡିହି ପରେ ରତନସରାରେ ବି ଚଢ଼ାଉ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଉପଜିଲ୍ଲାପାଳ, ହେମଗିରି ତହସିଲଦାର ଓ ସ୍ଥାନୀୟ ପୋଲିସର ମିଳିତ ଚଢ଼ାଉ । କନକ ନ୍ୟୁଜ୍‌ରେ ଅପରେସନ୍ କଳାହୀରା ଖବର ପ୍ରସାରଣ ପରେ ସଜାଗ ହୋଇଛି ଜିଲ୍ଲା ପ୍ରଶାସନ । ଆଜି କନକ

ତେଲେନଡ଼ିହି ଖଣି ଚୋରି ମାମଲା: ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ

ତେଲେନଡ଼ିହି ଖଣି ଚୋରି ମାମଲାରେ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଚୋରା କୋଇଲା ଖଣିରୁ କୋଲ ୱାସେରିକୁ ଯାଉଥିଲା କି କୋଇଲାସୁନ୍ଦରଗଡ଼ ଜିଲ୍ଲାପାଳ ସୁନ୍ଦରଗଡ଼ ଉପଜିଲାପାଳ, ଖଣି ଉପନିର୍ଦ୍ଦେଶକ ଓ ହେମଗିରି ତହସିଲଦାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ତିନି ଦିନ ମଧ୍ୟରେ ତଦନ୍ତ

 ତାତିରୁ ମିଳିବ ଆଶ୍ୱସ୍ତି; ଆଜିଠୁ ସପ୍ତାହେ ଯାଏ ଛେଚିବ

ତିରୁ ମିଳିବ ଆଶ୍ୱସ୍ତି। ଆଜିଠୁ ସପ୍ତାହେ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ଆସନ୍ତା ୧୦ ଏବଂ ୧୧ ତାରିଖରେ ବର୍ଷା ସମ୍ଭାବନା ଥିବା ବେଳେ ଆଗାମୀ ସପ୍ତାହେ ଯାଏ ମଧ୍ୟ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ମେ ମାସରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

ମେ ମାସରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି । ବିଜ୍ଞାନ ପ୍ରଶ୍ନପତ୍ରରେ ୪ ମାର୍କ ପାଇଁ କିଛି ଅସୁବିଧା ନାହିଁ । ଗ୍ରେସ ମାର୍କ ନେଇ ପରିଚାଲନା କମିଟି ନିଷ୍ପତ୍ତି ନେବ । ରେଜଲ୍ଟ ବାହାରିବା ଦିନ ପିଲାଙ୍କୁ ମିଳିବ

ବରିଷ୍ଠ ନେତାଙ୍କ ସହ ଆଲୋଚନା କଲେ, ଗଣମାଧ୍ୟମରେ ବକ୍ତବ୍ୟ ନ ରଖିବାକୁ ଅନୁରୋଧ କଲେ ନବୀନ

ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ କେତେକ ବରିଷ୍ଠ ନେତା ନବୀନ ନିବସରେ ପହଞ୍ଚି ଆଲୋଚନା କରିଥିବା ଜଣାଯାଇଛି। ପ୍ରାୟ ଦେଢ ଘଣ୍ଟା ଧରି ଦଳୀୟ ନେତାଙ୍କ ସହିତ ଆଲୋଚନା କରିଛନ୍ତି ନବୀନ। ଦଳରେ ଶୃଙ୍ଖଳା ବଜାୟ ରଖିବାକୁ ନେତାମାନଙ୍କୁ ନବୀନ ପଟ୍ଟନାୟକ ପରାମର୍ଶ ଦେଇଥିବା ଜଣାଯାଇଛି।ଏପରିକି