Odia News Portal
Yearly Archives

2025

ଆସନ୍ତାକାଲିଠାରୁ ଲାଗୁ ହେବ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପାଇଁ ଏକ ନୋଟିସ୍ ଜାରି କରିଛନ୍ତି। ଏଥିରେ କୁହାଯାଇଛି ଯେ, ନୂତନ ଶୁଳ୍କ ବ୍ୟବସ୍ଥା ୨୭ ଅଗଷ୍ଟ ରାତି ୧୨.୦୧ ରୁ ଲାଗୁ ହେବ। ଏହା ଦ୍ବାରା ଟ୍ରମ୍ପ୍ ଏବଂ ଭାରତ ମଧ୍ୟରେ ଦୂରତା ଆହୁରି ବଢ଼ିବାକୁ ଯାଉଛି।…

ଆଜି ସକାଳେ ୮ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି

ସୀମାନ୍ତ ତେଲେଙ୍ଗାନା ରାଜ୍ୟର ଭଦ୍ରାଦୀ କଥାଗୁଡୁମ ଜିଲ୍ଲା ପୁଲିସ ନିକଟରେ ଆଜି ସକାଳେ ୮ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଛତିଶଗଡର ବିଜାପୁର ଅଂଚଳର ୮ ଜଣ ମାଓବାଦୀ ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି।…

ଯୁବ ନେତାଙ୍କୁ ବଡ଼ ଦାୟିତ୍ବ: ଛାତ୍ର ବିଜେଡି ସଭାପତି ହେଲେ ଇପ୍‌ସିତା ସାହୁ

ରାଜ୍ୟରେ ଛାତ୍ର ସଂଗଠନ ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳ ବଡ଼ ଘୋଷଣା କରିଛି। ବିଜେଡି ଆଜି ଛାତ୍ର ସଂଗଠନ ପାଇଁ ସଭାପତି ଚୟନ କରିଛି। ଯୁବନେତ୍ରୀ ଇପ୍‌ସିତା ସାହୁଙ୍କୁ ଏହି ଦାୟିତ୍ବ ଦେଇଛି। ଏଥି ସହିତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅନ୍ୟ ୪ ଜଣ ନେତାଙ୍କୁ ଛାତ୍ର ବ୍ୟାପାର…

୧୫ ଦିନ ପରେ ରାଜ୍ୟ ଅମଲା ସଂଘର ଆନ୍ଦୋଳନ ସ୍ଥଗିତ, ଆଜି କାର୍ଯ୍ୟରେ ଯୋଗ ଦେବେ କର୍ମଚାରୀ

ରାଜ୍ୟ ଅମଲା ସଂଘର ଆନ୍ଦୋଳନ ୧୫ ଦିନ ପରେ ଆଜି ଏଥିରୁ ଓହରିଛନ୍ତି ଅମଲା। ଆଜି ସମସ୍ତ ଅମଲା କର୍ମଚାରୀ କାର୍ଯ୍ୟରେ ଯୋଗ ଦେବେ ବୋଲି ଜଣାଯାଇଛି। ବନ୍ୟା ପରିସ୍ଥିତି ଓ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇରେ ଯେପରି ଲୋକେ ହଇରାଣ ନ ହୁଅନ୍ତି, ସେଥିପାଇଁ ସରକାରଙ୍କ ସହ ଆଲୋଚନା କରି…

ଚାଷୀଙ୍କୁ ରାଜ୍ୟ ସରକାରଙ୍କ ‘ନୂଆଁଖାଇ’ ଭେଟି: ଆସନ୍ତାକାଲି ମିଳିବ ସିଏମ୍‌-କିଷାନ ଯୋଜନାର କିସ୍ତି

ରାଜ୍ୟ ସରକାରଙ୍କ ସିଏମ୍‌-କିଷାନ ଯୋଜନାର କିସ୍ତି ଆସନ୍ତାକାଲି (୨୭ ତାରିଖ) ପ୍ରଦାନ କରାଯିବ। ୨୮ ତାରିଖରେ ‘ନୂଆଁଖାଇ’ ପଡ଼ୁଥିବାରୁ ତାର ପୂର୍ବ ଦିନ ଏହା ପ୍ରଦାନ କରାଯିବ। ପ୍ରତି ଚାଷୀଙ୍କ ବ୍ୟାଙ୍କଖାତାକୁ ସିଧାସଳଖ ୨ ହଜାର ଟଙ୍କା ଲେଖାଏଁ ପଠାଯିବ। ଏହାଦ୍ବାରା ଓଡ଼ିଶାର ୫୨ ଲକ୍ଷ କ୍ଷୁଦ୍ର…

ଗୋ ରକ୍ଷକଙ୍କ ବାଇକ୍‌ ଉପରେ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ, ଚାଳକ ସମେତ ଗୋରୁ ଜବତ

