Odia News Portal
Yearly Archives

2025

କଟକ ଭସାଣି ‌ଉତ୍ସବରେ ନୂଆ ଇତିହାସ: ଶୋଭାଯାତ୍ରାରେ ୪ ଶହ ମହିଳା

ଚଳିତ ବର୍ଷ ପ୍ରଥମ ଥର କଟକର ଐତିହାସିକ ଦଶହରା ଭସାଣି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି ଶତାଧିକ ମହିଳା। ଦୁଇଟି ପୂଜା କମିଟି ବିଡ଼ାନାସୀ ଓ ନାୟକସାହିର ଚାରି ଶହରୁ ଅଧିକ ମହିଳା ଭସାଣି ଶୋଭାଯାତ୍ରାରେ ସାମିଲ ହେବା ସହିତ ନୂଆ ପରମ୍ପରା ସୃଷ୍ଟି କରିଛନ୍ତି।ଏତେ ସଂଖ୍ୟକ ମହିଳା ଭସାଣି…

ଅକ୍ଟୋବର ୯ ତାରିଖରେ ଭାରତ ଆସିବେ ତାଲିବାନର ବୈଦେଶିକ ମନ୍ତ୍ରୀ

ଆସନ୍ତା ଅକ୍ଟୋବର ୯ ତାରିଖରେ ଭାରତ ଗସ୍ତ କରିବାକୁ ପ୍ରସ୍ତୁତ ହେଉଛନ୍ତି ତାଲିବାନ ସରକାରଙ୍କ ଆଫଗାନ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକି। ଯାହାକି ଏକ ଐତିହାସିକ ଘଟଣା। ୨୦୨୧ ମସିହା ଅଗଷ୍ଟ ମାସରେ ଆଫଗାନିସ୍ତାନରେ ତାଲିବାନ କ୍ଷମତା ଦଖଲ କରିବା ପରେ ଏହା କାବୁଲରୁ ନୂଆଦିଲ୍ଲୀକୁ ପ୍ରଥମ…

ହଂସୁଆରେ ଚାପ ଖେଳି ବିଦାୟ ନେଲେ ମାଆ, ବିଦାୟ ଦେଲେ ହଜାର ହଜାର ଶ୍ରଦ୍ଧାଳୁ

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ଗଣପର୍ବ ଶାରଦୀୟ ଦୁର୍ଗାପୂଜା ଉତ୍ସାହ ଉଦ୍ଦୀପନାର ସହ ଶେଷ ହୋଇଛି। ରାଜନଗର ଦେବୀ ଘରେ ମାଆ ଦୁର୍ଗାଙ୍କର ଗତକାଲି ଜୟା, ବିଜୟା ଓ ଅପରାଜିତା ପୂଜା ସହିତ ବିସର୍ଜନ ପୂଜା ଅନୁଷ୍ଠିତ ହୋଇଥିଲା। ସମୂହ ପୁଷ୍ପାଞ୍ଜଳି ସହିତ ମାଆଙ୍କର ବିସର୍ଜନ ପୂଜା ସମାପନ…

୫ ବର୍ଷ ପରେ ପୁଣି ଭାରତ-ଚୀନ ମଧ୍ୟରେ ଆରମ୍ଭ ହେବ ବିମାନ ସେବା

ଭାରତ ଏବଂ ଚୀନ ମଧ୍ୟରେ ଲମ୍ବା ସମୟ ଧରି ବିମାନ ସେବା ବନ୍ଦ ରହିଥିଲା । ଯାହା ପୁଣି ଆରମ୍ଭ ହେବାକୁ ଯାଉଛି । ଦୁଇ ଦେଶ ମଧ୍ୟରେ ସମ୍ପର୍କ ସ୍ବାଭାବିକ ହେବାରୁ ଏହି ପଦକ୍ଷେପ ନିଆଯାଇଛି । ଭାରତ ଏବଂ ଚୀନ ମଧ୍ୟରେ ସିଧାସଳକ ଭାବେ IndiGo ଏୟାରଲାଇନ୍ ସେବା ଅକ୍ଟୋବର ୨୬ରୁ ଆରମ୍ଭ ହେବାକୁ ଯାଉଛି…

ଆଜିଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କାର୍ତ୍ତିକ ନୀତି ଆରମ୍ଭ, ଏକ ମାସ ଧରି ରାଧାଦାମୋଦର ବେଶ ଅନୁଷ୍ଠିତ ହେବ

ଆଜିଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କାର୍ତ୍ତିକ ନୀତି ଆରମ୍ଭ । ଏକ ମାସ ଧରି ସ୍ବତନ୍ତ୍ର ବାଳଧୂପ ଏବଂ ରାଧାଦାମୋଦର ବେଶ ଅନୁଷ୍ଠିତ ହେବ । କାର୍ତ୍ତିକ ମାସରେ ଶ୍ରୀଜୀଉଙ୍କ ରାଧା ଦାମୋଦର ବେଶ ହୋଇଥାଏ । ଏହି ବେଶ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ । ଏହି ବେଶରେ ମହାପ୍ରଭୁଙ୍କୁ ଏକ ବିଶେଷ…

