Odia News Portal
Yearly Archives

2025

ଆଜି ୧୨ ଘଣ୍ଟିଆ କେନ୍ଦୁଝର ବନ୍ଦ, ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଛି ଗାଡ଼ି ମୋଟର

ଆଜି ୧୨ ଘଣ୍ଟିଆ କେନ୍ଦୁଝର ଜିଲ୍ଲା ବନ୍ଦ । ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସଦର ଥାନା ଅଞ୍ଚଳରେ ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ପ୍ରତିବାଦରେ ବନ୍ଦ ପାଳନ କରାଯାଉଛି । ବନ୍ଦ ଯୋଗୁଁ ଗାଡି ମୋଟର ଚଳାଚଳ ଠପ୍ ହୋଇଯିବା ସହ ଦୋକାନ ବଜାର ବନ୍ଦ ରହିଛି ।…

ବିହାରରେ କଂଗ୍ରେସର ବିପର୍ଯ୍ୟୟ ପରେ ଦାବି ଉଠିଲା ‘ଅଖିଳେଶ ଇଣ୍ଡି-ମେଣ୍ଟର ନେତୃତ୍ୱ ନିଅନ୍ତୁ’

ବିହାର ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ବିରୋଧୀ ଗୋଷ୍ଠୀରେ ନେତୃତ୍ୱ ପରିବର୍ତ୍ତନ ଦାବିକୁ ନେଇ ଗୁଞ୍ଜରଣ ସୃଷ୍ଟି କରିଛି। ସମାଜବାଦୀ ପାର୍ଟିର ଜଣେ ବିଧାୟକ କହିଛନ୍ତି ଯେ, ଦଳର ମୁଖ୍ୟ ତଥା କନୌଜ ସାଂସଦ ଅଖିଳେଶ ଯାଦବ ବିରୋଧୀ ମେଣ୍ଟର ନେତୃତ୍ୱ ନେବା ଉଚିତ ଏବଂ ସମାଜବାଦୀ…

ବିଭୀଷଣଙ୍କୁ ଖୋଜା ଚାଲିଛି, କାର୍ଯ୍ୟାନୁଷ୍ଠାନ ହେବ: ଭକ୍ତ

ସବୁ ରାଜନୈତିକ ଦଳରେ ବିଭୀଷଣ ଅଛନ୍ତି। କଂଗ୍ରେସ ଦଳରେ ମଧ୍ୟ ଅଛନ୍ତି। ଯେଉଁମାନେ ଦଳରେ ରହି ଆତ୍ମଘାତୀ କାର୍ଯ୍ୟ କରି ନୂଆପଡ଼ା ଉପନିର୍ବାଚନକୁ ପ୍ରଭାବିତ କରିଛନ୍ତି, ଯେତେ ପ୍ରଭାବଶାଳୀ ହେଲେ ବି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ପିସିସି ସଭାପତି…

ଜୀବନ ଯୁଦ୍ଧରେ ହାରିଗଲେ ହ୍ୟୁମାନ… ଓଡ଼ିଆ ସଙ୍ଗୀତ ଜଗତରେ ଶୋକର ଛାୟା…

ମୃତ୍ୟୁ ସହ ଲଢେଇ କରି କରି ଶେଷରେ ହାରିଗଲେ ହ୍ୟୁମାନ ସାଗର । ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ । କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ ପରେ ସଙ୍ଗୀତ ଜଗତରେ ଶୋକର ଛାୟା । ୩୪ ବର୍ଷ ବୟସରେ ହ୍ୟୁମାନଙ୍କ ପରଲୋକକୁ ବିଶ୍ବାସ କରିପାରୁ ନାହାନ୍ତି ଦର୍ଶକ ଏବଂ ପ୍ରଶଂସକ ।…

ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ, ବିକ୍ଷୋଭକାରୀଙ୍କୁ ହତ୍ୟା କରିବା ନେଇ ହୋଇଥିଲା ମାମଲା

ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ । ଗଣହତ୍ୟା ମାମଲାରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ । ଇଣ୍ଟରନ୍ୟାସନାଲ କ୍ରାଇମ୍ସ ଟ୍ରିବ୍ୟୁନାଲ-ICT ହସିନାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି । ଗତବର୍ଷ ଅଗଷ୍ଟରେ ବାଂଲାଦେଶର…

