Odia News Portal
Yearly Archives

2025

ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲା: ଉତ୍ତରାଖଣ୍ଡରୁ କଟକ କ୍ରାଇମବ୍ରାଞ୍ଚ ଅଫିସରେ ପହଞ୍ଚିଲା ଶଙ୍କର…

ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ । ଉତ୍ତରାଖଣ୍ଡରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବା ପରେ କଟକ କ୍ରାଇମବ୍ରାଞ୍ଚ ଅଫିସରେ ପହଞ୍ଚିଲା ଶଙ୍କର ପୃଷ୍ଟି । କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଶଙ୍କରଙ୍କୁ…

କଟକ କାଠଯୋଡ଼ି ନଦୀରେ ବୁଡ଼ିଗଲେ ୨ ନାବାଳକ

କଟକ କାଠଯୋଡ଼ିରେ ଅଘଟଣ । ନଦୀରେ ବୁଡ଼ିଗଲେ ୨ ନାବାଳକ। ସକାଳେ ଗାଧୋଇଲାବେଳେ ୨ ଜଣ ବୁଡ଼ିଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛି । ଅପରେସନରେ ସ୍କୁବା ଡାଇଭର ଓ ଅଗ୍ନିଶମ ବିଭାଗର ୨ଟି ଟିମ୍ ସାମିଲ ଅଛନ୍ତି । ନିଖୋଜ ଦୁଇ ନାବାଳକ ହେଲେ ଭଗତପୁର…

‘ସୁଭଦ୍ରା ଶକ୍ତିମେଳା’ ଉଦ୍‌ଘାଟିତ: ନଭେମ୍ୱର ୧ ରୁ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ, ୩୦୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ…

ବ୍ୟକ୍ତିଗତ ସ୍ତରରେ ହେଉ ବା ଗ୍ରୁପ୍ ସ୍ତରରେ ହେଉ, ରାଜ୍ୟର ପ୍ରତ୍ୟେକ ମହିଳା ଯେପରି ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ୱୀ ଓ ସ୍ୱତନ୍ତ୍ରତା ହାସଲ କରି ଦକ୍ଷ ଉଦ୍ୟୋଗୀ ହେବେ, ସେଥିପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ହୋଇ କାମ କରୁଛୁ ବୋଲି ଆଜି ‘ସୁଭଦ୍ରା ଶକ୍ତି ମେଳା’ର ଦ୍ୱିତୀୟ ସଂସ୍କରଣକୁ…

ଆଜିଠୁ ମହାକାର୍ତ୍ତିକ ପଞ୍ଚୁକ: କେବଳ ବାହାରକାଠରୁ ଦର୍ଶନ, ଯାତ୍ରୀ ନେଇ ଯାଇପାରିବେନି ଯାତ୍ରୀ ପଣ୍ଡା

ଆଜିଠୁ ମହାକାର୍ତ୍ତିକ ପଞ୍ଚୁକ। ସାରା ମାସ ବ୍ରତରେ ଯେତିକି ପୁଣ୍ୟ ହୋଇନଥାଏ, ୫ ଦିନ ବ୍ରତ ପାଳନରେ ତତୋଧିକ ପୁଣ୍ୟ ହୁଏ ବୋଲି ବିଶ୍ବାସ ରହିଛି। ଏହାକୁ ବକ ପଞ୍ଚମୀ ଓ ଭୀଷ୍ମ ପଞ୍ଚକ ବୋଲି ମଧ୍ୟ କୁହାଯାଏ। ଏଥର ପଞ୍ଚୁକ ୫ ଦିନ ପରିବର୍ତ୍ତେ ଚାରିଦିନ ପଡ଼ୁଛି। କାର୍ତ୍ତିକ ଶୁକ୍ଳ ଦ୍ବାଦଶୀ…

ହିମାଚଳ ପ୍ରଦେଶରେ ଭୂକମ୍ପ ଝଟକା, ତୀବ୍ରତା ୩.୨

ଆଜି ସକାଳୁ ସକାଳୁ ଶିମଲାରେ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୩.୨ ରହିଛି । ଯାହାର କେନ୍ଦ୍ରସ୍ଥଳ ଶିମଲାରୁ ୧୦ କିଲୋମିଟର ଗଭୀରତାରେ ରହିଥିବା ଜଣାପଡିଛି । ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିନାହିଁ ।ସୂଚନାନୁଯାୟୀ, ଆଜି ପ୍ରାୟ ସକାଳ ୭ଟା ସମୟରେ ଶିମଲାରେ…

ଆସନ୍ତାକାଲି ଇସ୍ରୋର ବଡ଼ ଧମାକା, କମ୍ୟୁନିକେସନ୍ ସାଟେଲାଇଟ୍ CMS-03 ଉତକ୍ଷେପଣ ପାଇଁ ପ୍ରସ୍ତୁତ