ବାଲିପାଟଣା ଥାନା ଅଞ୍ଚଳରେ ବେଆଇନ ଗୋ ଚାଲଣ ବୃଦ୍ଧି ପାଉଛି| ଆଜି ବେଆଇନ ଭାବେ ଗୋ ଚାଲଣ ବେଳେ ଗୋରୁ ବ୍ୟବସା୍ୟୀ ରକ୍ତମୁଖା ହୋଇ ଗୋ ରକ୍ଷକଙ୍କୁ ହତ୍ୟା ଉଦ୍ୟମ କରିଛନ୍ତି | ଖବର ପାଇ ପୁଲିସ ଗୋରୁ ବୋଝଇ ଗାଡ଼ି ସହ ଜଣଙ୍କୁ ଅଟକ ରଖିଛି | ସୂଚନା ଅନୁସାରେ, ଆଜି ଭୋରୁ ଚଣାହଟ୍ଟା ସରିପୁର…

ହାତୀଙ୍କ ପାଇଁ ବିଦ୍ୟୁତ୍‌ ଘାତକ: ଦେଶର ସର୍ବାଧିକ ହାତୀ ମୃତ୍ୟୁ ଓଡ଼ିଶାରେ

ଓଡ଼ିଶା ହାତୀଙ୍କ ପାଇଁ ଘାତକ ସାଜିଛି ବିଦ୍ୟୁତ୍‌ ତାର। ସମ୍ବଲପୁର, କଟକ, ଗଜପତି, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର ପରି ଜିଲ୍ଲାରେ ବିଦ୍ୟୁତ୍‌ ଆଘାତରେ ବହୁ ସଂଖ୍ୟକ ହାତୀଙ୍କ ଜୀବନ ଯାଉଛି। କେବେ ଶିକାରୀଙ୍କ ଦ୍ବାରା ବିଝାଯାଇଥିବା ତାର ତ ଆଉ…

ଧାନ କମୁଛି, ମାଣ୍ଡିଆ ଚାଷ ବଢ଼ୁଛି

କେନ୍ଦୁଝର ଜିଲ୍ଲାରେ ବର୍ଷକୁ ବର୍ଷ ଧାନଚାଷ କମୁଥିବା ବେଳେ ମାଣ୍ଡିଆ ଚାଷ ବଢ଼ିବାରେ ଲାଗିଛି। କେନ୍ଦୁଝର ଜିଲ୍ଲାର ୧୩ଟି ବ୍ଲକ୍‌ରେ ଚଳିତ ବର୍ଷ ମୋଟ ୨ଲକ୍ଷ ୭୪ହଜାର ୬୫୦ ହେକ୍ଟର ଜମିରେ ଚାଷ ହେବାକୁ ଲକ୍ଷ୍ୟ ରଖାଯାଇଛି। କୃଷି ବିଭାଗର ଲକ୍ଷ୍ୟଧାର୍ଯ୍ୟ ଓ ଲକ୍ଷ୍ୟ ପୂରଣ ଭିତରେ ଅନେକ ବ୍ୟବଧାନ…

ଅମଲା ସଂଘ-ସରକାର ମୁହାଁମୁହିଁ: ମୁଖ୍ୟ ସଚିବଙ୍କ ସହ ଆଲୋଚନାରୁ ନିଷ୍କର୍ଷ ବାହାରିଲାନି

ରାଜସ୍ବ ଅମଲା ସଂଘର ଆନ୍ଦୋଳନ ୧୫ ଦିନରେ ପହଞ୍ଚିଛି। ଆଜି ମୁଖ୍ୟ ଶାସନ ସଚିବଙ୍କ ସହ ସଂଘର ଆଲୋଚନାରୁ କୌଣସିନିଷ୍କର୍ଷବାହାରିପାରି ନାହିଁ। ଅପର ପକ୍ଷରେ ସରକାର ସେମାନଙ୍କୁ ପୁଣି ନାଲି ଆଖି ଦେଖାଇଛନ୍ତି। ସମୂହ ଛୁଟିରେ ଯାଇଥିବାକର୍ମଚାରୀଙ୍କବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ…

ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ: ‘ବେଆଇନ ନିଶା କାରବାର ରୋକ’

ରାଜ୍ୟରେ ବେଆଇନ ମାଦକ ଦ୍ରବ୍ୟ ଓ ନିଶାଦ୍ରବ୍ୟ ଚୋରାଚାଲାଣ ରୋକିବା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ସଂଲଗ୍ନ ଅଂଚଳରେ ବେଆଇନ ନିଶାଦ୍ରବ୍ୟ ବିକ୍ରି, ସେବନ ଓ କାରବାର ଯେପରି ନହୁଏ…