Odia News Portal
Yearly Archives

2025

ପୁଣି ବିଜେଡି ସଙ୍ଗଠନରେ ଫାଟ

ପୁଣି ବିଜେଡିରେ ହଲଚଲ । ନବୀନଙ୍କ ନିଷ୍ପତ୍ତିକୁ ନେତାଙ୍କ ନା । ସୁପ୍ରିମୋ ଦେଇଥିବା ପଦକୁ ଗ୍ରହଣ କଲେନି ବିଜେଡି ନେତା । ଗତ କିଛି ଦିନ ତଳେ ବିଜେଡି ନିଜର ସଂଖ୍ୟାଲଘୁ ସମ୍ପ୍ରଦାୟ ସେଲ୍ ଗଠନ କରିଥିଲା,ଯେଉଁଥିରେ ସ୍ଥାନ ପାଇଥିଲେ ସାଂସଦ ମୁନ୍ନା ଖାଁ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ

ନୂଆ ସଂରକ୍ଷଣ ଲାଗୁ କଲେ ଓଡିଶା ସରକାର

ଓଡ଼ିଶା ରାଜ୍ୟ କ୍ୟାବିନେଟ୍‌ ଉଚ୍ଚଶିକ୍ଷାରେ ସଂରକ୍ଷଣ ବ୍ୟବସ୍ଥା ଲାଗି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି I ଏହି ଆରକ୍ଷଣ ନୀତି ଅନୁ ଅନୁସାରେ ସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆ ବର୍ଗ (SEBC) ର ଛାତ୍ରଛାତ୍ରୀଙ୍କ ପାଇଁ ନାମ ଲେଖାରେ ୧୧.୨୫% ଆସନ ସଂରକ୍ଷ କ୍ଷଣ

ଅନିତା ଆନନ୍ଦ କାନାଡା ବୈଦେିକ ମନ୍ତ୍ରୀ

ଭାରତୟ ବଂଶୋଦ୍ଭବ ଅନିତା ଆନନ୍ଦ ହେଲେ କାନାଡା ବୈଦେଶିକ ମନ୍ତ୍ରୀ । ନୂଆ ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ମନ୍ତ୍ରିପରିଷଦରେ ସ୍ଥାନ ପାଇଲେ  ଅନିତା । ପୂର୍ବରୁ ଅନିତା ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଆନନ୍ଦ ୧୯୬୭ ମସିହାରେ କାନାଡାର ପୂର୍ବ ଉପକୂଳରେ ଥିବା ଏକ

ଶିଳ୍ପ କରିନଥିଲେ ଜମି ଫେରାଇଅଣାଯାଉ : ମନ୍ତ୍ରୀ

ଯେଉଁ ଘରୋଇ ସଂସ୍ଥା ଗୁଡିକ ଶିଳ୍ପ ପାଇଁ ଜମି ନେଇ ଶିଳ୍ପ କରିନାହାନ୍ତି ବା ଅଧିକ ଜମି ନେଇ ଅଳ୍ପ କିଛି ସ୍ଥାନ ରେ ଶିଳ୍ପ କରି ଅନ୍ୟ ଜମି ଗୁଡିକ ବେଆଇନ କାର୍ଯ୍ୟରେ ବିନିଯୋଗ କରୁଛନ୍ତି ସେମାନଙ୍କ ଠାରୁ ସରକାର ଜମି ଫେରାଇ ଆଣିବେ ବୋଲି ସରକାର ନିଷ୍ପତି କରିଛନ୍ତି l ରାଜ୍ବସ ମନ୍ତ୍ରୀ

ରାଷ୍ଟ୍ରପତିଙ୍କୁ ଭେଟିଲେ ତିନି ସେନା ମୁଖ୍ୟ

ରାଷ୍ଟ୍ରପତିଙ୍କୁ  ଭେଟିଲେ ତିନି ସେନା ମୁଖ୍ୟ । ସିଡିଏସ ଜେନେରାଲ  ଅନୀଲ ଚୌହାନ ଓ ତିନି ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ, ଏପି ସିଂ ,ଦିନେଶ କେ ତ୍ରିପାଠୀ ଭେଟିଥିଲେ  ା ଅପରେସନ ସିନ୍ଦୁର ପରେ  ରାଷ୍ଟ୍ରପତିଙ୍କୁ ଭେଟିଲେ ତିନି ସେନା ମୁଖ୍ୟ । ଅପରେସନ ସିନ୍ଦୁର ବାବଦରେ

