Odia News Portal
Yearly Archives

2025

ପଞ୍ଚୁକ ପାଇଁ ବଡ଼ଦାଣ୍ଡରେ ବ୍ୟାରିକେଡ୍‌

ସରିସରି ଆସୁଛି କାର୍ତ୍ତିକ। ପାଖେଇଲାଣି ପଞ୍ଚୁକ। ଶ୍ରୀକ୍ଷେତ୍ରକୁ ଛୁଟୁଛି ଭକ୍ତଙ୍କ ସୁଅ। ମହାପ୍ରଭୁଙ୍କ ଦର୍ଶନ ପାଇଁ ବିପୁଳ ଭକ୍ତ ସମାଗମ ଯୋଗୁଁ ଯନ୍ତ୍ରଣା ଦେଉଛି ଦର୍ଶନ ବ୍ୟବସ୍ଥା। ଭକ୍ତ ଚାରିଦ୍ବାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରୁଥିଲେ ହେଁ ଘଣ୍ଟାଘଣ୍ଟା ଧାଡ଼ିରେ ଠେଲାପେଲା ଯୋଗୁଁ…

ଦକ୍ଷିଣ ଓଡ଼ିଶା ଦାୟିତ୍ବରେ ୪୦ ଅଗ୍ନିଶମ ଟିମ୍: ଏନ୍‌ଡିଆର୍‌ଏଫ୍‌ର ତିନି ଟିମ୍‌ ଗଲା ଶ୍ରୀକାକୁଲମ, ଭାଇଜାଗ୍

ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ୨୮ ତାରିଖ ସୁଦ୍ଧା ବାତ୍ୟା ରୂପ ନେବାକୁ ଯାଉଥିବା ବେଳେ ଏଥିପାଇଁ ରାଜ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଅଗ୍ନିଶମ ବିଭାଗ ପକ୍ଷରୁ ଦକ୍ଷିଣ ଓଡ଼ିଶା ପାଇଁ ୪୦ଟି ଟିମ୍ ପ୍ରସ୍ତୁତ କରିଥିବା ବେଳେ ଏନ୍‌ଡିଆରଏଫ୍‌ ମଧ୍ୟ…

ଚିତାବାଘ ଚମଡ଼ା ସହ ଦୁଇ ଅଭିଯୁକ୍ତ ଗିରଫ

ରବିବାର ଦିନ ସୋନପୁର ଜିଲ୍ଲାରେ ଏକ ଚିତାବାଘ ଚମଡ଼ା ଜବତ କରିବା ପରେ ସ୍ପେଶାଲ୍ ଟାସ୍କ ଫୋର୍ସ (STF) ଦୁଇ ଜଣଙ୍କୁ ଗିରଫ କରିଛି ।  ଗିରଫ ବ୍ୟକ୍ତିମାନେ ଟୁନିଖାମର ଗ୍ରାମର ପ୍ରକାଶ କନହର ଏବଂ ବୌଦ୍ଧ ଜିଲ୍ଲାର ବୁଡିଖାମର ଗ୍ରାମର ରଞ୍ଜିତ ଭୋକ୍ତା ବୋଲି  ଜଣାଯାଇଛି। ସୂଚନା ଆଧାରରେ, ବୌଦ୍ଧ…

ଆନ୍ଧ୍ର ଉପକୂଳକୁ ମାଡ଼ି ଆସୁଛି ବାତ୍ୟା, ଓଡ଼ିଶାରେ ପ୍ରବଳ ବର୍ଷା!

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ଏହା ବାତ୍ୟାର ରୂପ ନେଇ ଆନ୍ଧ୍ରପ୍ରଦେଶର ସ୍ଥଳଭାଗ ଅଭିମୁଖେ ଅଗ୍ରଗତି କରୁଛି। ଏହା ଘଣ୍ଟା ପ୍ରତି ୧୦କିମି ବେଗରେ ଗତିକରୁଛି। ପାଣିପାଗ ନେଇ ସ୍ବତନ୍ତ୍ର ରିଲିଫ୍‌ କମିସନର (ଏସ୍‌ଆରସି) ପକ୍ଷରୁ ରେଡ୍‌ ୱାର୍ଣ୍ଣିଂ, ଅରେଂଜ…

ବିନିକାରେ ନକଲି ନୋଟ୍ ରାକେଟ୍ ଠାବ, ୪ ଲକ୍ଷ ୧୫ ଶହ ଟଙ୍କାର ନକଲି ନୋଟ୍ ଜବତ

ବିନିକାରେ ନକଲି ନୋଟ୍ ରାକେଟ୍ ଠାବ । ସୁବର୍ଣ୍ଣପୁର ବିନିକା ଅଞ୍ଚଳରେ ଚାଲିଥିଲା ବଡ଼ ଧରଣର ନକଲି ନୋଟ ରାକେଟ୍। ବିଭିନ୍ନ ସ୍ଥାନରେ ଚଢାଉ କରି ୪ଲକ୍ଷ ୧୫ଶହ ଟଙ୍କାର ନକଲି ନୋଟ୍ ଜବତ କରିଛି ପୋଲିସ । ଏଥିରେ ସଂପୃକ୍ତ ଥିବା ଫୁଲମୁଠି ଗାଁର ଅଭିଷେକ ହୋତା, ବିନିକା ବେତେରାପଡ଼ାର ଅଶୋକ ନାଏକ…

