Odia News Portal
Yearly Archives

2025

ଆଗାମୀ କିଛି ଘଣ୍ଟାରେ କାଳବୈଶାଖୀ ସମ୍ଭାବନା

ଅସହ୍ୟ ତାତି ଭିତରେ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ରାଜ୍ୟରେ ପାରଦ ଉପର  ମୁହାଁ ହୋଇଥିବା ବେଳେ ଏବେ କାଳବୈଶାଖୀ ବର୍ଷା ଆଶ୍ୱସ୍ତି ପ୍ରଦାନ କରିଛି ।  ଆଗାମୀ କିଛି ଘଣ୍ଟାରେ କାଳବୈଶାଖୀ ସମ୍ଭାବନା । ୭ ଜିଲ୍ଲାକୁ କାଳବୈଶାଖୀ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କେନ୍ଦୁଝର,

ନାରୀ ନିର୍ଯାତନା ନେଇ ଆନ୍ଦୋଳନ ଡାକରା ଦେଲା କଂଗ୍ରେସ

ନାରୀ ନିର୍ଯାତନା ନେଇ ଆନ୍ଦୋଳ ଡାକରା ଦେଲା କଂଗ୍ରେସ । ଏପ୍ରିଲ ୧୫ରେ ରାଜ୍ୟବ୍ୟାପୀ କଂଗ୍ରେସର ମଶାଲ ଶୋଭାଯାତ୍ରା ହେବ । ସମସ୍ତ ବ୍ଲକ ମୁଖ୍ୟାଳୟରେ ଶୋଭାଯାତ୍ରା କରିବ ଦଳ । ୩୧୫ ବ୍ଲକ ସମ୍ମୁଖରେ ପ୍ରତିବାଦ କରିବ ଦଳ । ୨୧ରେ ଜିଲ୍ଲାପାଳ ଅଫିସ ଘେରାଉ କରିବ କଂଗ୍ରେସ । ଏନେଇ ସୂଚନା

ପାରମ୍ପରିକ ହସ୍ତତନ୍ତ ପୋଷାକ ପିନ୍ଧିଲେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର କର୍ମଚାରୀ

ଓଡ଼ିଆ ପକ୍ଷ ଅବସରରେ ଗୁରୁବାର ଦିନ 'ଆମ ପୋଷାକ ଆମ ପରିଚୟ' ଦିବସ ଭାବେ ପାଳନ କରାଯାଉଥିବା ବେଳେ ଏହାର ଅନୁପାଳନ ପୂର୍ବକ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ପାରମ୍ପରିକ ହସ୍ତତନ୍ତ ପୋଷାକ ପରିଧାନ କରିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ,

ଅନୁଗୁଳରେ ଏନକାଉଣ୍ଟର; ପୁଲିସ ଗୁଳିରେ କୁଖ୍ୟାତ ଅପରାଧି ସୁଶାନ୍ତ ନାୟକ ଗୁରୁତର

ଅନୁଗୁଳରେ ଏନକାଉଣ୍ଟର । କୁଖ୍ୟାତ ଅପରାଧି ସୁଶାନ୍ତ ନାୟକ ଗୁରୁତର । ତାଳଚେର ସ୍କଟ୍‌ଲ୍ୟାଣ୍ଡପୁର ଜଙ୍ଗଲରେ ପୋଲିସ ସୁଶାନ୍ତ ନାୟକକୁ ଏନକାଉଣ୍ଟର କରିଥିବା ସୂଚନା ମିଳିଛି । ଏହି ଅପରାଧୀର ବାମଗୋଡ଼ରେ ଗୁଳି ବାଜିଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ସୁଶାନ୍ତକୁ ଅନୁଗୁଳ ସରକାରୀ

ଆସିବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର କରିବେ ଭିତ୍ତିପ୍ରସ୍ତର ସ୍ଥାପନ

ଖୋର୍ଦ୍ଧା ଜିଲାରେ ଶିଳ୍ପ ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ହଳଦୀପଦା ଅସ୍ଥାୟୀ ହେଲିପ୍ୟାଡ୍‌ରେ ମୁଖ୍ୟମନ୍ତ୍ରୀ ଅବତରଣ କରିବେ। ହଳଦୀପଦା ଓ କାଳିବେତୀ ଦୁଇଟି ସ୍ଥାନରେ ଶିଳ୍ପ ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍‌ଘାଟନ

