Odia News Portal
Yearly Archives

2025

ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ, ପ୍ରସାଦ ପାଇବାରୁ ଭକ୍ତ ବଞ୍ଚିତ

ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଆଜି ପୁଣି ଥରେ ଉପବାସରେ ରହିବାକୁ ପଡ଼ିଛି। ପ୍ରଶାସନିକ ବ୍ୟବସ୍ଥା ଏବଂ ସେବାତୟଙ୍କର ମଧ୍ୟରେ ଉପଯୁକ୍ତ ସମନ୍ବୟ ରହୁ ନଥିବାରୁ ଏହିଭଳି ଅଭାବନୀୟ ଘଟଣା ପୁଣି ଥରେ ଉପୁଜିଛି, ଯେଉଁଥି ପାଇଁ ଶ୍ରଦ୍ଧାଳୁଙ୍କ ମନକୁ କୁଠାରାଘାତ…

ଏଲ ପି ଜି ଗ୍ୟାସ ସିଲିଣ୍ଡର ଓଜନର ଧରପଗଡ

ବୈଧ ଓଜନ ମାପ ନିୟନ୍ତ୍ରକ ଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ପୁରୀର ବିଭିନ୍ନ ଏଲପିଜି ଡିଲରଙ୍କ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢାଉ କରାଯାଇଥିଲା।ଏହି ଚଢ଼ାଉ ସମୟରେ ସିଲିଣ୍ଡର ଓଜନ ପାଇଁ ବ୍ୟବହାର ହେଉଥିବା ଓଜନ ମେସିନର ଯାଞ୍ଚ ମଧ୍ୟ କରାଯାଇଥିଲା। ଏହା ସହିତ, ଭର୍ତ୍ତି ହୋଇଥିବା ଏଲପିଜି…

ପବିତ୍ର ଅଁଳା ନବମୀ ଉପଲକ୍ଷେ ଦେବନୀତି ନିର୍ଘଣ୍ଟ।

ଶ୍ରୀ ଶ୍ରୀ ସାକ୍ଷୀ ଗୋପାଳ ମନ୍ଦିର ରେ ଚଳିତ ମାସ ୩୧ ତାରିଖରେ ଅନୁଷ୍ଠିତ ହେବ ପ୍ରସିଦ୍ଧ ଅଁଳା ନବମୀ ଓ ରାଧା ପାଦ ଦର୍ଶନ।ଶ୍ରୀ ଶ୍ରୀ ସାକ୍ଷୀ ଗୋପାଳ ସେବାୟତ ସଂଘ ପକ୍ଷରୁ ଏଥିପାଇଁ ଦେବ ନୀତି ନିର୍ଘଣ୍ଟ ହୋଇଛି।ଗତକାଲି ଅପରାହ୍ନରେ ପଞ୍ଚସଖା ସ୍ମୃତି ଭବନ ଠାରେ ଅନୁଷ୍ଠିତ ଦ୍ବିତୀୟ ସମନ୍ୱୟ…

ଅଧା ରହିଗଲା ଜଗା ଦର୍ଶନ, ୨୨ପାହାଚରେ ଟଳି ପଡିଲେ ଭକ୍ତ

ଅଧା ରହିଗଲା ଜଗା ଦର୍ଶନ, ସାତ ପାହାଚରେ ଟଳି ପଡିଲେ ଭକ୍ତ । ଜଗା ଦର୍ଶନ କରିବା ପୂର୍ବରୁ ଚାଲିଗଲା ଜଣେ ଭକ୍ତଙ୍କ ଜୀବନ । ନୂଆଦିଲ୍ଲୀର ୭୬ବର୍ଷୀୟ ମୁଲ ଚାନ୍ଦ ଗୁପ୍ତା ସପରିବାର ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିଥିଲେ । ମହାପ୍ରଭୁଙ୍କ ଦର୍ଶନ ପାଇଁ ସାତପାହାଚ ଦେଇ…

ଏୟାର ଇଣ୍ଡିଆ ବସରେ ଲାଗିଲା ନିଆଁ

ଦିଲ୍ଲୀ ଏୟାରପୋର୍ଟରେ ଜଳିଲା ବସ୍ । ଦିଲ୍ଲୀ ବିମାନବନ୍ଦରରେ ଟର୍ମିନାଲ ୩ରେ ଥିବା ଏକ ବସ୍ ଜଳିଯାଇଛି । ବିମାନବନ୍ଦରର ଟର୍ମିନାଲ ୩ରେ ଏକ ଏୟାର ଇଣ୍ଡିଆ ବସରେ ନିଆଁ ଲାଗିଛି । ତୁରନ୍ତ ଘଟଣା ସ୍ଥଳରେ ଅଗ୍ନିଶମ ଟିମ ପହଞ୍ଚି ନିଆଁକୁ ଆୟତ୍ତ କରାଯାଉଛି । ତେବେ ଘଟଣା ଘଟିବା ବେଳେ କେହି ବସରେ…

