ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ୍, ଏଏନ୍ଏମ୍ ପରୀକ୍ଷା ବାତିଲ
ଅପରାହ୍ଣ ୨ଟା। ରାଜ୍ୟର ସମସ୍ତ ୪୭ଟି ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିଥିଲେ ଶତାଧିକ ପରୀକ୍ଷାର୍ଥୀ। ପ୍ରଶ୍ନପତ୍ର ମିଳିସାରିଥିଲା। କିଏ ପଢ଼ୁଥିଲେ ତ ଆଉ କିଏ ଖାତାରେ ଉତ୍ତର ଲେଖିବା ଆରମ୍ଭ କରିଥିଲେ। ଶିକ୍ଷକ ଆସି ପରୀକ୍ଷାର୍ଥୀଙ୍କୁ କହିଥିଲେ, ପରୀକ୍ଷା ବାତିଲ ହୋଇଗଲା। ପ୍ରଶ୍ନପତ୍ର…
