Odia News Portal
Yearly Archives

2025

କୋଟିଆରେ ଆନ୍ଧ୍ରର ଦାଦାଗିରି: ବ୍ଲକ୍‌ ପ୍ରଶାସନର ଫଳକ ଭାଙ୍ଗିଲେ

ବିତାଡ଼ିତ ଓ ଅପଦସ୍ଥ ହେବାର ଜବାବ ଦେଇଛି ଆନ୍ଧ୍ର। ଆଜି କୋଟିଆର ବିବାଦୀୟ ଭୂଖଣ୍ଡରେ ଏଜେଣ୍ଟଙ୍କ ଜରିଆରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରିଛି। ବାରମ୍ବାର ଏଜେଣ୍ଟ ନାଲିଆଖି ଦେଖାଉଥିଲେ ସୁଦ୍ଧା ପୁଲିସ ଓ ପ୍ରଶାସନ ନିରବ ରହୁଛି। ଯାହାଫଳରେ ଏଜେଣ୍ଟଙ୍କ ସାହସ ବଢ଼ି ଯାଇଛି।…

କ୍ରିକେଟ ବ୍ୟାଟ ଭିତରେ ଗଞ୍ଜେଇ ଚାଲାଣ, ବ୍ରହ୍ମପୁର ରେଳ ଷ୍ଟେସନରୁ ଧରିଲା GR ପୋଲିସ

କ୍ରିକେଟ ବ୍ୟାଟ ଭିତରେ ଗଞ୍ଜେଇ ଚାଲାଣ ବେଳେ ବ୍ରହ୍ମପୁର ରେଳ ଷ୍ଟେସନରୁ ଧରିଲା GR ପୋଲିସ । ପଶ୍ଚିମବଙ୍ଗ ମୁରସିଦାବାଦ ଜିଲ୍ଲାର ଦୁଇ ଯୁବକ ବଡ଼ ବଣ୍ଡଲର ଲଗେଜ ସହ କିଛି ପ୍ଲାଷ୍ଟିକ କ୍ରିକେଟ ବ୍ୟାଟ ଧରିଥିଲେ । ସେମାନଙ୍କ ଭାବଭଙ୍ଗୀରୁ GR ପୋଲିସ ସନ୍ଦେହ କରି RPF ଓ CIB ଙ୍କ ସହାୟତାରେ…

ଯାତ୍ରା ଜଗତ ପାଇଁ ଦୁଃଖଦ ଘଟଣା, ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ

ଯାତ୍ରା ଜଗତ ପାଇଁ ଏହା ଏକ ଦୁଃଖଦ ଘଟଣା । ଯାତ୍ରା ଜଗତର ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ । ରବିବାର ସନ୍ଧ୍ୟାରେ ଭଦ୍ରକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ମୃତଦେହ ବର୍ତ୍ତମାନ ଭଦ୍ରକ ମେଡ଼ିକାଲରେ ଥିବା ସୂଚନା ରହିଛି ।…

ଗୋଆ ନାଇଟ୍‌ କ୍ଲବ୍‌ରେ ୨୫ ଜଳିଗଲେ: ମୃତକଙ୍କ ମଧ୍ୟରେ ୧୪ କର୍ମଚାରୀ, ୪ ପର୍ଯ୍ୟଟକ

ଉତ୍ତର ଗୋଆର ପର୍ଯ୍ୟଟନ କେନ୍ଦ୍ର ଅର୍ପୋରାସ୍ଥିତ ଲୋକପ୍ରିୟ ନାଇଟ୍‌ କ୍ଲବ୍ ‘ବର୍ଚ ବାଏ ରୋମିଓ ଲେନ୍’ରେ ଗତରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୨୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଗୋଆ ମେଡିକାଲ କଲେଜ ଓ ଅନ୍ୟ ଡାକ୍ତରଖାନାରେ ଭର୍ତ୍ତି…

ଡିସେମ୍ବର ୮ ଏବଂ ୯ ରେ ବାରବାଟୀରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-20 ମ୍ୟାଚ୍ ପାଇଁ ଟ୍ରାଫିକ୍ କଟକଣା ଲାଗୁ

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୦୯.୧୨.୨୦୨୫ ରେ କଟକର ବାରବାଟୀ ଷ୍ଟାଡିୟମରେ ଟି-୨୦ କ୍ରିକେଟ ମ୍ୟାଚ୍ ଏବଂ ୦୮.୧୨.୨୦୨୫ ରେ ଖେଳାଳିମାନଙ୍କ ଅଭ୍ୟାସ ଅଧିବେଶନ ଖେଳାଯିବାର କାର୍ଯ୍ୟକ୍ରମ ରହିଛି । ଦଳଗତ ଗତିବିଧି ଏବଂ ମ୍ୟାଚ୍ ସମ୍ବନ୍ଧୀୟ କାର୍ଯ୍ୟକଳାପ ଯୋଗୁଁ ଷ୍ଟାଡିୟମକୁ ଯାଉଥିବା…

କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାଲିକଢ଼ା ପ୍ରକ୍ରିୟା ଆରମ୍ଭ: ମନ୍ଦିର କାନ୍ଥରେ ଟନେଲ୍‌ ଖୋଳା

ବିଶ୍ବପ୍ରସିଦ୍ଧ ସୂର୍ଯ୍ୟମନ୍ଦିର ଜଗମୋହନରୁ ବାଲି କାଢ଼ିବା ଲାଗି ଏଏସ୍‌ଆଇର ଆଞ୍ଚଳିକ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ଖମାରୀ ଓ ଏଏସ‌୍ଆଇର ପୂର୍ବତନ ଡିଜି ଏକେ ବାସାଙ୍କ ସମେତ ୧୦ ଜଣିଆ ବୈଷୟିକ କୋର୍‌ କମିଟି ଆଜି କୋଣାର୍କ ଗସ୍ତରେ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି।…

ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ ଆଜି: ଘଟଗାଁର କାୟାକଳ୍ପ ବଦଳିବ, ମା’ଙ୍କ ପାଇଁ ୩୧୨ କୋଟିର ଯୋଜନା

ଘଟଗାଁ ମା’ ତାରିଣୀ ପୀଠର ବିକାଶ ପାଇଁ ପ୍ରସ୍ତୁତ ହୋଇଛି ବଡ଼ ଯୋଜନା। ୩୧୨ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ପାଖାପାଖି ୬୦ ଏକର ଅଞ୍ଚଳର ବିକାଶ କରାଯିବ। ଆସନ୍ତାକାଲି ଏହି ବହୁ ପ୍ରତୀକ୍ଷିତ ସୌନ୍ଦର୍ଯ୍ୟୀକରଣ ଓ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଜାତୀୟ କଟନ୍‌ କ୍ୟାଣ୍ଡି ଦିବସ: ପିଲାଙ୍କ ଲାଗି ବଞ୍ଚି ରହିଛି ଜୀବିକା

କଥାରେ କହାଯାଏ-ବମ୍ବେଲଡୁ..ଯିଏ ଖାଇବ ପସ୍ତେଇବ, ଯିଏ ନଖାଇବ ସିଏ ବି ପସ୍ତେଇବ। ରଂଗିନ ବମ୍ବେଲଡୁ (କଟନ୍ କ୍ୟାଣ୍ଡି) ଖୁବ୍‌ ଆକର୍ଷଣୀୟ ଦିଶେ। ହେଲେ ଖାଇବାକୁ ଧରିଲା ବେଳକୁ ପାପୁଲି ଭିତରେ ମୁଠାଏ ହୋଇଯାଏ। ସେ ଯାହା ହେଉନା କାହିଁକି ବମ୍ବେଲଡୁ ଦେଖିଲେ ପିଲାଙ୍କ ପାଟିରୁ ଲାଳ ଗଡ଼େ। ଆଉ…

ରେଳ ଧାରଣା ରୁ ଅଜଣା ଯୁବକ ଙ୍କ ଶବ ଉଦ୍ଧାର

ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ କଣ୍ଟାବାଞ୍ଜି ରେଳ ଷ୍ଟେସନ ରୁ ତୁରେକେଲା ରେଳ ଷ୍ଟେସନ ମଧ୍ୟରେ ପ୍ରାୟ ୪୦ ବର୍ଷୀୟ ଜଣେ ଅଜଣା ଯୁବକ ଙ୍କ ଶବ ଜିଆରପି ପୋଲିସ ଉଦ୍ଧାର କରିଥିଲା । ଶୁକ୍ରବାର ରାତ୍ରୀ ପ୍ରାୟ ୧ ଟା ସମୟ ରେ ଉକ୍ତ ଯୁବକ ରେଳ ଧାରଣା ରେ ପଡିଥିବା ଜି ଆର ପି ପୋଲିସ…

ଉପାନ୍ତ ଅଞ୍ଚଳର ଦେବଦୂତ ବଣ୍ଡା ଯୁବତୀ: ପଢ଼ିନାହାନ୍ତି ମେଡିକାଲ ପାଠ, କରୁଛନ୍ତି ରୋଗୀ ସେବା

ବଣ୍ଡା ଜନଜାତିଙ୍କ ପାଇଁ ଦେବଦୂତ ସାଜିଛନ୍ତି ୪ ଯୁବତୀ। ଖଇରପୁଟ ବ୍ଲକ୍‌ ଅଣ୍ଡ୍ରାହାଲ ପଞ୍ଚାୟତ ଡୁମୁରିପଡ଼ା ଡାକ୍ତରଖାନାରେ ଆଦିମ ଜନଜାତିର ଲୋକଙ୍କୁ ନିସ୍ବାର୍ଥପର ସ୍ବାସ୍ଥ୍ୟସେବା ଯୋଗାଇ ଚର୍ଚ୍ଚାକୁ ଆସିଛନ୍ତି। ନର୍ସ ହେବାର ସର୍ବନିମ୍ନ ଯୋଗ୍ୟତା ନଥିଲେ ମଧ୍ୟ ଦୃଢ଼ ଇଚ୍ଛା ଶକ୍ତି,…