Odia News Portal
Yearly Archives

2025

ଶିଶୁ ମୃତ୍ୟକୁ ନେଇ ଉତ୍ତେଜନା, ଯିଏ ଯାହାକୁ ପାରିଲା ଛେଚିଲା

ଶିଶୁ ମୃତ୍ୟୁକୁ ନେଇ କ୍ୟାପିଟାଲ ହସପିଟାଲରେ ଉତ୍ତେଜନା । ଯିଏ ଯାହାକୁ ପାରିଲା ଛେଚି ଚାଲିଲା । ହସପିଟାଲ ସିକ୍ୟୁରଚଟି କି କର୍ମଚାରୀ କେହି ରହମାନ ପଡ଼ିଲେଡ଼ି । ଉତ୍ୟକ୍ତ ଲୋକଙ୍କ ନଜର ଯିଏ ପଡ଼ିଲା ସିଲ ମାଡ଼ ଖାଇଲା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ହସ୍ପିଟାଲ ପରିସରରେ । ତେବେ…

ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଶ୍ରୀଜୀଉଙ୍କର ଅଳଙ୍କାର ସ୍ଥାନାନ୍ତର କରାଯିବ

ଅସ୍ଥାୟୀ ରତ୍ନଭଣ୍ଡାରରେ ରଖାଯାଇଥିବା ଶ୍ରୀଜୀଉଙ୍କର ଅଳଙ୍କାର ତଥା ମୂଲ୍ୟବାନ ସାମଗ୍ରୀ ଆସନ୍ତା ୨୩ ସେପ୍ଟେମ୍ବର (ମଙ୍ଗଳବାର) ଦିନ ସ୍ଥାୟୀ ରତ୍ନଭଣ୍ଡାରକୁ, ରାଜ୍ଯ ସରକାରଂକ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ, ସ୍ଥାନାନ୍ତର କରାଯିବ lଏଥିପାଇଁ ସେପ୍ଟେମ୍ବର ୨୩ ତାରିଖରେ,…

ଆମରଣ ଅନଶନ ସହିତ ରାଜ୍ୟରେ ଜାରିରହିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସ୍ଥଗିତ ରଖିଲା ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ…

ଗତକାଲି ବିଳମ୍ବିତ ରାତିରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ମାନନୀୟ ଏକାମ୍ର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ, ମାନନୀୟ ପିପିଲି ବିଧାୟକ ଶ୍ରୀଯୁକ୍ତ ଆଶ୍ରିତ ପଟ୍ଟନାୟକ ଓ ଉଚ୍ଚଶିକ୍ଷାବିଭାଗର ନିର୍ଦେଶକ କାଳୀପ୍ରସନ୍ନ ମହାପାତ୍ରଙ୍କ ସହିତ ସଂଘର ପାଞ୍ଚ ଜଣିଆ ପ୍ରତିନିଧି ମଣ୍ଡଳୀର…

ଅଁଳାର ଉପକାରିତା, ଓଜନ ହ୍ରାସଠାରୁ ଆରମ୍ଭ କରି ଅନେକ ସମସ୍ୟାକୁ କରିଥାଏ ଦୂର

ବହୁ ପ୍ରାଚୀନ କାଳରୁ ଆମ ଦେଶରେ ଅଁଳା ପାରମ୍ପରିକ ଭାବରେ ଔଷଧ ପ୍ରସ୍ତୁତିରେ ବ୍ୟବହାର କରାଯାଇଆସୁଛି । ଭିଟାମିନ୍ ସିରେ ଭରପୂର ଅଁଳା କେବଳ ଆଖି, କେଶ ଏବଂ ଚର୍ମ ପାଇଁ ଲାଭଦାୟକ ହୋଇ ନଥାଏ ବରଂ ଏହାର ଅନ୍ୟାନ୍ୟ ଅନେକ ଲାଭକାରୀ ଗୁଣ ଅଛି । ଅଁଳା ଏକ ସୁପରଫୁଡ୍ ଯାହା ଔଷଧୀୟ ଗୁଣରେ…

ଘର କାନ୍ଥ ପଡ଼ି ଦମ୍ପତି ମୃତ, ଝିଅ ଗୁରୁତର

ବସ୍ତା ଥାନା ମହାଦେବସରାଇ ଗ୍ରାମ ରେ ରାତିରେ ସୋଇଥିବା ବେଳେ କାନ୍ଥ ପଡ଼ି ସ୍ବାମୀ ମୃତ ହୋଇଥିବା ଦେଖିବାକୁ ମିଳିଛି। ଏହି ଗ୍ରାମର ପିଥ ମୁର୍ମୁ (୩୮) ପ୍ରତିଦିନ ଭଳି ଗତକାଲି ଖାଇପିଇ ପରିବାର ପାଞ୍ଚ ଜଣ ସଦସ୍ୟଙ୍କ ସହିତ ଶୋଇଥିଲେ। ହଠାତ୍ ରାତି ଭୋର ସମୟରେ ତାଙ୍କର ଶୋଇବା ଘରର କାନ୍ଥ…