ଡିସେମ୍ବର ୧ରୁ ଘରୋଇ ବସ ଧର୍ମଘଟ ଚେତାବନୀ, ପୋଲିସକୁ ଏମଭି କ୍ଷମତା ନ ଦେବାକୁ ସଂଘର ଦାବି

ଗାଡ଼ି ଚେକିଂ ପାଇଁ ପୋଲିସ କ୍ଷମତା ବିରୋଧରେ ଡିସେମ୍ବର ୧ରୁ ଘରୋଇ ବସ ଧର୍ମଘଟ ଚେତାବନୀ । ଆନ୍ଦୋଳନରେ ସାମିଲ ହେବେ ରାଜ୍ୟର ୧୪ ହଜାର ଘରୋଇ ବସ୍ । ପୋଲିସକୁ ଏମଭି କ୍ଷମତା ନ ଦେବାକୁ ବସ୍ ମାଲିକ ସଂଘ ଦାବି କରିଛି । ଏ ନେଇ ସରକାରଙ୍କୁ ଦାବିପତ୍ର ଦେବ ବସ୍ ମାଲିକ ସଂଘ ।ଡିସେମ୍ବର ୧ରୁ…

ବାର୍ଥଡେ ପାର୍ଟିରୁ ନିଖୋଜ, ମେଡିକାଲରୁ ଉଦ୍ଧାର

ବାର୍ଥଡେ ପାର୍ଟିରୁ ନିଖୋଜ, ମେଡିକାଲରୁ ଉଦ୍ଧାର । ୧୨ଦିନ ପରେ ମିଳିଲେ ନିଖୋଜ ଯୁବକ। ଭରତପୁର ଥାନା ଅଞ୍ଚଳର ଜଣେ ଯୁବକ ବର୍ଥଡେ ପାର୍ଟିରୁ ନିଖୋଜ ହୋଇଥିଲେ। କାଫେରୁ ନିଖୋଜ ହୋଇଥିବା ଯୁବକ କଟକ SCBରୁ ଉଦ୍ଧାର ହୋଇଛନ୍ତି । ଉଦ୍ଧାର ଯୁବକ ହେଲେସତ୍ୟଜିତ ଦାସ । ସେ ଗତ ୪ ତାରିଖରୁ ନିଖୋଜ…

ଆଜି ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ, ରାସ୍ତାରେ ଅଟକିଛି ଶହ ଶହ ଗାଡ଼ି

ଆଜି ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ । TPCODLର ମନମୁଖୀ କାର୍ଯ୍ୟ ଓ ସ୍ମାର୍ଟ ମିଟର ବିରୋଧରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି । ଢେଙ୍କାନାଳ ବିଦ୍ୟୁତ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି। ବନ୍ଦ ଯୋଗୁଁ ଗାଡ଼ି ମୋଟର ଚଳାଚଳ ଠପ୍…

ଜଗତସିଂହପୁରରେ ବାଂଲାଦେଶୀଙ୍କ ଘରେ ବୁଲିଲା ବୁଲଡୋଜର୍

ଜଗତସିଂହପୁର ଥାନା ଅଧୀନ ତରିକୁନ୍ଦ ଧନୀପୁର ନିକଟ ବେହେରାମପୁର ଅଞ୍ଚଳରେ ରହୁଥିବା ସନ୍ଦିଗ୍ଧ ବାଂଲାଦେଶୀଙ୍କ ଘରେ ବୁଲିଲା ବୁଲଡୋଜର୍। ଜଗତସିଂହପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବାଂଲାଦେଶୀଙ୍କ ଘରଭଙ୍ଗା ଯାଉଛି। ଏବେ ଉ‌ଚ୍ଛ‌େଦ ପ୍ରକ୍ରିୟା ଜାରି ରହିଛି।…

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ରାଞ୍ଚିରେ ପାଳନ ହେଉଥିବା ବିର୍ସା ମୁଣ୍ଡା ଜୟନ୍ତୀ ସମାରୋହ କାର୍ଯ୍ୟକ୍ରମରେ ଯୋଗ‌ଦେଇଥିବାରୁ ରାଉରକେଲାରେ ପାଳନ ହେଉଥିବା ଜନଜାତୀୟ ଗୌରବ ଦିବସ ସମାରୋହରେ ଅନୁପସ୍ଥିତ ଥିଲେ। ହେଲେ ମୁଖ୍ୟମନ୍ତ୍ରୀ କିନ୍ତୁ ମଞ୍ଚରେ ତାଙ୍କୁ ଆ‌ଦୌ ଭୁଲି ନଥିଲେ। ତାଙ୍କୁ…