ଭୁବନେଶ୍ବର କର୍ପୋରେଟର୍ ଅମରେଶ ଜେନାଙ୍କୁ ନିଲମ୍ବିତ କଲା ବିଜେଡି
ଭୁବନେଶ୍ବର କର୍ପୋରେଟର୍ ଅମରେଶ ଜେନାଙ୍କୁ ବିଜେଡିରୁ ନିଲମ୍ବିତ ହୋଇଛନ୍ତି। ଦୁଷ୍କର୍ମ ଅଭିଯୋଗରେ କମିସନରେଟ୍ ପୁଲିସ୍ ତାଙ୍କୁ ଗିରଫ କରିବା ପରେ ଦଳ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଆଜି କର୍ପୋରେଟର୍ ଅମରେଶ ଜେନାଙ୍କୁ ବାଲେଶ୍ବରରୁ ଗିରଫ କରାଯାଇଛି। ଗତକାଲି!-->!-->!-->…
