Odia News Portal
Yearly Archives

2025

କାଲି ଜଳିବ ଓଡିଶା । ଏହି ସବୁ ଜିଲ୍ଲାକୁ ଅସ୍ତବ୍ୟସ୍ତ କରିବ ତାତି

ତାତିରୁ ନିସ୍ତାର ନାହିଁ । ତତଲା କଡେଇରେ ଭାଜି ହେଉଛି ପଶ୍ଚିମ ଓଡିଶା । ଆଜି ୬ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି ହୋଇଥିବା ବେଳେ ଆସନ୍ତାକାଲି ବି ଅସ୍ତବ୍ୟସ୍ତ କରିବ ତାତି । ଆଜିଠୁରୁ ଆସନ୍ତାକାଲି ତାପମାତ୍ରା ଆହୁରି ବଢିବ ବୋଲି ଆକଳ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

୧୬ମାଓବାଦୀ ନିପାତ;ବିପୁଳ ମାରଣାସ୍ତ୍ର ଜବତ

ଛତିଶଗଡ଼ ସୁକୁମା ଜିଲ୍ଲା କେରଲାପାଳରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ଏନକାଉଣ୍ଟରରେ ଟଳିଲେ ୧୬ ମାଓବାଦୀ । ଜାରି ରହିଛି ଗୁଳି ବିନିମୟ । ଦୁଇ ଜଣ ଯବାନ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଡିଆରଜି ଓ ସିଆରପିଏଫ୍‌ କୋବ୍ରା ଯବାନଙ୍କ ମିଳିତ ଅପରେସନରେ ଏହି ସଫଳତା ମିଳିଛି । ଉଭୟ

ଆସିବ ନୂଆ ୟୁନିଫର୍ମ ଲ୍ୟାଣ୍ଡ ପିଲିସି

ତିନି ମାସ ମଧ୍ୟରେ ରାଜ୍ୟ ସରକାର ନୂଆ ୟୁନିଫର୍ମ ଲ୍ୟାଣ୍ଡ ପିଲିସି ଆଣିବାକୁ ଯାଉଛନ୍ତି । କ୍ୟାବିନେଟ ବୈଠକରେ ଦିଆଯିବ ଅନୁମୋଦନ । ରାଜ୍ୟବ୍ୟାପୀ ଜଗନ୍ନାଥଙ୍କ ଜମି ବିବାଦ ଦୁଇ ବର୍ଷ ମଧ୍ୟରେ ତୁଟିବ ବୋଲି ଗୃହରେ କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଯେଉଁମାନେ ଅଧିବ ବର୍ଷ

୨ ବର୍ଷରେ ତୁଟିବ ଜଗନ୍ନାଥଙ୍କ ଜମି ବିବାଦ: ମନ୍ତ୍ରୀ

୨ ବର୍ଷ ଭିତରେ ଜଗନ୍ନାଥଙ୍କ ଜମି ବିବାଦ ତୁଟିବ । ଏନେଇ ଗୃହରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଅଧିକ ବହର୍ଷ ଜମି ଜବରଦଖଲ କରିଥିଲେ ୧୦୦ ଡିସିମିଲ ଜାଗା ଦିଆଯିବ । କୋରାପୁଟରପେ ୨୭ ହଜାର ୪୧୦ ଏକର ଜଗନ୍ନାଥ ଜମି ଚିହ୍ନଟ ହେବ । ୨୪ ଜିଲ୍ଲାରେ ୬୦ ହଜାରରରୁ ଅଧିକ

ବିଧାନସଭା ବାହାରେ ପୁଣି ଘଣ୍ଟ ପିଟିଲା କଂଗ୍ରେସ

ବିଧାନସଭା ଗୃହ ଭିତରେ ଘଣ୍ଟ ମାଡ଼କରି କଂଗ୍ରେସର ୧୪ ସଦସ୍ୟ ନିଲମ୍ବିତ ହେବା ପରେ ଶୁକ୍ରବାର ପୁଣି ବିଧାନସଭା ବାହାରେ ଘଣ୍ଟମାଡ଼ କରିଛନ୍ତିି। ମହିଳାଙ୍କ ସୁରକ୍ଷା ପ୍ରସଙ୍ଗରେ ଯେ ପର୍ଯ୍ୟନ୍ତ ସରକାରଙ୍କୁ ନିଦରୁ ନ ଉଠାଇଛୁ ସେପର୍ଯ୍ୟନ୍ତ ଘଣ୍ଟମାଡ଼ ଜାରି ରହିବ ବୋଲି କଂଗ୍ରେସ ପକ୍ଷରୁ

