Odia News Portal
Yearly Archives

2025

ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଘର

ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଆବାସ ଘର । କୌଣସି ବି ହିତାଧିକାରୀ ଏଥିରୁ ବଞ୍ଚିତ ହେବେ ନାହିଁ  । ପୁରୀ ଜିଲ୍ଲା ଅର୍ଜୁନସିଂପୁର ଗ୍ରାମରୁ ଆରମ୍ଭ ହୋଇଯାଇଛି ପ୍ରଧାମନ୍ତ୍ରୀ ଆବାସ ପାଇଁ ସର୍ଭେ । ମନ୍ତ୍ରୀ ରବି ନାୟକ ଓ ସାଂସଦ ସମ୍ବିତ ପାତ୍ର ଗାଁ ଗାଁ ବୁଲି ଲୋକଙ୍କୁ

ଓଲଟିଲା ଅତିରିକ୍ତ ଏସ୍‌ପିଙ୍କ ଗାଡ଼ି: ୪ ଆହତ

ଗଞ୍ଜାମ ଜିଲା ଶାଳୁଆପଲି ଗାଁ ନିକଟରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଅତିରିକ୍ତ ଏସ୍‌ପିଙ୍କ ଗାଡ଼ି ଏକ ଗଛରେ ପିଟି ହୋଇ ଓଲଟି ପଡିଛି। ଦୁର୍ଘଟଣାରେ ଅତିରିକ୍ତ ଏସ୍‌ପି ଏବଂ ତାଙ୍କ ସ୍ତ୍ରୀଙ୍କ ସହ ୪ଜଣ ଆହତ ହୋଇଥିବା ଜଣାପଡିଛି। ଚିକିତ୍ସା ପାଇଁ ସମସ୍ତଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର

ନବଦାସ ହତ୍ୟା ମାମଲାର ପୁନଃତଦନ୍ତ ହେବ, ଇସାରା ଦେଲେ ଆଇନ ମନ୍ତ୍ରୀ

କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ତଦନ୍ତ ପ୍ରକ୍ରିୟା କ’ଣ ହେବ ସେ ନେଇ ଖୁବଶୀଘ୍ର ସରକାର ନିଷ୍ପତ୍ତି ନେବେ । ଏବେ ବିଭିନ୍ନ ତଥ୍ୟ ଧୀରେଧୀରେ ସାମ୍ନାକୁ ଆସୁଛି । ଆଉ ସେହି ସବୁ ତଥ୍ୟକୁ ହୁଏତ ଆଗାମୀ ଦିନରେ ତଦନ୍ତ ପରିସରଭୁକ୍ତ କରାଯିବ । ପୂର୍ବରୁ ଭୟର ବାତାବରଣ ଥିଲା।

ଅଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ରାସନ କାର୍ଡ ଫେରାଇବାକୁ ନିବେଦନ କଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ

ଜାନୁଆରୀ ୩୧ରେ ଇ କେୱାଇସି ଶେଷ ହେବ। ତା ପୂର୍ବରୁ ଅଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ସରେଣ୍ଡର କରିବାକୁ ପୁଣି ଥରେ ନିବେଦନ କଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି, ବୋଧେ ଭୟରେ ଇ କେୱାଇସି ପାଇଁ ଆସୁ ନାହାନ୍ତି, ଖୁବ ଶୀଘ୍ର ସରେଣ୍ଡର କଲେ

ଶ୍ରୀମନ୍ଦିର ବାହାର ଲାଗିବ ଓ୍ୱାଚ୍ ଟାଓ୍ୱାର, ଗର୍ଭଗୃହ ଫଟୋ ଭାଇରାଲ ବି ହେବ ତଦନ୍ତ

ଶ୍ରୀମନ୍ଦିର ବାହାରେ ଲାଗିପାରେ ଓ୍ୱାଚ୍ ଟାଓ୍ୱାର । ଏନେଇ ରାଜ୍ୟ ସରକାର ଚିନ୍ତା କରୁଛନ୍ତି । ଖୁବଶୀଘ୍ର କୌଣସି ନିଷ୍ପତ୍ତି ନିଆଯାଇପାରେ ବୋଲି କହିଛନ୍ତି ଆଇନ୍ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଖବର ଅନୁଯାୟୀ, କିଛି ଦିନ ହେବ ଶ୍ରୀମନ୍ଦିର ଉପରେ ଅଜଣା ଡ୍ରୋନ୍ ବୁଲୁଛି ।ଯାହାର

