Odia News Portal
Yearly Archives

2025

ସମୁଦ୍ରରେ ମାଛ ଧରୁଥିବା ସମୟରେ ବଜ୍ରପାତ:  ବାପା ମୃତ, ପୁଅ ନିଖୋଜ

ସମୁଦ୍ରକୁ ଡ଼ଙ୍ଗା ନେଇ ମାଛ ଧରିବାକୁ ଯାଇଥିବା ଗୋଟିଏ ପରିବାରର ବାପା ଓ ପୁଅ ବଜ୍ରପାତର ଶିକାର ହୋଇଥିବା କୁହାଯାଉଛି। ସମୁଦ୍ର ମଧ୍ୟରେ ବରୁଣେଇ ମୁହାଣ ଓ ଅଗରନାସିର ମଧ୍ୟବର୍ତ୍ତୀ ସ୍ଥଳରେ ଆଜି ଡ଼ଙ୍ଗାଟି ଭାସୁଥିବା ବେଳେ ସେଥିରେ କେବଳ ବାପାର ମୃତଦେହ ପଡିଥିବା ବେଳେ ପୁଅ ନିଖୋଜ ଥିବାର…

ଶିମିଳିପାଳ କଳାବାଘକୁ ନେଇ ଚର୍ଚ୍ଚା ଥମୁନି: ୩୨ବର୍ଷ ପୂର୍ବରୁ ଠାବ ହୋଇଥିଲା ପ୍ରଥମ କଳାବାଘ

‘ନ୍ୟାସ୍‌ନାଲ୍‌ ଜିଓଗ୍ରାଫିକ୍‌’ ପତ୍ରିକାର ପ୍ରଚ୍ଛଦପୃଷ୍ଠାରେ ସ୍ଥାନ ପାଇଛି ଶିମିଳିପାଳର କଳାବାଘ। ଯାହାକି ଶିମିଳିପାଳକୁ ପୁଣିଥରେ ଚର୍ଚ୍ଚାକୁ ଆଣିଛି। ତେବେ, ଶିମିଳିପାଳ ସହ କଳାବାଘର ସମ୍ପର୍କ ଆଜିର ନୁହେଁ। ପ୍ରାୟ ୩୨ବର୍ଷ ତଳୁ କଳାବାଘକୁ ନେଇ ଶିମିଳିପାଳ ଚର୍ଚ୍ଚାକୁ ଆସିଛି।…

ବାଣ ଗୋଦାମରେ ବଡ଼ ଧରଣର ବିସ୍ଫୋରଣ: ଜଣେ ମୃତ, ୧୦ ଗୁରୁତର

ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ଜିଆକଟା ଥିବା ବାଣ ଗୋଦାମରେ ବଡ଼ଧରଣର ବିସ୍ଫୋରଣ ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଜିଆଁକଟାର ଏକ ଭଡ଼ା ଘରେ ପୁରୁଣାକଟକର ଜନୈକ ବାଣ ବ୍ୟବସାୟୀ…

ମହାଳୟାରେ ଧବଳମୁଖୀ ବେଶରେ ଦର୍ଶନ ଦେଲେ ମା ସମଲେଶ୍ବରୀ

ମହାଳୟା ଅବସରରେ ମା ସମଲେଶ୍ବରୀ ଆଜି ଧବଳମୁଖୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି l ସମଲେଶ୍ବରୀଙ୍କ ଏହି ଧବଳମୁଖୀ ବେଶକୁ ଗଙ୍ଗାଦର୍ଶନ ବେଶ ମଧ୍ୟ କୁହାଯାଏ l ଅର୍ଥାତ୍ ଏହି ବେଶରେ ମା ସମଲେଶ୍ୱରୀଙ୍କ ଦର୍ଶନ କଲେ ପୁଣ୍ୟ ପ୍ରାପ୍ତି ହେବାର ବିଶ୍ୱାସ ରହିଛି l ଅଢ଼େଇ ଦିନ ଅର୍ଥାତ୍ ଆସନ୍ତା…

ଚାଲିପାରୁନି ବିଧାନସଭା: ବିଜେଡି ହୋହଲ୍ଲାରେ ଗୃହ ଅଚଳ, ସର୍ବଦଳୀୟ ବୈଠକ ବି ଡକାଯାଉନି

ଲଗାତାର ଦ୍ବିତୀୟ ଦିନ ପାଇଁ ବିଧାନସଭା ଚାଲିପାରିନି। ମାତ୍ର ୧୫ ମିନିଟ୍‌ରେ ଗୃହ କାର୍ଯ୍ୟ ଅଟକିଯାଇଛି। ପୂର୍ବ ଯୋଜନା ମୁତାବକ ବିଜେଡି ଗୃହକୁ ଅଚଳ କରାଇବାରେ ସକ୍ଷମ ହୋଇଛି। ଗୃହକୁ ସ୍ବାଭାବିକ କରିବା ପାଇଁ ସରକାରୀ ଦଳ ପଟୁ ମଧ୍ୟ ଉଦ୍ୟମ ହେଉ ନାହିଁ। ସର୍ବଦଳୀୟ ବୈଠକ ଡକାଯାଇ ବାଟ…

