ବିଷାକ୍ତ ହେଲାଣି ବୈତରଣୀ
କେନ୍ଦୁଝରର ଜୀବନଧାରା ବୈତରଣୀ। ଦିନକୁ ଦିନ ପୁଣ୍ୟତୋୟା ଅସୁସ୍ଥ ହେବାରେ ଲାଗିଛି। ପାରିପାର୍ଶ୍ବିକ ପରିବେଶ, ଦ୍ରୁତ ଶିଳ୍ପାୟନ, ଚାଷଜମିରେ ବିପୁଳ ପରିମାଣର ରାସାୟନିକ ସାର ପ୍ରୟୋଗ କାରଣରୁ ବୈତରଣୀ ଜଳ ପିଇବାପାଇଁ ଉପଯୁକ୍ତ ନୁହେଁ କି ଜଳଜୀବମାନଙ୍କ ପାଇଁ ଉପଯୋଗୀ ନୁହେଁ ବୋଲି…
