Odia News Portal
Yearly Archives

2025

ଦଳ ଏବେ ଧର୍ମ ସଙ୍କଟରେ: ବଦ୍ରି ପାତ୍ର

ୱାକଫ୍‌କୁ ନେଇ ସସ୍ମିତଙ୍କୁ  ଟାର୍ଗେଟ କଲେ ବଦ୍ରି ନାରାୟଣ ପାତ୍ର । ୱାକଫ୍‌କୁ ନେଇ ଦଳରେ ବିଶ୍ୱାସର ସଙ୍କଟ ହେଲା କହିଲେ । ସନ୍ଦେହ ରହୁଛି , ପ୍ରଫୁଲ୍ଲ ସାମଲ ଆକ୍ସନ ଦାବି କରିଛନ୍ତି ।  ସସ୍ମିତ ପାତ୍ର ଏତେ ବଡ ସାହସ କଲେ କେମିତି କହିଛନ୍ତି ବଦ୍ରି ପାତ୍ର । କିଏ ଗୋଟେ ଖେଳ କଲା ,

ଚଳଚଞ୍ଚଳ ଏକାମ୍ର କ୍ଷେତ୍ର; ଆଜି ଗଡ଼ିବ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ

ଆଜି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଅଶୋକାଷ୍ଟମୀ ପାଇଁ ଚଳଚଞ୍ଚଳ ଏକାମ୍ରକ୍ଷେତ୍ର । ସକାଳର ନୀତିକାନ୍ତି ସରିବା ପରେ ମଧ୍ୟାହ୍ନ ୧୨ଟାରୁ ୧୨ଟା ୩୦ ମଧ୍ୟରେ ଯାତ୍ରାପୂଜା ହେବାର ବିଧି ରହିଛି । ସେହିଭଳି ଶ୍ରୀଜିଉଙ୍କ ପହଣ୍ଡି ଓ ରଥାରୁଢ଼ ସମୟ ଅପରାହ୍ନ ୧୨ଟା ୩୦ରୁ ଅପରାହ୍ନ

ଅସହାୟ ନବୀନ, ଆତ୍ମରକ୍ଷା ମୁଦ୍ରାରେ ପାଣ୍ଡିଆନ: ଭୁଶୁଡ଼ୁଛି ବିଜେଡି, ଆକ୍ରୋଶରେ ନେତା-କର୍ମୀ

୨୪ବର୍ଷ ଶାସନ କାଳରେ କରିଥିବା ଅପକର୍ମ ଏବେ ବିଜେଡିକୁ ମହଙ୍ଗା ପଡ଼ୁଛି । ବିଜେଡିର ଅଘୋଷିତ ସର୍ବେସର୍ବ ଭିକେ ପାଣ୍ଡିଆନଙ୍କ ଗୋଟିଚାଳନା ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅସହାୟତା ଯୋଗୁ ଦଳ ଭୁଶୁଡ଼ିବାରେ ଲାଗିଛି । ଦଳୀୟ ନେତା-କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଓ ଆକ୍ରୋଶ ଏବେ

ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ

ଖଣ୍ଡଗିରି ଅଞ୍ଚଳରେ ଯୁବକଙ୍କ ମୃତ୍ୟୁ ହୋଇଛି । ଛାତରୁ ଖସି ଯୁବକଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳୁଛି । ମୃତକ ଜଣଙ୍କ ହେଉଛନ୍ତି, ସଂକଳ୍ପ ମହାନ୍ତି । ସେ ଏକ ସାମ୍ବାଦିକ ଚ୍ୟାନେଲରେ ଡିଜିଟାଲ ସେଲଲରେ ମ୍ୟାନଜମେଣ୍ଟ ଟ୍ରେନି ଭାବରେ କାମ କରୁଥିଲେ । ମୃତ ଯୁବକଙ୍କ ବୟସ ପ୍ରାୟ

ଚଳିତ ବଜେଟକୁ ଐତିହାସିକ କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ

ଚଳିତ ବଜେଟକୁ ଐତିହାସିକ କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ବିଧାନସଭାରେ ଦେଖିବାକୁ ମିଳିଲା ଐତିହାସିକ ମୂହୁର୍ତ୍ତ । ରାତି ତମାମ ଚାଲିଲା ଗୃହ । ବିଧାନସଭାରେ ରହିଲେ ମୁଖ୍ୟମନ୍ତ୍ରୀ । ୧୨ ଘଣ୍ଟା ପରେ ଆଲୋଚନା ହେବା