କୁମ୍ଭୀର ଭୟ: ଭଙ୍ଗା ଡଙ୍ଗାରେ ଅସୁରକ୍ଷିତ ଜଳଯାତ୍ରା 

ଭଦ୍ରକ ଜିଲ୍ଲାର ବୈତରଣୀ, ସାଳନ୍ଦୀ ଓ ମନ୍ତେଇ ନଦୀରେ ବର୍ଷବର୍ଷ ଧରି ଲୋକମାନେ ଅସୁରକ୍ଷିତ ଜଳଯାତ୍ରା କରୁଛନ୍ତି। ଭଙ୍ଗା ଡଙ୍ଗାରେ ସଂଖ୍ୟା ଠାରୁ ଢେର ଅଧିକ ଲୋକଙ୍କୁ ନେGଉ ବିପଦପୂର୍ଣ୍ଣ ଭାବରେ ନଦୀ ପାର ହେଉଥିବା ବେଳେ ଅନେକ ସମୟରେ ଏହି ସବୁ ନଦୀରେ କୁମ୍ଭୀର ଭୟ ଲୋକଙ୍କୁ ଆତଙ୍କିତ କରି…

ସମୁଦ୍ରରେ ମାଛ ଧରୁଥିବା ସମୟରେ ବଜ୍ରପାତ:  ବାପା ମୃତ, ପୁଅ ନିଖୋଜ

ସମୁଦ୍ରକୁ ଡ଼ଙ୍ଗା ନେଇ ମାଛ ଧରିବାକୁ ଯାଇଥିବା ଗୋଟିଏ ପରିବାରର ବାପା ଓ ପୁଅ ବଜ୍ରପାତର ଶିକାର ହୋଇଥିବା କୁହାଯାଉଛି। ସମୁଦ୍ର ମଧ୍ୟରେ ବରୁଣେଇ ମୁହାଣ ଓ ଅଗରନାସିର ମଧ୍ୟବର୍ତ୍ତୀ ସ୍ଥଳରେ ଆଜି ଡ଼ଙ୍ଗାଟି ଭାସୁଥିବା ବେଳେ ସେଥିରେ କେବଳ ବାପାର ମୃତଦେହ ପଡିଥିବା ବେଳେ ପୁଅ ନିଖୋଜ ଥିବାର…

ଶିମିଳିପାଳ କଳାବାଘକୁ ନେଇ ଚର୍ଚ୍ଚା ଥମୁନି: ୩୨ବର୍ଷ ପୂର୍ବରୁ ଠାବ ହୋଇଥିଲା ପ୍ରଥମ କଳାବାଘ

‘ନ୍ୟାସ୍‌ନାଲ୍‌ ଜିଓଗ୍ରାଫିକ୍‌’ ପତ୍ରିକାର ପ୍ରଚ୍ଛଦପୃଷ୍ଠାରେ ସ୍ଥାନ ପାଇଛି ଶିମିଳିପାଳର କଳାବାଘ। ଯାହାକି ଶିମିଳିପାଳକୁ ପୁଣିଥରେ ଚର୍ଚ୍ଚାକୁ ଆଣିଛି। ତେବେ, ଶିମିଳିପାଳ ସହ କଳାବାଘର ସମ୍ପର୍କ ଆଜିର ନୁହେଁ। ପ୍ରାୟ ୩୨ବର୍ଷ ତଳୁ କଳାବାଘକୁ ନେଇ ଶିମିଳିପାଳ ଚର୍ଚ୍ଚାକୁ ଆସିଛି।…

ବାଣ ଗୋଦାମରେ ବଡ଼ ଧରଣର ବିସ୍ଫୋରଣ: ଜଣେ ମୃତ, ୧୦ ଗୁରୁତର

ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ଜିଆକଟା ଥିବା ବାଣ ଗୋଦାମରେ ବଡ଼ଧରଣର ବିସ୍ଫୋରଣ ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଜିଆଁକଟାର ଏକ ଭଡ଼ା ଘରେ ପୁରୁଣାକଟକର ଜନୈକ ବାଣ ବ୍ୟବସାୟୀ…

ମହାଳୟାରେ ଧବଳମୁଖୀ ବେଶରେ ଦର୍ଶନ ଦେଲେ ମା ସମଲେଶ୍ବରୀ

ମହାଳୟା ଅବସରରେ ମା ସମଲେଶ୍ବରୀ ଆଜି ଧବଳମୁଖୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି l ସମଲେଶ୍ବରୀଙ୍କ ଏହି ଧବଳମୁଖୀ ବେଶକୁ ଗଙ୍ଗାଦର୍ଶନ ବେଶ ମଧ୍ୟ କୁହାଯାଏ l ଅର୍ଥାତ୍ ଏହି ବେଶରେ ମା ସମଲେଶ୍ୱରୀଙ୍କ ଦର୍ଶନ କଲେ ପୁଣ୍ୟ ପ୍ରାପ୍ତି ହେବାର ବିଶ୍ୱାସ ରହିଛି l ଅଢ଼େଇ ଦିନ ଅର୍ଥାତ୍ ଆସନ୍ତା…