ନୂଆପଡ଼ାରେ ପୁଲିସ ମହାନିର୍ଦ୍ଦେଶକ: ଉପନିର୍ବାଚନ ପରିଚାଳନା ଓ ମାଓ ସ୍ଥିତି ଉପରେ ସମୀକ୍ଷା
ନୂଆପଡ଼ା ଉପନିର୍ବାଚନ ପାଇଁ ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଶନିବାର ନୂଆପଡ଼ା ଗସ୍ତରେ ଆସିଛନ୍ତି। ଡିଜିପି ଶ୍ରୀ ଖୁରାନିଆ ପ୍ରଥମେ ଓଡ଼ିଶା-ଛତିଶଗଡ଼ ସୀମାରେ ଥିବା ସୁନାବେଡ଼ା ଓ ଦାତୁନାମା ସିଆର୍ପିଏଫ୍ କ୍ୟାମ୍ପ ଓ ପରେ ଜାମଗାଁରେ ଅବସ୍ଥିତ ଆଇଆର ବାଟାଲିୟନ୍…