ଜନ୍ମସ୍ଥଳୀରେ ପାଳିତ ହେଲା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ, ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ

ଗୁରୁବାର ଭାରତମାତାର ବୀର ପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ତମ ଜୟନ୍ତୀ । ଏହି ଅବସରରେ ନେତାଜୀଙ୍କ ଅଦମ୍ୟ ସାହସ, ବୀରତ୍ୱ ଓ ଦେଶପ୍ରେମକୁ ମନେ ପକାଉଛି ସମଗ୍ର ଦେଶ । କଟକ ସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟରେ ପାଳିତ ହୋଇଯାଇଛି ଜୟନ୍ତୀ ସମାରୋହ । ୧୮୯୭ ମସିହା ଜାନୁଆରୀ

ବିରୋଧୀ ଦଳର କଣ୍ଠରୋଧ ନକରି ସରକାରୀ ଦଳକୁ ପ୍ରାଧାନ୍ୟ ଦେଲେ ହଟ୍ଟଗୋଳ ହେବ : ପ୍ରତାପ ଦେବ

ବାଚସ୍ପତି ସୁରମା ପାଢ଼ୀଙ୍କ ତାଗିଦ ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ । ସେ କହିଛନ୍ତି, ବାଚସ୍ପତିଙ୍କ ଉକ୍ତି ହାସ୍ୟାସ୍ପଦ । ବିଧାନସଭା ହେଉଛି ବିରୋଧୀ ଦଳଙ୍କର । ବିରୋଧୀ ଦଳ କୌଣସି ପ୍ରସଙ୍ଗ ଉଠାଇଲେ ସୁରୁଖୁରୁରେ ଚଳାଇବା ବାଚସ୍ପତିଙ୍କ ଦାୟିତ୍ୱ । ହଟ୍ଟଗୋଳ

ନବ ଦାସ ହତ୍ୟାକାଣ୍ଡ ମାମଲା, ସରକାର ଖୁବ୍ ଶୀଘ୍ର ନିଷ୍ପତ୍ତି ନେବେ: ପୃଥ୍ବୀରାଜ ହରିଚନ୍ଦନ

ନବ ଦାସ ହତ୍ୟାକାଣ୍ଡ ମାମଲାରେ ସରକାର ଶୀଘ୍ର ନିଷ୍ପତ୍ତି ନେବେ। ବିଭିନ୍ନ ତଥ୍ୟ ଗୋଟି ଗୋଟି କରି ସାମ୍ନାକୁ ଆସୁଛି। ଏଭଳି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ ଆହୁରି କହିଛନ୍ତି, ପୂର୍ବ ସରକାର ସମୟରେ ଭୟର ବାତାବରଣ ଥିବାରୁ ଅନେକ ଲୋକ ମୁହଁ ଖୋଲୁନଥିଲେ, ଏପରିକି ନବ

କମିଶନରେଟ୍ ପୋଲିସର ଆକ୍ସନ, ଗାଡିକୁ କଟା ହେଲା ମୋଡିଫାଏଡ୍ ସାଇଲେନସର୍

ବିକଟାଳ ଶବ୍ଦ କରୁଥିବା ଗାଡି ବିରୋଧରେ ଆକ୍ସନ । କମିଶନରେଟ୍ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି । ମୋଡିଫାଏଡ ସାଇଲେସନସର ଲଗାଇଥିବା ଯୁବକଙ୍କ ବାଇକ୍‌କୁ ଜବତ କରାଯାଇଛି । ଏହାସହିତ ମୋଡିଫାଏଡ ସାଇଲେନସର ପାଇପ୍‌କୁ ବି କଟାଯାଇଛି ।  ଖବର ଅନୁଯାୟୀ, ବାଇକ୍‌ରେ କିଛି

ମିଲରମାନେ ଚାଷୀମାନଙ୍କୁ ହଇରାଣ କରନ୍ତୁ ନାହିଁ, ନଚେତ୍ ଦୃଢ଼ କାର୍ଯ୍ୟାନୁଷ୍ଠାନ

ମିଲରମାନଙ୍କୁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଚାଷୀମାନଙ୍କୁ ମିଲରମାନେ ହଇରାଣ କରନ୍ତୁ ନାହିଁ। ଯେଉଁମାନେ  ଏ ନୀତି ଆପଣେଇବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ସୂଚନା ଅନୁଯାୟୀ ରାଜ୍ୟରେ ଧାନ ସଂଗ୍ରହ