ପୋଟେରୁ ନଦୀର ନାମକୁଣ୍ଡ ଘାଟରୁ ମିଳିଲା ମହିଳାଙ୍କ କଟା ମୁଣ୍ଡ
ମାଲକାନଗିରିଜିଲ୍ଲା କାଲିମେଳା ଠାରୁ ୧୦ କିଲୋମିଟର ଦୂର ପୋଟେରୁ ନଦୀର ନାମକୁଣ୍ଡ ଘାଟରୁ ଜଣେ ମହିଳାଙ୍କ କଟା ମୁଣ୍ଡ ମିଳିଛି। ସକାଳେ ସ୍ଥାନୀୟ ମହିଳାମାନେ ନଦୀକୁ ଗାଧୋଇବାକୁ ଯିବା ବେଳେ ଉକ୍ତ କଟା ମୁଣ୍ଡଟିକୁ ଦେଖିବାକୁ ପାଇଥିଲେ। ମହିଳାଙ୍କ ନାକ ଓ କାନରେ ଗହଣା ଥିବାର ଦେଖିବାକୁ…