ଆଜି ମାଙ୍କ ମେଲାଣି ପାଇଁ ଭୁବନେଶ୍ୱରରେ ବ୍ୟାପକ ପ୍ରସ୍ତୁତି, ଜାଣନ୍ତୁ କେଉଁ ରାସ୍ତାରେ ଚାଲିବନି ଯାନବାହନ

ପୁଣି ଆର ବର୍ଷକୁ ଅପେକ୍ଷା । ସରିଲା ପୂଜା, ଆଜି ମେଲାଣି ନେବେ ମା’ ଦୁର୍ଗା । ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବେଶ୍ ଧୂମଧାମରେ ବିଦାୟ ନେବେ ମା’ଦୁର୍ଗା । ଭସାଣ ଉତ୍ସବକୁ ଖାସ କରିବା ପାଇଁ ସମସ୍ତ ପୂଜା କମିଟିମାନେ ଭରପୁର ଆୟୋଜନ କରିଛନ୍ତି । ପାରମ୍ପାରିକ ବାଦ୍ୟ ଓ ନୃତ୍ୟରେ କମ୍ପିବ…

ଶରୀରକୁ ଭିତରୁ ସଫା କରିବା ନିତ୍ୟାନ୍ତ ଜରୁରୀ

ସୁସ୍ଥ ରହିବା ପାଇଁ କେବଳ ବାହ୍ୟ ପରିଷ୍କାର ପରିଚ୍ଛନ୍ନତା ଯଥେଷ୍ଟ ନୁହେଁ, ଏଥିପାଇଁ ସମୟ ସମୟରେ ଶରୀରକୁ ଭିତରୁ ସଫା କରିବା ମଧ୍ୟ ଆବଶ୍ୟକ । ଏହି ପ୍ରକାରର ଆଭ୍ୟନ୍ତରୀଣ ପରିଷ୍କାର ପ୍ରକ୍ରିୟାକୁ ଡିଟକ୍ସିଫିକେସନ୍ କୁହାଯାଏ । ଏହି ପ୍ରକ୍ରିୟାରେ, ଶରୀର ଭିତରେ ଜମା ହୋଇଥିବା ମଇଳା ହଟାଇବାକୁ…

କ୍ଷୀରରେ ମିଶାଇ କିସମିସ୍ ଖାଇବା ଦ୍ୱାରା ଦୂର ହେଇ ଥାଏ ଅନେକ ସ୍ୱାସ୍ଥ୍ୟ ସମସ୍ୟା

କିସମିସରେ ମିଳୁଥିବା ସମସ୍ତ ପୋଷକ ତତ୍ତ୍ୱ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବେଶ ସହାୟକ ହୋଇପାରେ । ଏଥି ସହିତ, କ୍ଷୀର ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଅନେକ ସକରାତ୍ମକ ପ୍ରଭାବ ପକାଇପାରେ । କିନ୍ତୁ ଆପଣ କେବେ ଏହି ଦୁଇଟି ପ୍ରାକୃତିକ ଜିନିଷକୁ ଏକାଠି ଖାଇବା ବିଷୟରେ ଚିନ୍ତା କରିଛନ୍ତି କି? ଏହି…

ଚୌଦ୍ୱାର ସର୍କଲ ଜେଲରୁ ଦୁଇ ବିହାରୀ ଡକାୟତ ଫେରାର

ଚୌଦ୍ୱାର ସର୍କଲ ଜେଲରୁ ଦୁଇ ବିହାରୀ ଡକାୟତ ଖସି ପଳାଇଛନ୍ତି। କାଲି ରାତି ଗୋଟାଏ ପରେ ସେଦୁହେଁ ଜେଲ ସେଲ କାଟି ଫେରାର ହୋଇଯାଇଥିବା ଜଣାଯାଇଛି।ଚୌଦ୍ୱାର ଜେଲରୁ ଦୁଇ ବିହାରୀ ଡକାୟତ ଖସି ପଳାଇଛନ୍ତି। କାଲି ରାତି ଗୋଟାଏ ପରେ ସେଦୁହେଁ ଜେଲ ସେଲ କାଟି ଫେରାର ହୋଇଯାଇଥିବା ଜଣାଯାଇଛି।…

ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିର ବିସର୍ଜନ ପାଇଁ କୂଆଖାଇ ନଦୀକୂଳରେ ତିଆରି ହୋଇଛି ଅସ୍ଥାୟୀ ପୋଖରୀ

ଦେବୀ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିର ବିସର୍ଜନ ପାଇଁ କୂଆଖାଇ ନଦୀକୂଳରେ ତିଆରି ହୋଇଛି ଅସ୍ଥାୟୀ ପୋଖରୀ। ପୂର୍ବରୁ ତିଆରି ହୋଇଥିବା ପୋଖରୀରେ ନଦୀ ପାଣି ମିଶିଯିବାରୁ ଆଉ ଏକ ଅସ୍ଥାୟୀ ପୋଖରୀ ତିଆରି କରିଛି ବିଏମସି। ଅନ୍ୟପଟେ ମୂର୍ତ୍ତି ବିସର୍ଜନ ପାଇଁ ପ୍ରସ୍ତୁତ ହୋଇଥିବା ସ୍ବତନ୍ତ୍ର…