ଭିଆରଏସ୍‌ ନେଲେ ଆଇଏଏସ୍‌ ସୁଜାତା କାର୍ତ୍ତିକେୟନ

ଭିଆରଏସ୍‌ ନେଲେ ଆଇଏଏସ୍‌ ସୁଜାତା କାର୍ତ୍ତିକେୟନ । ସୁଜାତାଙ୍କ ଆବେଦନକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ଦେଇଥିବା ସୂଚନା ମିଳିଛି । କିଛି ଦିନ ତଳେ କେନ୍ଦ୍ର ନିକଟରେ ଆବେଦନ କରିଥିଲେ । ଛୁଟି ପାଇଁ ଆବେଦନ କରିଥିଲେ ସୁଜାତା,କିନ୍ତୁ ଛୁଟି ନମିଳିବାରୁ ସେ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ

ଲୋୟର ପିଏମଜି ରଣକ୍ଷେତ୍ର : ତିନି ମାମଲା ରୁଜୁ

କଂଗ୍ରେସ ଆନ୍ଦୋଳନ ବେଳେ ହିଂସା ମାମଲା l ପୋଲିସ ଗାଡ଼ିରେ ନିଆଁ ଲଗେଇଦେବା ପୋଲିସ ଉପରକୁ ଟେକl ପଥର ପକେଇବା ନେଇ ଦଫା ଲାଗିଲା l କ୍ୟାପିଟାଲ ଥାନା ପୋଲିସ ତିନୋଟି ମାମଲା ରୁଜୁ କରିଛି l bns ର 17 ଟି ଦଫା ରେ ମାମଲା ରୁଜୁ କରିଛି l ଅଭିଯୁକ୍ତ କୁ ଚି଼ହ୍ନଟ କରିବା କାର୍ଯ୍ୟକ୍ରମ ସରିଛି

ଚଳିତ ବର୍ଷ ୭୮ ମାଓବାଦୀଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କଲା ସଂଗଠନ

ସୀମାନ୍ତ ଛତିଶଗଡ଼ର ପଶ୍ଚିମ ବସ୍ତର ଡିଭିଜନର ସଚିବ ମୋହନ ଆଜି ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଜାନୁଆରି ୨୦୨୫ ପର ଠାରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ 'ହନ୍ତାକା କାଗର' ଆକ୍ରମଣରେ ୭୮ ମାଓବାଦୀ ଏବଂ ଆଦିବାସୀଙ୍କ ମୃତ୍ୟୁ ହୋଇଥିବା ସ୍ବୀରାକର କରିବା ସହ ଏହି ହତ୍ୟାକୁ ନିନ୍ଦା କରନ୍ତୁ

ମେ ୧୫ ସୁଦ୍ଧା ଯୁକ୍ତ ଦୁଇ ରେଜଲ୍ଟ

ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା ଆରମ୍ଭ ପୂର୍ବରୁ ସିଏଚଏସଇର ବଡ଼ ନିଷ୍ପତ୍ତି । ଏଥର ମାଲ ପ୍ରାକ୍ଟିସ ବା ଏମପିରେ ବୁକ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମିଳିବ ବଡ଼ ଆସ୍ୱସ୍ତି । ତ୍ରୁଟିପୂର୍ଣ୍ଣ ଭାବେ ଏମପିରେ ବୁକ ହୋଇଥିବା ପରୀକ୍ଷାର୍ଥୀଙ୍କ ପରୀକ୍ଷା ଫଳ ସାଧାରଣ ପରୀକ୍ଷାର୍ଥୀଙ୍କ ସହ

ବନୀକରଣ ଦୁର୍ନିତି: ହାଇକୋର୍ଟଙ୍କ ନୋଟିସ୍‌

ବନୀକରଣ ଆଳରେ ଦୁର୍ନୀତି ଅଭିଯୋଗ ମାମଲା । ନୟାଗଡ ଖଣ୍ଡପଡା ବନଖଣ୍ଡ ଅଞ୍ଚଳରେ ଦୁର୍ନୀତି ଅଭିଯୋଗ । ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରିକଲେ ହାଇକୋର୍ଟ । ଅଭିଯୋଗ ଉପରେ ଉତ୍ତର ରଖିବାକୁ ନିର୍ଦ୍ଦେଶ । ୧୦୦ ହେକ୍ଟର ଜମିରେ ବନୀକରଣ ନାଁରେ ଠକେଇ ଅଭିଯୋଗ । କୋଟି କୋଟି ଟଙ୍କା ହଡପ ଅଭିଯୋଗ ।