କେନିଆରେ ବିମାନ ଦୁର୍ଘଟଣା, ୧୨ ଜଣଙ୍କ ଜୀବନ ଯାଇଥିବା ଆଶଙ୍କା

କେନିଆରେ ବଡ଼ ବିମାନ ଦୁର୍ଘଟଣା । ବିମାନ ଦୁର୍ଘଟଣା କେନିଆର ତଟବର୍ତ୍ତୀ ଅଞ୍ଚଳରେ ହୋଇଛି । ଘଟଣାରେ ୧୨ ଣ ଲୋକଙ୍କ ଜୀବନ ଯାଇଥିବା କୁହାଯାଉଛି । କେନିଆ ଅଧିକାରୀ ଏହି ଦୁର୍ଘଟଣା ବିଷୟରେ ସୂଚନା ଦେଇଛନ୍ତି । ଅଧିକାରୀଙ୍କ କହିବା ମୁତାବକ, ବିମାନଟି ମାସାଇ ମାରା ରାଷ୍ଟ୍ରୀୟ ରିଜର୍ଭରେ ଏକ ଲୋକ…

ରାଫେଲରେ ଉଡ଼ିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉଡ଼ିବା ପୂର୍ବରୁ ଦିଆଗଲା ଗାର୍ଡ ଅଫ ଅନର

ହରିୟାଣାର ଅମ୍ବାଲା ଏୟାରବେସରୁ ରାଫେଲ ଯୁଦ୍ଧବିମାନରେ ଉଡ଼ିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଦିନ ଅମ୍ବାଲା ବାୟୁସେନା ଷ୍ଟେସନରୁ ଏକ ରାଫେଲ ଯୁଦ୍ଧ ବିମାନରେ ଉଡ଼ାଣ ଭରିଛନ୍ତି । ରାଷ୍ଟ୍ରପତି ମୁର୍ମୁ ରାଫେଲ ଲଢ଼ୁଆ ବିମାନରେ ଉଡ଼ିବାର ପ୍ରଥମ…

ଆନ୍ଧ୍ର-ଓଡ଼ିଶା ଯୋଗାଯୋଗ ବିଚ୍ଛିନ୍ନ

ସୀଓଡ଼ିଶା ମାନ୍ତ ଆନ୍ଧ୍ରର ଆରକୁରେ ବାତ୍ୟା ‘ମୋନ୍ଥା’ର ପ୍ରଭାବ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ଯୋଗୁ କୋରାପୁଟ-କୋତାୱାଲସା ରେଳ ଲାଇନ୍‌ ଧୋଇଯାଇଛି। ଚମିଟିପାଲୀ ନିକଟରେ ରେଳଧାରଣା ଉପରେ ପାଣି ପ୍ରବାହିତ ହେବାରୁ ରେଳ ଲାଇନ କ୍ଷତିଗ୍ରସ୍ତ ହୋଇଛି। ଫଳରେ କୋରାପୁଟ-କୋତାୱାଲସା…

ପୁଲିସ ଏସ୍‌ଆଇ ନିଯୁକ୍ତି କେଳେଙ୍କାରୀ ମାମଲାରେ ଗିରଫ ହୋଇଥିବା ୧୧୪ଜଣଙ୍କୁ ଜାମିନ୍

ବ୍ରହ୍ମପୁର: ଓଡ଼ିଶା ପୁଲିସ୍ ରିକ୍ରୁଟମେଣ୍ଟ ବୋର୍ଡ (ଓପିଆର୍‌ବି) ଦ୍ୱାରା ପରିଚାଳିତ ହେବାକୁ ଥିବା ଓଡ଼ିଶା ପୁଲିସ ସନ୍‌ଇନ୍‌ସ୍ପେକ୍ଟର (ଏସ୍‌ଆଇ) ନିଯୁକ୍ତି କେଳେଙ୍କାରୀ ମାମଲାରେ ଗିରଫ ହୋଇଥିବା ୧୧୪ଜଣ ଆଶାୟୀଙ୍କୁ ଜାମିନ ମିଳିଛି। ସେମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି…

ହାତୀ ଉପଦ୍ରବ ନଷ୍ଟ କଲେ ଫସଲ, ସାଧାରଣ ଜନତା ଭୟଭୀତ

ରାୟଗଡ଼ା ଜିଲ୍ଲା ମୁନିଗୁଡା ରେଞ୍ଜରେ କିଛି ଦିନ ହେଲା ହାତୀ ଉପଦ୍ରବ ଆରମ୍ଭ କରିଥିବାରୁ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହେବା ସହ ଚିନ୍ତା ବଢ଼ାଇଛି। ଗାଁ ମୁହାଁ ହୋଇ ହାତୀପଲ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ଜଙ୍ଗଲ ଛାଡ଼ି ଜନବସତିରେ କରୁଛନ୍ତି ଉପଦ୍ରବ। ଧାନ ଖାଇବା ସହ ଅନ୍ୟାନ୍ୟ ଫସଲ…