Odia News Portal
Yearly Archives

2025

କଫି ଚାଷ ପାଇଁ ୪ ଲକ୍ଷ ହେକ୍ଟର ଜମିରେ ସମ୍ଭାବନା ରହିଛି।

କଫି ଚାଷ ପାଇଁ ୪ ଲକ୍ଷ ହେକ୍ଟର ଜମିରେ ସମ୍ଭାବନା ରହିଛି। କିନ୍ତୁ ହେଉଛି ୪ ହଜାର ହେକ୍ଟର ଜମିରେ। ଅନୁକୂଳ ପାଗ, ବ୍ୟାପକ ସୁବିଧା ସୁଯୋଗ ଓ ନିଆରା ସ୍ବାଦ ସତ୍ତ୍ବେ ବିଶ୍ବ ବଜାରରେ କୋରାପୁଟ କଫି ଆଗକୁ ବଢ଼ିପାରୁନି। କଫି ବୋର୍ଡ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ରୋଡ୍…

ଗଞ୍ଜଇ ସହ ବାଇକ୍‌, କାର୍‌ ଜବତ, ୩ ଗିରଫ

ସୁବର୍ଣ୍ଣପୁରଜିଲ୍ଲା ପୁଲିସ ପକ୍ଷରୁ ଚାଲିଥିବା ଅପରେସନ ପ୍ରହାରରେ ସଫଳତା ମିଳିଛି। ବିନିକା ଥାନା ପୁଲିସ ୧୦୧ ‌କେଜି ଗଞ୍ଜେଇ ସହ ଏକ ନମ୍ବରବିହୀନ କାର୍‌, ବାଇକ୍‌ (ଓଡି ୧୫ ଏବି ୩୮୭୫) ଜବତ କରିଛି। ଏହି କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ ଜଣେ ମହିଳା ଓ ୨ ଜଣ ପୁରୁଷଙ୍କୁ…

ମଦ ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ମହିଳା: ବିକିଲେ କିମ୍ବା ପିଇଲେ ଜରିମାନା ନିଷ୍ପତ୍ତି

ପାପଡ଼ାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତ କଣ୍ଟାସାରୁ, ରାବଣଗୁଡ଼ା, ମୁଣ୍ଡିଗୁଡ଼ା ଗ୍ରାମବାସୀ ମଦ ବିକ୍ରି ବନ୍ଦ ପାଇଁ ଅଣ୍ଟା ଭିଡ଼ିଛନ୍ତି। ୩ ଖଣ୍ଡ ଗ୍ରାମର ମହିଳା କଣ୍ଟାସାରୁ ଗ୍ରାମରେ ଏକତ୍ରିତ ହୋଇ ଏ ନେଇ ବୈଠକ କରିବା ସହ ଲୋକଙ୍କୁ ସଚେତନ କରିଛନ୍ତି। ଗ୍ରାମରେ ମଦ ବିକ୍ରି ସମ୍ପୂର୍ଣ୍ଣ…

ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡ଼ି ମତଦାନରୁ ବିରତ ରହିବ

ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ମତଦାନରୁ ବିରତ ରହିବ। ଆଜି ଏନେଇ ଦଳର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଜେଡି ଉଭୟ ଏନଡିଏ ଓ ଇଣ୍ଡି ମେଣ୍ଟଠାରୁ ସମଦୂରତା ବଜାୟ ରଖିଛି। ଏଣୁ ଦଳ ସଭାପତି ନବୀନ ପଟ୍ଟନାୟକ ଏହି…

ଉତ୍କଳ ବିଶ୍ଵବିଦ୍ୟାଳୟରେ ମୋହନ ସରକାରଙ୍କ ସର୍ଜିକାଲ ଷ୍ଟ୍ରାଇକ୍ ଆରମ୍ଭ: ବିଜେପି ଯୁବମୋର୍ଚ୍ଚା

ଉତ୍କଳ ବିଶ୍ଵବିଦ୍ୟାଳୟରୁ ଅଣଛାତ୍ରଙ୍କୁ ତଡିବା ପ୍ରସଙ୍ଗରେ ବିଜେପି ଯୁବମୋର୍ଚ୍ଚା ପ୍ରତିକ୍ରିୟା ଦେଇଛି। ବିଜେଡ଼ି ଓ କଂଗ୍ରେସ କ’ଣ ପାଇଁ ପ୍ରତିକ୍ରିୟାଶୀଳ ହେଉଛନ୍ତି। ଯଦି ଆମ ଦଳର ଅଧିକ ଅଣଛାତ୍ର ଥିଲେ, ତାହାଲେ ଆମେ ପ୍ରତିକ୍ରିୟାଶୀଳ ହେବା କଥା। ଏଥିରେ ବିଜେଡି ଓ କଂଗ୍ରେସ ଦଳକୁ…

