Odia News Portal
Yearly Archives

2025

କଂଗ୍ରେସ କନ୍ଦଳ ତେଜୁଛି: ମୋକିମଙ୍କ ବୟାନକୁ ନିନ୍ଦା‌ କଲେ ଜୟଦେବ, ଅନନ୍ତ, ସୁର, ଦଳ ଭିତରେ ଛକାପଞ୍ଝା

କଂଗ୍ରେସର ପରିଚାଳନା ନେଇ ଅସନ୍ତୋଷ ପ୍ରକାଶ କରି ଦଳର ନେତ୍ରୀ ସୋନିଆ ଗାନ୍ଧୀଙ୍କ ନିକଟକୁ ଚିଠି ଲେଖିଛନ୍ତି କଂଗ୍ରେସର ବରିଷ୍ଠ ନେତା ମହମ୍ମଦ ମୋକିମ୍‌। ଏହାକୁ ନେଇ କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ ହୋଇଛି। କିଛି ବରିଷ୍ଠ ‌ନେତା ଏ ସମ୍ପର୍କରେ ମୁହଁ ଖୋଲିଥିଲା ବେଳେ ଅନ୍ୟମାନେ…

ସତ୍ୟବିହାର ସ୍ଥିତ ଏକ ବାର୍ ରେ ଭୟାବହ ଅଗ୍ନିକାଣ୍ଡ, ଘଟଣାସ୍ଥଳରେ ଅଗ୍ନିଶମବାହିନୀ

ରାଜଧାନୀର ସତ୍ୟବିହାରରେ ଥିବା ଏକ ବାରରେ ଲାଗିଛି ନିଆଁ। ହୁତୁହୁତୁ ହୋଇ ଜଳୁଛି ବିଲ୍ଡିଂ। ସମଗ୍ର ଅଞ୍ଚଳ ଧୂଆଁମୟ। ଘଟଣାସ୍ଥଳରେ ଦୁଇଟି ଦମକଳ ବାହିନୀ ନିଆଁଲିଭା କାମରେ ନିୟୋଜିତ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ।ସୂଚନା ଅନୁଯାୟୀ ସକାଳ ୮ଟା ୫୦ ମିନିଟ୍ ସମୟରେ ସତ୍ୟବିହାରରେ…

ବଣାଇଁରେ ଚାଞ୍ଚଲ୍ୟ: ବଳଦକୁ ଖାଇଦେଲା ବୋଲି ବିଷ ଦେଇ ବାଘକୁ ମାରିଦେଲେ, ଅଭିଯୁକ୍ତ ଅଟକ

ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ବନ ବିଭାଗର ତାମରା ରେଞ୍ଜ କୁସୁମଡିହି ସଂରକ୍ଷିତ ଜଙ୍ଗଲରେ ଏକ କଲରାପତରିଆ ବାଘୁଣୀର ମୃତ୍ୟୁ ହୋଇଥିବାର ଖବର ମିଳିଛି। ମୃତ ବାଘୁଣୀର ବୟସ ପ୍ରାୟ ୧୨ ବର୍ଷ ବୋଲି ଜଣାଯାଇଛି। ମୃତ୍ୟୁର କାରଣ ବିଷକ୍ରିୟା ବୋଲି ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ଘଟଣାସ୍ଥଳରେ…

ଘରୁ ଟାଣିନେଇ ମହିଳାଙ୍କୁ ଦଳିଦେଲା ହାତୀ, ଗାଁକୁ ଗାଁ ବୁଲୁଛନ୍ତି ହାତୀ ପଲ

ବଙ୍ଗୋମୁଣ୍ଡା ରେଞ୍ଜ ଛତରଦାଣ୍ଡି ଜଙ୍ଗଲରେ ୩୦ ଟିକିଆ ହାତୀ ପଲଙ୍କ ଉପଦ୍ରବ ବୃଦ୍ଧି ପାଇଛି । ୩୦ ଟିକିଆ ହାତୀ ପଲ ଚଳପ୍ରଚଳ କରୁଥିବା ବେଳେ ଗାଁକୁ ଗାଁ ଯାଇ ଘରଦ୍ୱାର ଭାଙ୍ଗୁଛନ୍ତି । ଗତ ରାତିରେ ତୁରେକେଲା ବ୍ଲକ ସାନବାଙ୍କି ଗ୍ରାମର ଜଣେ ମହିଳାଙ୍କୁ ହାତୀ ଦଳିଦେଇଛି । ମୃତ ମହିଳା ଜଣକ…

ତିରୁପତି ମନ୍ଦିରରେ ୫୪ କୋଟି ଟଙ୍କାର ଶାଲ୍‌ ଦୁର୍ନୀତି: ରେଶମ ନାମରେ ପଲିଷ୍ଟର୍‌ ଶାଲ୍‌ ବିକ୍ରି

ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁମାଲା ମନ୍ଦିର ପରିଚାଳନା କରୁଥିବା ଟ୍ରଷ୍ଟ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ୨୦୧୫ରୁ ୨୦୨୫ ପର୍ଯ୍ୟନ୍ତ ୧୦ ବର୍ଷ ଭିତରେ ୫୪ କୋଟି ଟଙ୍କାର ଶାଲ୍‌ ଦୁର୍ନୀତିରେ ଜଡ଼ିତ ଥିବା ଜଣାପଡ଼ିଛି। ଆଭ୍ୟନ୍ତରୀଣ ଭିଜିଲାନ୍ସ ଅନୁସନ୍ଧାନ ପରେ ଏହି…

ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍, କୌଣସି ସ୍ବାସ୍ଥ୍ୟକେନ୍ଦ୍ରରୁ ଫିଙ୍ଗା ଯାଇଥିବା ସନ୍ଦେହ

ରୋଗୀଙ୍କୁ ଦେଲେନି, ଫିଙ୍ଗିଦେଲେ । ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍ । ବାଲେଶ୍ଵର ରେମୁଣା ବ୍ଲକ ଶ୍ରୀଜଙ୍ଗ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଠାରୁ ମାତ୍ର କିଛି ଦୂରରେ ତୁଣ୍ଡରା ରାସ୍ତାପାର୍ଶ୍ବରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ରାସ୍ତାପାଖ ଅଳିଆ ଗଦାରେ ପଡିଛି ଅବଧି…

ଗୋଆ ନାଇଟ୍ କ୍ଲବ ଅଗ୍ନିକାଣ୍ଡ ମାମଲା, ଫେରାର ଲୁଥ୍ରା ବ୍ରଦର୍ସଙ୍କ ପାସପୋର୍ଟ ସସପେଣ୍ଡ୍

ଗୋଆ ନାଇଟ୍ କ୍ଲବ ଅଗ୍ନିକାଣ୍ଡ ମାମଲାରେ ଫେରାର ଲୁଥ୍ରା ବ୍ରଦର୍ସଙ୍କ ପାସପୋର୍ଟ ସସପେଣ୍ଡ୍ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅନୁମୋଦନ ପରେ ଲୁଥ୍ରା ବ୍ରଦର୍ସଙ୍କ ପାସପୋର୍ଟ ସସପେଣ୍ଡ୍ କରାଯାଇଛି । ପାସପୋର୍ଟ ସସପେଣ୍ଡ୍ ପରେ ଅନ୍ୟ କୁଆଡେ ଯାତ୍ରା କରିପାରିବେନି ଲୁଥ୍ରା ବ୍ରଦର୍ସ ।…

୪ କୁଖ୍ୟାତ ମାଓବାଦୀ ସମେତ ୧୧ଜଣଙ୍କ ଆତ୍ମସମର୍ପଣ

ଛତିଶଗଡ଼ଜିଲ୍ଲା କାଙ୍କେର ପୁଲିସ ବୁଧବାର ମାଓ ବିରୋଧୀ ଅଭିଯାନ କ୍ରମରେ ବଡ଼ ସଫଳତା ହାସଲ କରିଛି। ଜିଲ୍ଲା ମୁଖ୍ୟାଳୟରେ ୨୩ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ୪ ଜଣ ମାଓବାଦୀ ସୁରକ୍ଷା ବାହିନୀଙ୍କୁ ଅସ୍ତ୍ର ସମର୍ପଣ କରିଛନ୍ତି। ମହାରାଷ୍ଟ୍ରର ଗଡ଼ଚିରୋଲିରେ ମଧ୍ୟ ୮୨ ଲକ୍ଷ ଟଙ୍କା ପୁରସ୍କାର…

ଗାଈକୁ ମାରି ଖାଇଲା ବାଘ, ବାଘ ପାଦଚିହ୍ନ ଦେଖି ଲୋକେ ଭୟଭୀତ

କଣ୍ଟାମାଳ ସମାକୂପା ଗାଁରେ ବାଘ ଆତଙ୍କ । ଗାଈକୁ ମାରି ଖାଇଲା ବାଘ । ବାଘ ପାଦଚିହ୍ନ ଦେଖି ଲୋକେ ଭୟଭୀତ । ବୋୖଦ୍ଧ ବନଖଣ୍ଡ କଣ୍ଟାମାଳ ରେଞ୍ଜ ନାରଣପ୍ରସାଦ ସମାକୂପା ଗାଁରେ ଦୁଇରୁ ତିନି ଦିନ ହେଲା ଏକ ବାଘର ପାଦ ଚିହ୍ନ ଦେଖିବାକୁ ପାଇଛନ୍ତି ଗାଁଲୋକ । ଗାଁଲୋକ ପ୍ରତିଦିନ ଜଙ୍ଗଲକୁ…

ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ ଅଧକ୍ଷ, ବୋଲଗଡ ଥାନାରେ ମାମଲା

କଲେଜର ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ ଅଧକ୍ଷ । ଏ ନେଇ ଏକ ଅଡିଓ ଭାଇରଲ ପରେ ବୋଲଗଡ ଥାନାରେ ଅଭିଯୋଗ କଲେ ଅଧ୍ୟାପିକାଙ୍କ ବାପା । ଘଟଣାରୁ ପ୍ରକାଶ ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର ଜଣେ ଅଧ୍ୟାପିକା କିଛିଦିନ ତଳେ ସେହି କଲେଜରେ ନୂତନ ଭାବେ ନିଯୁକ୍ତି ପାଇଥିଲେ । କଲେଜର ଅଧକ୍ଷ…