ସ୍ବାସ୍ଥ୍ୟ କାର୍ଡରେ ରହିବ ସମସ୍ତ ତଥ୍ୟ: ସ୍ବାସ୍ଥ୍ୟମନ୍ତ୍ରୀ
ନୂଆ ସ୍ବାସ୍ଥ୍ୟ କାର୍ଡ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୁରୁତ୍ବପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି । ପ୍ରେସକ୍ରିପସନରୁ ମୁକ୍ତି ପାଇଁ ନୂଆ କାର୍ଡ ପ୍ରଚଳନ କରାଯିବ। କାର୍ଡରେ ସମ୍ପୃକ୍ତ କାର୍ଡ ଧାରକଙ୍କର ସମସ୍ତ ସ୍ବାସ୍ଥ୍ୟ ତଥ୍ୟ ରହିବ।
ନ୍ୟାସନାଲ ଡିଜିଟାଲ ହେଲଥ!-->!-->!-->…