ବଜ୍ରାଘାତରେ ୩ ମୃତ

ବଜ୍ରାଘାତରେ ଗଲା ତିନି ଜଣଙ୍କ ଜୀବନ । ବିଲରେ କାମ କରୁଥିବା ବେଳେ  ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା  କୋରାପୁଟ ଜିଲ୍ଲା  ପଟ୍ଟାଙ୍ଗୀ ଅଞ୍ଚଳରେ ଘଟିଛି । ଏନେଇ ପରିବାରରେ  ଶୋକାକୁଳ ପରିସ୍ଥିତି ଉପୁଜିଛି । ସୂଚନା ଥାଉକି, ମୌସୁମୀ ଦକ୍ଷିଣ ବଙ୍ଗୋପସାଗର,

ପୁରୀ ନରେନ୍ଦ୍ର ପୋଖରୀରେ ଅଘଟଣ

ନରେନ୍ଦ୍ର ପୁଷ୍କରିଣୀରେ ବୁଡି ଯୁବକ ନିଖୋଜ । ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିଲା । ତୁରନ୍ତ ଖୋଜାଖୋଜି ଆରମ୍ଭ କରିଥିଲେ ଅଗ୍ନିଶମ ବିଭାଗର ଦୁଇଟି ଟିମ । ଦୁଇ ଜଣ ସ୍କୁବାଡାଇଭର ମଧ୍ୟ ନିୟୋଜିତ ହୋଇଥିଲେ । ଯୁବକ ନମିଳିବା ଯାଏଁ ମହାପ୍ରଭୁଙ୍କ ଚାପଖେଳ ହେବ ନାହିଁ

ପାକିସ୍ତାନରେ ଆଣବିକ ବିକିରଣ ଆଶଙ୍କା, ଖଣ୍ଡନ କଲା ଭାରତୀୟ ବାୟୁସେନା

ପାକିସ୍ତାନର କିରାନା ହିଲ୍ସରେ ରହିଥିବା ଆଣବିକ କେନ୍ଦ୍ରରେ ବିକିରଣ ହୋଇଥିବା ଆଶଙ୍କା କରାଯାଉଛି। ଆମେରିକାର ଏକ ବାୟୁସେନା ହେଲିକପ୍ଟର କିରାନା ହିଲ୍ସ ଉପରେ ଉଡୁଥିବାର ଖବର ଆସିଥିଲା। ଅପରେସନ ସିନ୍ଦୂରରେ ଭାରତର ଆକ୍ରମଣରେ କିରାନା ହିଲ୍ସରେ ଥିବା ଆଣବିକ କେନ୍ଦ୍ର କ୍ଷତିଗ୍ରସ୍ତ ହୋଇଥିବା

ନୂଆପଡ଼ା ଜିଲ୍ଲାରେ ନିଶାମୁକ୍ତ ଅପରେସନ, ଗଞ୍ଜେଇ ଓ କଫ୍ ସିରପ୍ ସହ ୫ ଗିରଫ

ନୂଆପଡ଼ା ଜିଲ୍ଲାରେ ଦିନକୁ ଦିନ ବଢ଼ି ଚାଲିଛି ବିଭିନ୍ନ ନିଶା କାରବାର । ଯେଉଁଥିରେ ପଥଭ୍ରଷ୍ଟ ହେଉଛନ୍ତି ଆଜିର ଯୁବପିଢ଼ି । ଯାହାକୁ ବନ୍ଦ କରିବା ପାଇଁ ନୂଆପଡା ଏସ୍‌ପିଙ୍କ ତତ୍ୱାବଧାନରେ ନୂଆପଡ଼ା ପୋଲିସ ତରଫରୁ ଆରମ୍ଭ କରାଯାଇଛି ଅପରେସନ ଶୁଦ୍ଧି । ନୂଆପଡ଼ା ଜିଲ୍ଲାର ୫ଟି ବ୍ଲକ୍

ଅସିତ ମହାପାତ୍ର ORERAର ନୂଆ ଅଧ୍ୟକ୍ଷ ନିଯୁକ୍ତ, ରାଜେନ୍ଦ୍ର ମିଶ୍ର ଏବଂ ଶ୍ୟାମସୁନ୍ଦର ଦାଶ ସଦସ୍ୟ ସାମିଲ

ଓଡ଼ିଶା ସ୍ଥାବର ସମ୍ପତ୍ତି ନିୟାମକ ପ୍ରାଧିକରଣ (ORERA)ର ନୂତନ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ଅସିତ କୁମାର ମହାପାତ୍ରଙ୍କୁ ORERAର ନୂତନ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି । ତାଙ୍କ ସହ ରାଜେନ୍ଦ୍ର ମିଶ୍ର ଏବଂ ଶ୍ୟାମସୁନ୍ଦର ଦାଶଙ୍କୁ ମଧ୍ୟ ସଦସ୍ୟ ଭାବରେ ORERA ସାମିଲ କରାଯାଇଛି ।