ବାଣୀବିହାର କ୍ୟାମ୍ପସ୍‌ରୁ ବାହାରିବେ ଅଣଛାତ୍ର, ଆରମ୍ଭ ହେଲା ପୁଲିସ ରେଡ୍‌

ଅଣଛାତ୍ର ମୁକ୍ତ ହେବ ଉତ୍କଳ ବିଶ୍ୱବିଦ୍ୟାଳୟ । ଆଜି ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ରାବାସ ଗୁଡ଼ିକ ଉପରେ ରେଡ୍‌ କରିବ କମିସନରେଟ୍ ପୁଲିସ । ଦିନ ୧୦.୩୦ମିନିଟ୍ ପରଠୁ ବିଭିନ୍ନ ହଷ୍ଟେଲରେ ଛାପା ମାରିବା ଆରମ୍ଭ କରିଛି । ଉତ୍କଳ ୟୁନିଭର୍ସିଟି ହଷ୍ଟେଲ ୧, ୨, ୩ ଓ ୫ ହଷ୍ଟେଲରୁ ବିଦା ହେବେ…

ଇସ୍ରାଏଲ ଉପରେ ୟେମେନର ଡ୍ରୋନ୍ ଆକ୍ରମଣ

କିଛି ଦିନର ନିରବତା ପରେ ମଧ୍ୟପ୍ରାଚ୍ୟରେ ପୁଣି ବଡ଼ ଉତ୍ତେଜନା ସୃଷ୍ଟି ହୋଇଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ଆଜି କହିଛି ଯେ ୟେମେନ ଇସ୍ରାଏଲ ସୀମା ଭିତରକୁ ବ୍ୟାପକ ଡ୍ରୋନ୍ ଆକ୍ରମଣ କରିଛି।   ଆଜି ଅଚାନକ ୟେମେନର ଡ୍ରୋନ୍‌ ଆକ୍ରମଣ  ଉତ୍ତେଜନା ସୃଷ୍ଟି କରିଛି।   ଇସ୍ରାଏଲ…

ଉତ୍ତର ଭାରତ ବନ୍ୟା ମୃତ୍ୟୁସଂଖ୍ୟା ୫ ଶହ ଟପିଲା

ଉତ୍ତରଭାରତ ଦଶନ୍ଧି ମଧ୍ୟରେ ସବୁଠାରୁ ଭୟାବହ ମୌସୁମୀ ବର୍ଷାର ସମ୍ମୁଖୀନ ହୋଇଛି। ପଞ୍ଜାବ, ଉତ୍ତରାଖଣ୍ଡ, ଜମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ ଏବଂ ଦିଲ୍ଲୀର କିଛି ଅଂଶରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଜୁନ୍‌ ମାସରୁ ଏ ପର୍ଯ୍ୟନ୍ତ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଅଚାନକ ବନ୍ୟାରେ…

ପାହାଡ଼ ଚଢ଼ିପାରିଲାନି ଆମ୍ବୁଲାନ୍ସ: ୫ କିମି ଭାରରେ ବୁହାହେଲେ ରୋଗୀ

ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ଟେମୁରୁପାଲ୍ଲୀ ପଞ୍ଚାୟତର ତୁଳସୀ ପାହାଡ଼ ରାସ୍ତା ମରଣଯନ୍ତା ପାଲଟିଛି। ମରାମତି ଅଭାବରୁ ପାହାଡ଼ ଉପରେ ଥିବା ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ। ଫଳରେ ୫ କିମି ଭାରରେ ବୁହା ହୋଇ ଆସିଲେ ରୋଗୀ। ତୁଳସୀ ଗାଁର ମଙ୍ଗଳଦେଇ ଦୁରୁଆ ରୋଗରେ…

ଭିତରକନିକା ଜଙ୍ଗଲରେ ମା’ପୁଅ ନିଖୋଜ

ଭିତରକନିକା ଜାତୀୟ ଉଦ୍ୟାନକୁ କଙ୍କଡ଼ା ଧରିବା ପାଇଁ ଯାଇଥିବା ମା’-ପୁଅ ପାଞ୍ଚଦିନ ହେଲା ନିଖୋଜ ହୋଇଯାଇଛନ୍ତି। ନିଖୋଜ ଦୁଇଜଣ ହେଲେ ଦେବେନ୍ଦ୍ରନାରାୟଣପୁର ଗ୍ରାମର ଦିଲ୍ଲୀପ ମିର୍ଦ୍ଧାଙ୍କ ପତ୍ନୀ ଅଞ୍ଜନା ମିର୍ଦ୍ଧା (୪୫) ଓ ପୁଅ ରତୀନ୍ଦ୍ର ମିର୍ଦ୍ଧା (୧୮)। ଆଜି ଏ ନେଇ ଖବର ପାଇବା ପରେ…