ବଢ଼ିଲା ନରି ପଣ୍ଡାଙ୍କ ଅଡ଼ୁଆ, ପ୍ରଯୋଜକଙ୍କ ସହ ବିବାଦ ଭିତରେ ବଏକଟ୍‌ କଲା ଯାତ୍ରା ମାଲିକ ସଂଘ

ସମାଧାନ ବଦଳରେ ଅଡ଼ୁଆରେ ଫସୁଛି ଯାତ୍ରା ହାସ୍ୟ ଅଭିନେତା ନରି ପଣ୍ଡା ଓ ପ୍ରଯୋଜକଙ୍କ ମଧ୍ୟରେ ବିବାଦ। କାରଣ ଶୁକ୍ରବାର ନରି ପଣ୍ଡାଙ୍କୁ ବଏକଟ କରିଛି ଯାତ୍ରା ମାଲିକା ସଂଘ। ଭୁବନେଶ୍ବର ଖଣ୍ଡଗିରିରେ ଯାତ୍ରା ମାଲିକ ସଂଘର ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ସୂଚନାଥାଉକି,

ଆମ ଜୀବନ ଖୋଲା ବହି: ମନମୋହନ

ରାଜା ଚକ୍ର ପ୍ରସଙ୍ଗରେ ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ,ଆମ ଜୀବନ ଖୋଲୀ ବହି, ଆମ ନେତାଙ୍କ ଜୀବନ ବି ଖୋଲା । ଦଳର ଭାବମୃର୍ତ୍ତି ବହୁ ତ୍ୟାଗ ତପସ୍ୟା ପରେ ତିଆରି ହୋଇଛି । ଏମିତି ଦାୟିତ୍ୱହୀନ କଥା ଗଣମାଧ୍ୟମକୁ ନଆସୁ ।

୧୦୮ ଆମ୍ବୁଲାନ୍ସରେ ଅକ୍ସିଜେନ୍ ସିଲିଣ୍ଡର ବିସ୍ଫୋରଣ: ମହିଳା ଗୁରୁତର

ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଚିକିନିବାହାଲି ଗ୍ରାମର ଜଣେ ଗର୍ଭବତୀ ମହିଳା ଆଜି ଦୁଇ ଯାଆଁଳା ଶିଶୁଙ୍କୁ ଜନ୍ମ ହେବା ପରେ ଅସୁସ୍ଥ ହୋଇପଡ଼ିଥିଲେ ମହିଳା। ପରେ ତାଙ୍କୁ ଟିଟିଲାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ମାଆଙ୍କ ସହ ଉଭୟ ଶିଶୁଙ୍କ ସ୍ଵାସ୍ଥ୍ୟାବସ୍ଥା

କିଛି ଖେଳ ହୋଇଛି: ବଦ୍ରି ପାତ୍ର

ବିଲ୍‌କୁ ବିରୋଧ କରିବାକୁ ସଭାପତି କହିଥିବା ମୁନା ଖାନ କହିଥିଲେ । ନବୀନ ବାବୁ ଏହାକୁ ବିରୋଧ କରିବାକୁ କହିବା ପରେ ଏଭଳଲି କେମିତି ହେଲା । ଏଭଳି କିଭଳି ହେଲା , କିଛି ଖେଳ ହେଇଛି । ଏହା ଚିନ୍ତାର ବିଷୟ । ଏମିତି ଖେଳ କିଏ କଲା ତାହା ଖୋଜା ଚାଲିଛି କହିଲେ

କାରାଗାରରେ ପରୀକ୍ଷା ଦେଲେ ୨୨ ନକ୍ସଲ

ଛତିଶଗଡ଼ ଅନ୍ତର୍ଗତ କାଙ୍କେର ଜିଲ୍ଲା କାରାଗାରରେ ବନ୍ଦୀ ଥିବା ୨୨ ଜଣ ନକ୍ସଲ କଏଦୀ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଉଛନ୍ତି। ଛତିଶଗଡ଼ ଷ୍ଟେଟ୍ ଓପନ୍ ସ୍କୁଲ ପକ୍ଷରୁ କଏଦୀମାନଙ୍କୁ ଶିକ୍ଷାର ସଚେତନତା ବୃଦ୍ଧି ନିମନ୍ତେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡିଛି । ଗତ ତିନି