ଆସନ୍ତାକାଲି ଇସ୍ରୋର ବଡ଼ ଧମାକା । କମ୍ୟୁନିକେସନ୍ ସାଟେଲାଇଟ୍ CMS-03 ଉତକ୍ଷେପଣ ପାଇଁ ପ୍ରସ୍ତୁତ । ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପକ୍ଷରୁ ଆସନ୍ତାକାଲି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମିଶନ୍ ପାଇଁ ପ୍ରସ୍ତୁତି ସରିଛି । ଦେଶର ସବୁଠୁ ଶକ୍ତିଶାଳୀ ରକେଟ୍ LVM3-M5…

ଭିଏତନାମରେ ବନ୍ୟା ତାଣ୍ଡବ, ୧୩ ମୃତ ଏବଂ ୧୧ ନିଖୋଜ

ଅନେକ ଅଞ୍ଚଳରେ ବର୍ତ୍ତମାନ ପ୍ରବଳ ବର୍ଷା ଲାଗି ରହିଛି । ଏହାରି ମଧ୍ୟରେ ଭିଏତନାମରେ ମଧ୍ୟ ପ୍ରବଳ ବର୍ଷା ହେଉଛି । ଯାହା ଏବେ ଭିଏତନାମର କେତେକ ଅଞ୍ଚଳରେ ବନ୍ୟା ସୃଷ୍ଟି କରିଛି । ପ୍ରବଳ ବର୍ଷା ଯୋଗୁଁ ବନ୍ୟାରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ସୂଚନାନୁଯାୟୀ, ଭିଏତନାମରେ ପ୍ରବଳ ବର୍ଷା ଯୋଗୁଁ…

ଡ୍ୟାମରେ ମରି ପଡ଼ିରହିଛି କ୍ବିଣ୍ଟାଲ କ୍ବିଣ୍ଟାଲ ମାଛ

ଅନୁଗୁଳ ଜିଲ୍ଲାର ପରଙ୍ଗ ଡ୍ୟାମରେ ମାଛ ମଡକ । ଡ୍ୟାମରେ ମରି ପଡ଼ିରହିଛି କ୍ବିଣ୍ଟାଲ କ୍ବିଣ୍ଟାଲ ମାଛ । ଡ୍ୟାମରେ ଥିବା ଛୋଟ ମାଛଠୁ ଆରମ୍ଭ କରି ବଡ଼ ବଡ଼ ମାଛ ଯାଏଁ ସବୁ ମରି ପାଣିରେ ଭାସୁଛନ୍ତି । ଏପଟେ ପାଣିର ରଙ୍ଗ ବି ଏମିତି କଳା ପଡ଼ିଛି ଯେ ଦେଖିଲେ ଭୟ ଲାଗୁଛି ।ମାଛ ମଡକ ଦେଖି…

ପଞ୍ଚୁକ ପୂର୍ବରୁ ପାତାଳୀ ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ରକୁ ଗଲା ତୁଳସୀ ରଥ

ମୋ ଜଗା ପାଖକୁ ଯିବ ମୋ ଅଗଣାର ତୁଳସୀ । କାଳିଆ ଦେହରେ ତୁଳସୀ ଲାଗିବ ବୋଲି ଭକ୍ତମାନେ ନିଜ ଅଗଣାରୁ ଫୁଲ ତୁଳସୀ ତୋଳି ଆଣି ଶ୍ରଦ୍ଧାରେ ଗୁନ୍ଥି ପକାଉଛନ୍ତି । ଆଉ ଜୟ ଜଗନ୍ନାଥ ଭଜି ଭଜି ତୁଳସୀ ମାଳା ତିଆରି କରୁଛନ୍ତି । ହଁ ଦର୍ଶକବନ୍ଧୁ, ଏ ଭକ୍ତମାନଙ୍କର ଭାବଭକ୍ତିକୁ ଦେଖି ଗାଁ ଲୋକେ ମଧ୍ୟ…

ଅଲିଭି ରିଡ଼େଲ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ପାଈଁ ମାଛ ଧରିବା ଉପରେଲାଗିଲା କଟକଣା

ବିରଳ ସାମୁଦ୍ରିକ ପ୍ରଜାତି ର ଅଲିଭି ରିଡଲେ ଙ୍କ ଆଗମନ ପାଇଁ ପୁରୀ ଜିଲ୍ଲା ଅସ୍ତରଙ୍ଗ ଦେବୀ ନାସି ରୁ କେଳୁଣୀ ମୁହାଁଣ ପର୍ଯ୍ୟନ୍ତ ସମୁଦ୍ର ରେ ମାଛ ଧରିବା ଉପରେ ଆଜି ଠୁ ଲାଗିଲା କଟକଣା। ନଭେମ୍ବର ୧ରୁ ଆସନ୍ତାବର୍ଷ ମଇ ୩୧ପର୍ଯ୍ୟନ୍ତ ଅସ୍ତରଙ୍ଗର ଦେବୀ ମୁହାଣର ଉତ୍ତର ପାର୍ଶ୍ଵ…