ମାଲବାହୀ ଟ୍ରେନ ହଠାତ୍ ଲାଇନଚ୍ୟୁତ ରାଉରକେଲା-ରାଞ୍ଚି ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ
ବୁଧବାର ସକାଳେ ରାଉରକେଲା-ରାଞ୍ଚି ମୁଖ୍ୟ ରେଳ ମାର୍ଗରେ ଏକ ବଡ଼ ଦୁର୍ଘଟଣା ଏଡାଇ ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବାନୋ ଏବଂ କନରାୱା ରେଳବାଇ ଷ୍ଟେସନ ମଧ୍ୟରେ କିଲୋମିଟର ସଂଖ୍ୟା 524/34 ନିକଟରେ ମିଳିତ ଲାଇନ ନମ୍ବର ଦୁଇରେ ସକାଳ ପ୍ରାୟ 10 ଟା ସମୟରେ ଏକ BSCS ମାଲବାହୀ…
