ମ୍ୟାଚ୍ ଜିତିବା ପରେ ହାତ ମିଶାଇଲାନି ଟିମ୍ ଇଣ୍ଡିଆ, ACC ନିକଟରେ ଅଭିଯୋଗ କଲା ପାକିସ୍ତାନ
ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ବିପକ୍ଷରେ ଦମଦାର ବିଜୟ ହାସଲ କରିଛି ଭାରତ । ୭ ୱିକେଟରେ ପାକିସ୍ତାନକୁ ହରାଇ ପ୍ରତିଶୋଧ ନେଇଛି ସୂର୍ଯ୍ୟବାହିନୀ । ମ୍ୟାଚ ପରେ ପାକିସ୍ତାନ ପ୍ଲେୟାରଙ୍କ ସହିତ ହାତ ମିଳାଇନାହିଁ ଟିମ୍ ଇଣ୍ଡିଆ । ଏହାକୁ ନେଇ ପାକିସ୍ତାନ ରାଗରେ ଫଁ ଫଁ ହେଉଛି ।…