ବାତ୍ୟାକୁ ନେଇ ଚିନ୍ତାରେ ମକା ଚାଷୀ

ସମ୍ଭାବ୍ୟ ବାତ୍ୟା ମୋନ୍ଥା କୁ ନେଇ ଚାଷୀକୁଳ ଏବେ ଚିନ୍ତାରେ l ଗଜପତି ଜିଲ୍ଲାରେ ମକା ଚାଷ ଅନ୍ୟତମ ପ୍ରମୁଖ ଚାଷ ହୋଇଥିବା ବେଳେ ବାତ୍ୟା କୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଚାଷୀ l ବାତ୍ୟା ହେଲେ ସୁନାର ଫସଲ ଉଜୁଡି ଯିବ l ତେଣୁ ତରବରିଆ ଭାବେ ଜମିରୁ ମକା ଫସଲ କୁ ଅମଳ କରି ସୁରକ୍ଷିତ…

ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ବ୍ୟାଙ୍କ ଅଧିକାରୀ ରବିନ୍ଦ୍ର ନାଥ ପାଢୀଙ୍କ ପରଲୋକ

ଭୁବନେଶ୍ୱର (୨୬ ଅକ୍ଟୋବର ୨୦୨୫): ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ପୂର୍ବତନ ଚିଫ୍ ମ୍ୟାନେଜର ତଥା ବିଶିଷ୍ଟ ସମାଜସେବୀ ରବିନ୍ଦ୍ର ନାଥ ପାଢୀ ଗତ ଶୁକ୍ରବାର ଦିନ ୭୫ ବର୍ଷ ବୟସ୍‌ରେ ପରଲୋକଗମନ କରିଛନ୍ତି। ତାଙ୍କ ମୃତଦେହକୁ ଅପରାହ୍ନରେ ପୁରୀ ସ୍ୱର୍ଗଦ୍ୱାର ଠାରେ ଆତ୍ମୀୟ ସ୍ବଜନ ଓ ପରିବାରବର୍ଗଙ୍କ…

ଆଜି ଶେଷ ଦିନରେ ମା ଭଦ୍ରକାଳୀଙ୍କ ମହାଲକ୍ଷ୍ମୀ ବେଶ

ମା ଭଦ୍ରକାଳୀଙ୍କର ସପ୍ତ ମାତୃକା ବେଶର ଆଜି ହେଉଛି ଅନ୍ତିମ ଦିନ। ଆଜି ଶେଷ ଦିନରେ ମା ଭଦ୍ରକାଳୀ ମହାଲକ୍ଷ୍ମୀ ବେଶରେ ପୂଜା ପାଉଛନ୍ତି। ମାଙ୍କର ମହାଲକ୍ଷ୍ମୀ ବେଶ ଦର୍ଶନ କରିବା ପାଇଁ ସକାଳୁ ସକାଳୁ ହଜାର ହଜାର ଭକ୍ତ ମାଙ୍କ ମନ୍ଦିର ପରିସରରେ ଉପସ୍ଥିତ ହୋଇ ପୂଜା ଅର୍ଚ୍ଚନା କରୁଛନ୍ତି।…

ବାତ୍ୟା ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ୩ଦିନ ପ୍ରବଳ ବର୍ଷିବ, ୨୮ରୁ ବଢିବ ବର୍ଷାର ପରିମାଣ

ବାତ୍ୟା ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ୩ଦିନ ପ୍ରବଳ ବର୍ଷା ହେବ । ବାତ୍ୟା ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ୨୭ରୁ ୨୯ ଯାଏ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆସନ୍ତାକାଲି ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି…

ମହାକାଳପଡ଼ାରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ମହିଳାଙ୍କ ସମେତ ୩ ଜଣଙ୍କୁ ଆକ୍ରମଣ

ମହାକାଳପଡ଼ା ବ୍ଲକ୍‌ ସୁନୀତି ପଞ୍ଚାୟତରେ ଆଜି ଦୁର୍ବୃତ୍ତଙ୍କ ଆତଙ୍କରାଜକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଦୁର୍ଘଟଣାଗ୍ରସ୍ତ ଦୁଇ ବାଇକ୍‌ ଆରୋହୀଙ୍କ ସମେତ ଜଣେ ମହିଳାଙ୍କୁ ମାଡ଼ ମାରିଛନ୍ତି। ଖଣ୍ଡା ବୁଲାଇ ଲୋକଙ୍କୁ ଭୟଭୀତ କରିଛନ୍ତି। ଏହି ଘଟଣାର ପ୍ରତିବାଦରେ ଲୋକେ ଟାୟାର…