ବିଧାନସଭାରେ ଉଠିଲା ପ୍ରତିମୂର୍ତ୍ତି ରଙ୍ଗ ବଦଳାଇବା ପ୍ରସଙ୍ଗ

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରଙ୍ଗ ବଦଳାଇବା ଘଟଣାକୁ ନେଇ ରାଜନୈତିକ ହଟଚମଟ ଜାରି ରହିଥିବା ବେଳେ ଆଜି ଏ ପ୍ରସଙ୍ଗ ବିଧାନସଭାରେ ଉଠାଇଛନ୍ତି ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ। ବରପୁତ୍ରମାନଙ୍କୁ ସମ୍ମାନ ଦେଇ ଓଡ଼ିଶା ପକ୍ଷ ପାଳନ କଥା ସରକାର କହୁଥିବା ‌ବେଳେ କଟକରେ

ବିଶ୍ବବିଦ୍ୟାଳୟକୁ ପୁଣି ଫେରିବ ସିନେଟ୍ ବ୍ୟବସ୍ଥା ; ପାରିତ ହେଲା ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍

ରାତି ସାରା ଚାଲିଲା ବିଧାନସଭା । ବିଧାନସଭାରେ ପାରିତ ହେଲା ଓଡ଼ିଶା ବିଶ୍ଵବିଦ୍ୟାଳୟ ସଂଶୋଧନ ବିଲ୍ । ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ ୨୦୨୪ ବିଲ୍ ଆଗତ ହେବା ପରେ ଆରମ୍ଭ ହୋଇଥିଲା ଆଲୋଚନା । ଗୃହରେ ସାଢେ ୧୨ ଘଣ୍ଟା ଆଲୋଚନା ହୋଇଥିଲା । ଅପରାହ୍ଣ ୪ଟାରୁ ଭୋର ୪ଟା ୩୦ମିନିଟ ପର୍ଯ୍ୟନ୍ତ

ଲଘୁ ଖଣିଜ ରାଜସ୍ବ ୨୯୬୮.୭୫ କୋଟି ଟଙ୍କାରେ ପହଞ୍ଚିଛି: ଅତୁଲ ପ୍ରକାଶ

ଓଡ଼ିଶାର ମହାଲେଖାକାର ଅତୁଲ ପ୍ରକାଶ ବୁଧବାର ଦିନ ସିଏଜି ରିପୋର୍ଟ ଉପସ୍ଥାପନ କରିଛନ୍ତି। ବିଭିନ୍ନ କ୍ଷେତ୍ରକୁ ନେଇ ସେ ବିସ୍ତୃତ ତଥ୍ୟ ରଖିଛନ୍ତି। ଲଘୁ ଖଣିଜ ପଦାର୍ଥ ଖନନରୁ ପ୍ରାପ୍ତ ରାଜସ୍ବ ଅଣ ଟିକସ ରାଜସ୍ବର ମୁଖ୍ୟ ଉତ୍ସ ବୋଲି ଶ୍ରୀ ପ୍ରକାଶ କହିଛନ୍ତି। ୨୦୧୫-୨୨ ମଧ୍ୟରେ ଲଘୁ ଖଣିଜ

ନାନ୍ଦେଡ୍ – ସମ୍ବଲପୁର ଏକ୍ସପ୍ରେସ ଲାଇନଚ୍ୟୁତ

ନାନ୍ଦେଡ୍ରୁ ସମ୍ବଲପୁର ଯାଉଥିବା ନାଗାବଳୀ ଏକ୍ସପ୍ରେସର ପଛପଟେ ଥିବା ଏକ ଜେନେରାଲ କୋଚ୍ ବୁଧବାର ସକାଳ ୧୧:୪୦ ସମୟରେ ବିଜୟନଗରମ୍ ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଥିଲା। ସୌଭାଗ୍ୟବଶତଃ, ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିଶ୍ଚିତ କରାଯାଇଥିବା ଅନୁଯାୟୀ, ଏଥିରେ କୌଣସି ମୃତାହତ

ଏଣିକି ମାଗଣା ଚାଉଳ ସହ ମିଳିବ ଗହମ

ଏଣିକି ମାଗଣା ଚାଉଳ ସାଙ୍ଗକୁ ଗହମ ପାଇବେ ହିତାଧିକାରୀ । ପୂର୍ବରୁ ରାସନ କାର୍ଡଧାରୀଙ୍କୁ ରାସନକାର୍ଡରେ କେବଳ ଚାଉଳ ମିଳୁଥିଲା, ବର୍ତ୍ତ ପୁଣି ଗହମ ଦେବେ ସରକାର । ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ସହ ଗହମ ମିଳିବ । ପୂର୍ବରୁ ଗହମ ଯୋଗାଣ ବନ୍ଦ ଥିବା ବେଳେ ହିତାଧିକାରୀଙ୍କୁ ଗହମ ଯୋଗାଇବାକୁ