ପ୍ରାଣୀଧନ ନୀରିକ୍ଷଣ କେନ୍ଦ୍ର ଗୁଡ଼ିକର ଆଧୁନିକୀକରଣ ଜାରି ରହିଛି: ମନ୍ତ୍ରୀ
ରାଜ୍ୟରେ ପ୍ରାଣୀଧନ ନିରୀକ୍ଷକ କେନ୍ଦ୍ରଗୁଡ଼ିକର ଆଧୁନିକୀକରଣ ଓ ସମ୍ପ୍ରସାରଣ ପାଇଁ ସରକାର ପର୍ଯ୍ୟାୟକ୍ରମେ ପଦକ୍ଷେପ ଗ୍ରହଣ କରୁଛନ୍ତି। ଗତ ୩ ବର୍ଷରେ ୪୬ଟି ପ୍ରାଣୀଧନ ସହାୟକ କେନ୍ଦ୍ରର ନୂତନ ଗୃହ ନିର୍ମାଣ ପାଇଁ ସରକାର ଅର୍ଥ ମଞ୍ଜୁର କରିଛନ୍ତି ବୋଲି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ!-->…
