ବିଦ୍ୟାଳୟରେ ଲାଗିଲା ନିଆଁ, ବହୁ ଜରୁରୀ କାଗଜପତ୍ର ପୋଡ଼ି ନଷ୍ଟ
ବୌଦ୍ଧ ଜିଲ୍ଲା ମୁଣ୍ଡିପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଲାକିରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଲାଗିଲା ନିଆଁ । ପୋଡି ପାଉଁଶ ହୋଇଯାଇଛି ବହୁ ଜରୁରୀ କାଗଜପତ୍ର । ସଟ୍ ସର୍କିଟରୁ ନିଆଁ ଲାଗି ଥିବା ଆଶଙ୍କା କରାଯାଉଛି ।ସ୍କୁଲରୁ ଧୂଆଁ ବାହାରୁଥିବା କିଛି ଲୋକ ଦେଖିଥିଲେ…
