ଡିଏଭି ପୋଖରୀପୁଟରେ ‘‘ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ବିକାଶ” ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ପାଳିତ
ଭୁବନେଶ୍ୱର : ୧୬.୦୧.୨୦୨୫ ଡିଏଭି ପୋଖରୀପୁଟରେ ବଦ୍ୟାର୍ଥୀଙ୍କ ମଧ୍ୟରେ ବିଜ୍ଞାନମନସ୍କତା , ଅନାସକ୍ତଭାବ ,ଯୁକ୍ତିଯୁକ୍ତତା ଓ ଅନ୍ୟମାନଙ୍କ ପ୍ରଭାବରୁ ମୁକ୍ତ ରହି ସ୍ୱାଧୀନ ବିଚାରଧାରା ଭଳି ବିରଳ ଗୁଣର ଅଭିବୃଦ୍ଧି ନିମନ୍ତେ ‘‘ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ବିକାଶ"ଶୀର୍ଷକ ଆଲୋଚନା ଚକ୍ର ଏକ!-->…
