ରାଜଧାନୀରେ ସିରିଜ୍ ଦୁର୍ଘଟଣା, ମୋ ବସ୍କୁ ପିଟିଲା ଆଉ ଏକ ମୋ ବସ୍
ରାଜଧାନୀରେ ପୁଣି ସିରିଜ୍ ଦୁର୍ଘଟଣା । ଭୁବନେଶ୍ୱର ରାଜମହଲ ଛକ ନିକଟରେ ପଛକୁ ପଛକୁ ପିଟି ହେଲା ଦୁଇଟି ବସ୍ । ଦୁର୍ଘଟଣାରେ କେତେ ଜଣ ଆହତ ହୋଇଥିବା ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ହେଲେ ଦୁର୍ଘଟଣା ପରେ ରାସ୍ତା ଜାମ୍ ହୋଇଛି ।
ଖବର ଅନୁଯାୟୀ, ଗୁରୁବାର ଦିନ ସକାଳ ସମୟରେ!-->!-->!-->…
