କଟକ ବାଲିଯାତ୍ରା ପାଇଁ ଆଜିଠୁ ପ୍ଲଟ୍ ଆବେଦନ, ଅକ୍ଟୋବର ୧୩ରୁ ନିଲାମ ପ୍ରକ୍ରିୟା ଆରମ୍ଭ
କଟକର ଐତିହାସିକ ବାଲିଯାତ୍ରା ପାଇଁ ଆଜିଠୁ ପ୍ଲଟ୍ ଆବେଦନ । ନିଲାମ ମାଧ୍ୟମରେ ହେବ ବାଲିଯାତ୍ରା ପ୍ଲଟ୍ ଆବଣ୍ଟନ । ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ଉଭୟ ଅନଲାଇନ ଓ ଅଫ୍ଲାଇନ ମାଧ୍ୟମରେ ପ୍ଲଟ୍ ପାଇଁ ଆବେଦନ ହୋଇପାରିବ । ଅକ୍ଟୋବର ୧୩ରୁ ନିଲାମ ପ୍ରକ୍ରିୟା ଆରମ୍ଭ ହେବ । ବାଲିଯାତ୍ରା…