ଆନ୍ଧ୍ର ଉପକୂଳକୁ ମାଡ଼ି ଆସୁଛି ବାତ୍ୟା, ଓଡ଼ିଶାରେ ପ୍ରବଳ ବର୍ଷା!
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ଏହା ବାତ୍ୟାର ରୂପ ନେଇ ଆନ୍ଧ୍ରପ୍ରଦେଶର ସ୍ଥଳଭାଗ ଅଭିମୁଖେ ଅଗ୍ରଗତି କରୁଛି। ଏହା ଘଣ୍ଟା ପ୍ରତି ୧୦କିମି ବେଗରେ ଗତିକରୁଛି। ପାଣିପାଗ ନେଇ ସ୍ବତନ୍ତ୍ର ରିଲିଫ୍ କମିସନର (ଏସ୍ଆରସି) ପକ୍ଷରୁ ରେଡ୍ ୱାର୍ଣ୍ଣିଂ, ଅରେଂଜ…