ଆଦିମ ଜୁଆଙ୍ଗ ଜନଜାତିରେ ମାତୃଭାଷା ଓଡ଼ିଆ ପ୍ରତି ଆଗ୍ରହ ବଢ଼ିବାରେ ଲାଗିଛି

ଆଦିମ ଜୁଆଙ୍ଗ ଜନଜାତିରେ ମାତୃଭାଷା ଓଡ଼ିଆ ପ୍ରତି ଆଗ୍ରହ ବଢ଼ିବାରେ ଲାଗିଛି। ବଣପାହାଡ଼ ଘେରା ପ୍ରାକୃତିକ ପରିବେଶରେ ଥିବା ଗୁହିଆଶାଳ ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲର ଖେଳ ପିରିଅଡ୍‌ରେ ବାଳିକାମାନେ ଖେଳପଡ଼ିଆରେ ଓଡ଼ିଆ ଗୀତ ଗାଇଗାଇ ‘ଚଉକି ଖେଳ’ ଖେଳୁଥିବାର ଦୃଶ୍ୟ ଆମ‌ୋଦଦାୟକ। ବିଭିନ୍ନ…

ମହିଳା ଯୌନ ନିର୍ଯାତନା ନିବାରଣ ସଚେତନ ଶିବିର

ଗଜପତିଜିଲ୍ଲା କାଶୀନଗର ପଂଚାୟତ ସମିତି ବୈଠକ ଗୃହ ମଧ୍ୟରେ ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ସି ଡ଼ି ପି ଓ କେ.କୋଟେଶ୍ୱରୀ ଙ୍କ ଅଧ୍ୟକ୍ଷତାରେ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ କାଶୀନଗର ପୁଲିସ ବିଭାଗର…

ପୁରୁଣା ଦୁର୍ଗାପୂଜା କମିଟିଗୁଡ଼ିକୁ ଆର୍ଥିକ ସହାୟତା ଦେବେ ସରକାର

ପାର୍ବଣ ଋତୁ ପୂର୍ବରୁ ଦୁର୍ଗାପୂଜା ଆୟୋଜକମାନଙ୍କୁ ଉତ୍ସାହିତ କରିବାର ଏକ ପଦକ୍ଷେପ ସ୍ୱରୂପ, ଓଡ଼ିଶା ସରକାର ରାଜ୍ୟ ସାରା ଦୁର୍ଗା ପୂଜା କମିଟିଗୁଡ଼ିକୁ ଆର୍ଥିକ ସହାୟତା ଦେବା ବିଷୟରେ ଚିନ୍ତା କରୁଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ବିଭିନ୍ନ ଜିଲ୍ଲାର…

ଚାଷୀଙ୍କ ସହ କରିଥିବା ପ୍ରତାରଣା ପଦାରେ ପଡ଼ିଯିବ ବୋଲି ବିରୋଧୀ ଗୃହ ଚଳାଇ ଦେଉନାହାନ୍ତି: ଈରାଶିଷ ଆଚାର୍ଯ୍ୟ

ବିଜେପି ବିଧାୟକ ଈରାଶିଷ ଆଚାର୍ଯ୍ୟ ବିଜେଡିକୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି,ଚାଷୀଙ୍କ ସହ କରିଥିବା ପ୍ରତାରଣା ପଦାରେ ପଡ଼ିଯିବ ବୋଲି ବିରୋଧୀ ଆଲୋଚନାକୁ ଆସିବାକୁ ଚାହୁଁନାହାନ୍ତି। ସେମାନଙ୍କ ପୋଲ ଖୋଲିଯିବ ବୋଲି ସେମାନେ ଗୃହ ଚଳାଇ ଦେଉନାହାନ୍ତି। ଆଜି ସୁଯୋଗ ଥିଲା ସାର ଅଭାବ…

ପରଲୋକରେ ପୂର୍ବତନ ବିଧାୟକ ଜର୍ଜ ତିର୍କି, ବିଧାନସଭାରେ ଦିଆଗଲା ଗାର୍ଡ ଅଫ୍ ଅନର୍

ପରଲୋକରେ ପୂର୍ବତନ ବିଧାୟକ ଜର୍ଜ ତିର୍କି, ବିଧାନସଭାରେ ଦିଆଗଲା ଗାର୍ଡ ଅଫ୍ ଅନର୍ ପରଲୋକରେ ବୀରମିତ୍ରପୁରର ପୂର୍ବତନ ବିଧାୟକ ଜର୍ଜ ତିର୍କି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ୬୭ ବର୍ଷ ବୟସରେ ପରଲୋକ । ଗତ କିଛି ମାସ ଧରି ଅସୁସ୍ଥ ଥିଲେ ଜର୍ଜ ତିର୍କି । ତେବେ ଚିକିତ୍ସାଧୀନ ଅବସ୍ଥାରେ…